ସପ୍ତାହର ଟ୍ରେଣ୍ଡିଂ ଭିଡିଓ!

ଅପରାଧ

ଟାଙ୍ଗୀରେ ତ୍ରିରଙ୍ଗା ଅବମାନନା ଅଭିଯୋଗ : ତ୍ରିଦେବଙ୍କ ଲୋକପ୍ରିୟତାକୁ ସହି ପାରୁନାହାନ୍ତି ଚକ୍ରାନ୍ତକାରୀ

ଟାଙ୍ଗୀରେ ତ୍ରିରଙ୍ଗା ଅବମାନନା ଅଭିଯୋଗ ତ୍ରିଦେବଙ୍କ ଲୋକପ୍ରିୟତାକୁ ସହି ପାରୁନାହାନ୍ତି ଚକ୍ରାନ୍ତକାରୀ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.)...

ଚୌଦ୍ୱାରରେ ୧୨ଟି ଏଲପିଜି ସିଲିଣ୍ଡର ଓ ୧ଟି ପଲସର ଜବତ, ଜଣେ ଗିରଫ

ଚୌଦ୍ୱାରରେ ୧୨ଟି ଏଲପିଜି ସିଲିଣ୍ଡର ଓ ୧ଟି ପଲସର ଜବତ, ଜଣେ ଗିରଫ...

ଚାକିରୀ ନମିଳିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ

ଚାକିରୀ ନମିଳିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ #ଭଦ୍ରକ (ଏନ୍‌.ଏମ୍‌.): ବାରମ୍ବାର...

ଦେଶ ବିଦେଶୀ

ଟାଙ୍ଗୀରେ ତ୍ରିରଙ୍ଗା ଅବମାନନା ଅଭିଯୋଗ : ତ୍ରିଦେବଙ୍କ ଲୋକପ୍ରିୟତାକୁ ସହି ପାରୁନାହାନ୍ତି ଚକ୍ରାନ୍ତକାରୀ

ଟାଙ୍ଗୀରେ ତ୍ରିରଙ୍ଗା ଅବମାନନା ଅଭିଯୋଗ ତ୍ରିଦେବଙ୍କ ଲୋକପ୍ରିୟତାକୁ ସହି ପାରୁନାହାନ୍ତି ଚକ୍ରାନ୍ତକାରୀ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.) : ଚଳିତ ବର୍ଷ ଦେଶ ୮୦ତମ ସ୍ୱାଧୀନତା ଦିବସ...

ଏହା ମଧ୍ୟ ପଢ଼ନ୍ତୁ

ବଦଳିଲା ମନରେଗା: ‘ଭିବି-ଜି ରାମ ଜି’ରେ ବର୍ଷକୁ ୧୨୫ ଦିନର କାମ

ବଦଳିଲା ମନରେଗା: ‘ଭିବି-ଜି ରାମ ଜି’ରେ ବର୍ଷକୁ ୧୨୫ ଦିନର କାମ @Newdelhi #ନୂଆଦିଲ୍ଲୀ(ଏଜେନ୍ସି): କୋଡ଼ିଏ ବର୍ଷ ପୁରୁଣା ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ ବ୍ୟାପକ ପରିବର୍ତ୍ତନ କରି ‘ବିକଶିତ ଭାରତ-ରୋଜଗାର ଓ ଜୀବିକା ପାଇଁ ଗ୍ୟାରେଣ୍ଟି ଅଭିଯାନ (ଭିବି-ଜି ରାମ ଜି) ଆଇନ, ୨୦୨୫’ ପ୍ରସ୍ତୁତ କରାଯାଇଛି। ପିଆଇବି ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ଏହି ଆଇନ ଅଧୀନରେ ପ୍ରତ୍ୟେକ ଗ୍ରାମୀଣ ପରିବାରକୁ...

ବିକଶିତ ଭାରତର ଆଉଗୋଟେ ଝଲକ: ଲୋକସଭାରେ ତିନି ନୂଆ ବିଲ୍ ଆଗତ

ବିକଶିତ ଭାରତର ଆଉଗୋଟେ ଝଲକ: ଲୋକସଭାରେ ତିନି ନୂଆ ବିଲ୍ ଆଗତ @Newdelhi #ନୂଆଦିଲ୍ଲୀ (ଏଜେନ୍ସି): କେନ୍ଦ୍ର ସରକାର ଦେଶର ପ୍ରଗତି ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇ ଚାଲିଛନ୍ତି। ଏବେ ବିକଶିତ ଭାରତର ଆଉ ଗୋଟିଏ ଝଲକ ମଧ୍ୟ ଦେଖିବାକୁ ମିଳିଛି। ଲୋକସଭାରେ ତିନି ନୂଆ ବିଲ୍ ଆଗତ କରାଯାଇଛି। ସୋମବାର ଆଗତ କରାଯାଇଥିବା ବିଲଗୁଡିକ ହେଲା ବିକଶିତ ଭାରତ ଶିକ୍ଷା ଅଧିସ୍ଥାନ (ଭିବିଏସ୍‌ଏ) ବିଲ୍ ୨୦୨୫...

ଚୌଦ୍ୱାର ଇଡକୋ ଅଞ୍ଚଳ ଏବେ ମୋରମ ମାଫିଆଙ୍କ ଭୂସ୍ୱର୍ଗ

ଚୌଦ୍ୱାର ଇଡକୋ ଅଞ୍ଚଳ ଏବେ ମୋରମ ମାଫିଆଙ୍କ ଭୂସ୍ୱର୍ଗ ଶୀତ ରାତିକୁ କମ୍ପାଉଛି ବଡ ବଡ ମେସିନ, ନିରବ ପ୍ରଶାସନ! #Tangi-Choudwar #ଟାଙ୍ଗୀ-ଚୌଦ୍ୱାର (ଏନ୍‌.ଏମ୍‌): ଚୌଦ୍ୱାର ଇଡକୋ ଅଞ୍ଚଳ ଏବେ ମୋରମ ମାଫିଆଙ୍କ ପାଇଁ ସୁରକ୍ଷିତ ଭୂସ୍ୱର୍ଗ ପାଲଟିଯାଇଛି। ଦୀର୍ଘ ଦିନ ଧରି ଏଠାରେ ଚାଲିଛି ବ୍ୟାପକ ଓ ସଂଗଠିତ ମୋରମ ଚୋରା ଚାଲାଣ। ଦିନେ ସାଧାରଣ ମୁହଁ, ରାତି ହେଲେ ବିନା ଭୟରେ ମାଟି ତାଡ଼ିବା ମେସିନ ଗର୍ଜନ...

ତଦନ୍ତ ପାଣ୍ଠିକୁ ଲୁଟି ନେଲା ଓଡ଼ିଶା ପୁଲିସ !

ତଦନ୍ତ ପାଣ୍ଠିକୁ ଲୁଟି ନେଲା ଓଡ଼ିଶା ପୁଲିସ ! ୮ମାସରେ ୨୩କୋଟି ଖର୍ଚ୍ଚ, ପୁଣି ମାଗିଲେ ୧୫୦କୋଟି #Cuttack , କଟକ (ଏନ୍‌.ଏମ୍‌.): ରାଜ୍ୟରେ ଅପରାଧ ଯେତେ ଅଧିକ ହେଉଛି ଓଡ଼ିଶା ପୁଲିସର ଲାଭ ସେତେ ବଢ଼ିଚାଲିଛି। ଏ କଥା ଆମ୍ଭେ କହୁନାହୁଁ କହୁଛନ୍ତି ହଜାର ହଜାର ବୁଦ୍ଧିଜୀବୀ। ରାଜ୍ୟର ସମସ୍ତ ଥାନାରେ ଏଭଳି ସରକାରୀ ଅର୍ଥକୁ ହରିଲୁଟ ଚାଲୁଥିବା ଭଳି ସଂଗୀନ ଅଭିଯୋଗ ଉଠିଛି। ପୁଲିସ ବିଭାଗର ଥିବା...

ବିଶାଖାପଟ୍ଟନମ ବଦଳରେ ରାୟଗଡ଼ାରୁ ଡିଆରଏମ କାର୍ଯ୍ୟାଳୟ ଅପରେସନ ଦାବି କଲେ କୋରାପୁଟ ସାଂସଦ

ବିଶାଖାପଟ୍ଟନମ ବଦଳରେ ରାୟଗଡ଼ାରୁ ଡିଆରଏମ କାର୍ଯ୍ୟାଳୟ ଅପରେସନ ଦାବି କଲେ କୋରାପୁଟ ସାଂସଦ #ରାୟଗଡ଼ା(ଏନ୍‌.ଏମ୍‌.): ରାୟଗଡା ଠାରେ ସ୍ଥାପିତ ହୋଇଥିବା ନୂତନ ଡିଆରଏମ କାର୍ଯ୍ୟାଳୟ ବିଶାଖାପଟ୍ଟନମ ବଦଳରେ ରାୟଗଡ଼ାରୁ ଅପରେସନ କରିବାକୁ କୋରାପୁଟ ସାଂସଦ ସପ୍ତଗିରି ଉଲାକା ଦାବି କରିଛନ୍ତି। ଏଥିସହ ଦିନବେଳେ କୋରାପୁଟ ରାୟଗଡାରୁ ଭୁବନେଶ୍ୱର ରେଳ ଚଳାଚଳ ପାଇଁ ମଧ୍ୟ ସେ ଦାବି କରିଛନ୍ତି। ରାୟଗଡ଼ା ରେଳ ଡିଭିଜନର କାର୍ଯ୍ୟକାରିତାକୁ ନେଇ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର...

କଟକରେ ଭଙ୍ଗା ହେବ ବିପଦସଂକୁଳ କୋଠା: ନଗର ଉନ୍ନୟନ ମନ୍ତ୍ରୀ

କଟକରେ ଭଙ୍ଗା ହେବ ବିପଦସଂକୁଳ କୋଠା: ନଗର ଉନ୍ନୟନ ମନ୍ତ୍ରୀ #ଭୁବନେଶ୍ୱର/କଟକ (ଏନ୍‌.ଏମ୍‌.): କଟକରେ ଏଣିକି ଭଙ୍ଗା ହେବ ବିପଦସଂକୁଳ କୋଠା। ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର। କିଛିଦିନ ତଳେ କଟକରେ ଏକ ପୁରୁଣା କୋଠା ଭାଙ୍ଗି କିଛି ଲୋକଙ୍କ ମୃତ୍ୟୁ ହେବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଥିଲା। ଏନେଇ ଏବେ ବିଭାଗୀୟ ମନ୍ତ୍ରୀ ବିଧାନସଭାରେ ଏକ...

ପୁଣି ବିବାଦରେ କିଟ ବିଶ୍ୱବିଦ୍ୟାଳୟ

ପୁଣି ବିବାଦରେ କିଟ ବିଶ୍ୱବିଦ୍ୟାଳୟ #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ଉଚ୍ଚ ଶିକ୍ଷାର ସଦୃଢ଼ିକରଣ ନିମନ୍ତେ ଦାୟିତ୍ୱ ନେଇଥିବା କିଟି ବିଶ୍ୱବିଦ୍ୟାଳୟ ସବୁବେଳେ ବିବାଦରେ ଛନ୍ଦି ହୋଇ ପଡ଼ୁଛି। ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ହେଉ ବା ପରିଚାଳନାଗତ ତ୍ରୁଟି। ବିଭିନ୍ନ ଘଟଣାକୁ ନେଇ ଏବେ କିଟ ଚର୍ଚ୍ଚାରେ। ଗତ ଫେବ୍ରୁଆରି ୧୬ ତାରିଖରେ ଘଟିଥିବା ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ‘କିଟ୍‌’କୁ ପକ୍ଷଭୁକ୍ତ କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ଏହି ମାମଲାରେ...

କଟକ ଜିଲ୍ଲାପାଳଙ୍କ ଜନଶୁଣାଣି ସମୟରେ ବିଧବା ମହିଳାଙ୍କ ଆତ୍ମାହୁତି ଉଦ୍ୟମ

କଟକ ଜିଲ୍ଲାପାଳଙ୍କ ଜନଶୁଣାଣି ସମୟରେ ବିଧବା ମହିଳାଙ୍କ ଆତ୍ମାହୁତି ଉଦ୍ୟମ ବାଙ୍କୀ(ଏନ୍‌.ଏମ୍‌.): ନିଜର ଅଧିକାର ନପାଇ ଆଜି ଜଣେ ମହିଳା କଟକ ଜିଲ୍ଲାପାଳଙ୍କ ଆଗରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। କଟକ ଜିଲ୍ଲା ବାଙ୍କୀ ବ୍ଲକରେ ଜନ ଅଭିଯୋଗ ଶୁଣାଣି ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ପରିବାର ମଙ୍ଗଳ ଯୋଜନା ସହାୟତା ମିଳୁନଥିବା ଅଭିଯୋଗ ଆଣି ମହିଳା ଜଣଙ୍କ ଏଭଳି ଚରମ ନିଷ୍ପତ୍ତି ନେବାକୁ ପ୍ରୟାସ...

ଦକ୍ଷିଣ ଆଫ୍ରିକା ଟି-୨୦ କ୍ରିକେଟ: ଆଜି ଅପରାହ୍ନଣ ୨ଟାରୁ ଅନ୍‌ଲାଇନ୍ ଟିକଟ ବୁକିଂ

ଦକ୍ଷିଣ ଆଫ୍ରିକା ଟି-୨୦ କ୍ରିକେଟ: ଆଜି ଅପରାହ୍ନଣ ୨ଟାରୁ ଅନ୍‌ଲାଇନ୍ ଟିକଟ ବୁକିଂ କଟକ(ଏନ୍‌.ଏମ୍‌.): ଡିସେମ୍ବର ୯ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣଆଫ୍ରିକା ମଧ୍ୟରେ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳାଯିବ। ଏଥିପାଇଁ ସୋମବାର ପ୍ରଥମ ପର୍ଯ୍ୟାୟ ଟିକଟ ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଛି। ଅପରାହ୍ନ ୨ଟାରୁ ଅନଲାଇନ ଟିକଟ ବୁକିଂ ଆରମ୍ଭ ହୋଇଛି ‘ଡିଷ୍ଟ୍ରିକ୍ଟ ବାଏ ଜୋମାଟୋ ଆପ୍‌’ ଏବଂ ୱେବସାଇଟରେ ଲୋକେ ଟିକଟ ବୁକ୍ କରିପାରିବେ। ଏଥର ମାତ୍ର ୨ହଜାର...

ମୟୂରଭଞ୍ଜରେ ବନ୍ଧୁକୁ ହତ୍ୟା: ମଟନ ଟଙ୍କାକୁ ନେଇ ବିବାଦ

ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏଠାରେ ଜଣେ ବ୍ୟକ୍ତି ତାଙ୍କ ନିଜ ବନ୍ଧୁଙ୍କୁ ଏକ ସାମାନ୍ୟ କଥାକୁ ନେଇ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ମୃତକ ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ମଟନ ବିକ୍ରି କରିବା ପରେ ମିଳିଥିବା ଟଙ୍କାର ବଣ୍ଟାବଣ୍ଟିକୁ ନେଇ ପ୍ରବଳ ବିବାଦ ଉପୁଜିଥିଲା। ଏହି...

ମୋବାଇଲ୍ ଚୋରି ସନ୍ଦେହରେ ଥାନାରେ ଅଟକ ଦୁଇ ଯୁବକ

ମୋବାଇଲ୍ ଚୋରି ସନ୍ଦେହରେ ଥାନାରେ ଅଟକ ଦୁଇ ଯୁବକ ବସ୍ତା(ଏନ୍‌.ଏମ୍‌.): ଏବେ ବିଭିନ୍ନ ଉପାୟରେ ଦୁବୃର୍ତ୍ତମାନେ ଚୋରି କରିବାରେ ଲାଗିପଡ଼ିଛନ୍ତି। ଏପରିକି ଫେରି କରିବା ବାହାନାରେ ଦୁବୃର୍ତ୍ତମାନେ ଲୋକଙ୍କ ଠା ଠିକଣା ଜାଣି ଚୋରି କରୁଛନ୍ତି ବୋଲି ଅଭିଯୋଗ ମଧ୍ୟ ଉଠୁଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ। ମୋବାଇଲ ଚୋର ସନ୍ଦେହରେ ଦୁଇ ଯୁବକଙ୍କୁ ଧରି ଉତ୍ତମ ମଧ୍ୟମ ଦେଇ ପୁଲିସର ଜିମା ଦେଲେ...

ଏଚଏସସି ସାର୍ଟିଫିକେଟରେ ରେକର୍ଡ କରାଯାଇଥିବା ଜନ୍ମ ତାରିଖ ସବୁ ଉଦ୍ଦେଶ୍ୟ ପାଇଁ ଗ୍ରହଣୀୟ: ହାଇକୋର୍ଟ

ଏଚଏସସି ସାର୍ଟିଫିକେଟରେ ରେକର୍ଡ କରାଯାଇଥିବା ଜନ୍ମ ତାରିଖ ସବୁ ଉଦ୍ଦେଶ୍ୟ ପାଇଁ ଗ୍ରହଣୀୟ:ହାଇକୋର୍ଟ କଟକ(ଏନ.ଏମ) : ମାଟ୍ରିକ୍ ବା ଏଚଏସସି ସାର୍ଟିଫିକେଟରେ ରେକର୍ଡ କରାଯାଇଥିବା ଜନ୍ମ ତାରିଖ ସବୁ ଉଦ୍ଦେଶ୍ୟ ପାଇଁ ଜନ୍ମ ତାରିଖ ଭାବେ ଗ୍ରହଣ କରାଯିବ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ଏଥି ସହିତ ଫୁଡ କର୍ପୋରେସନ ଅଫ୍ ଇଣ୍ଡିଆ(ଏଫସିଆଇ)ରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ଚାକିରି ସଂପର୍କିତ ରେକର୍ଡରେ ଏଚଏସସି ସାର୍ଟିଫିକେଟରେ ଥିବା ତଥ୍ୟ ଅନୁସାରେ ଜନ୍ମ...