କମ୍ପାନୀରୁ ଟଙ୍କା ଓ କ୍ରୋମ ଚୋରି: ଜଣେ ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କମ୍ପାନୀରୁ ଟଙ୍କା ଓ କ୍ରୋମ ଚୋରି: ଜଣେ ଗିରଫ

କମ୍ପାନୀରୁ ଟଙ୍କା ଓ କ୍ରୋମ ଚୋରି: ଜଣେ ଗିରଫ @ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): କଟକ ଜିଲ୍ଲା ଟଙ୍ଗୀ ଥାନା ଅନ୍ତର୍ଗତ ତେରୁଆଁ ସ୍ଥିତ "କୃଷ୍ଣା ଗ୍ଲୋବାଲ ସୋଲ୍ୟୁସନ୍ସ' ନାମକ ଏକ ସଂସ୍ଥାରୁ ୧.୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ନଗଦ ଅର୍ଥ ଏବଂ କ୍ରୋମ ଚୋରି ଅଭିଯୋଗରେ ଟାଙ୍ଗୀ ଥାନା ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିବା ବେଳେ ଅନ୍ୟଜଣେ ଫେରାର ଥିବା ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ ଏହି ଚୋରିରେ…

ବିଜେଡି ପାଇଁ ଚର୍ଚ୍ଚାରେ ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀ: ନେତୃତ୍ୱ ଶୂନ ହୋଇ ପଡ଼ିବା ପରେ ପ୍ରାର୍ଥୀ ନେଇ ବିଜେଡିର ଚାଲିଛି ଅଙ୍କକଷା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିଜେଡି ପାଇଁ ଚର୍ଚ୍ଚାରେ ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀ: ନେତୃତ୍ୱ ଶୂନ ହୋଇ ପଡ଼ିବା ପରେ ପ୍ରାର୍ଥୀ ନେଇ ବିଜେଡିର ଚାଲିଛି ଅଙ୍କକଷା

ବିଜେଡି ପାଇଁ ଚର୍ଚ୍ଚାରେ ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀ ନେତୃତ୍ୱ ଶୂନ ହୋଇ ପଡ଼ିବା ପରେ ପ୍ରାର୍ଥୀ ନେଇ ବିଜେଡିର ଚାଲିଛି ଅଙ୍କକଷା @ଚୌଦ୍ୱାର(ଏନ୍‌.ଏମ୍‌.): ଏବେ ରାଜ୍ୟର ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ସବୁଠୁ ହିଟ ଲିଷ୍ଟରେ ଅଛି ଚୌଦ୍ୱାରର-କଟକ ନିର୍ବାଚନ ମଣ୍ଡଳୀ। ପୂର୍ବରୁ ଏହି ନିର୍ବାଚନମଣ୍ଡଳୀଟି ଚୌଦ୍ୱାର ନିର୍ବାଚନମଣ୍ଡଳୀ ଥିବାବେଳେ ଏହି ୨୦୦୯ ମସିହାରେ ଏହାର ସୀମା ପରିବର୍ତ୍ତନ କରାଯାଇ ଏହାକୁ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ନାମକରଣ କରାଗଲା। ତେବେ…

୫ ଟଙ୍କା ବଢିଲା ପେଟ୍ରୋଲ, ଡିଜେଲ୍ ଦାମ୍ ବି ବୃଦ୍ଧି
Slider ଦେଶ ବିଦେଶ ପପୁଲାର ନିଓଜ ବାଣିଜ୍ୟ ବ୍ରେକିଙ୍ଗ ନିଉଜ

୫ ଟଙ୍କା ବଢିଲା ପେଟ୍ରୋଲ, ଡିଜେଲ୍ ଦାମ୍ ବି ବୃଦ୍ଧି

୫ ଟଙ୍କା ବଢିଲା ପେଟ୍ରୋଲ, ଡିଜେଲ୍ ଦାମ୍ ବି ବୃଦ୍ଧି @ନୂଆଦିଲ୍ଲୀ(ଏନ୍‌.ଏମ୍‌.): ବିଶ୍ୱ ଉତ୍ତେଜନା ମଧ୍ୟରେ ଭାରତରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇବା ଆରମ୍ଭ କରିଛି। ଭାରତର ସର୍ବବୃହତ ଘରୋଇ ଇନ୍ଧନ ଖୁଚୁରା କମ୍ପାନୀ ନାୟାରା ଏନର୍ଜି ପେଟ୍ରୋଲର ମୂଲ୍ୟ ଲିଟର ପିଛା ୫ ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୩ ଟଙ୍କା ବୃଦ୍ଧି କରିଛି। ବିଶ୍ୱ ସ୍ତରରେ ଶକ୍ତି ମୂଲ୍ୟ ବୃଦ୍ଧି ଯୋଗୁଁ…

ଗାନ୍ଧୀଥିଲେ ସବଳ, ଅହିଂସାର ପ୍ରଚାରକ: ଡଃ ମହତାବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଗାନ୍ଧୀଥିଲେ ସବଳ, ଅହିଂସାର ପ୍ରଚାରକ: ଡଃ ମହତାବ

ଗାନ୍ଧୀଥିଲେ ସବଳ, ଅହିଂସାର ପ୍ରଚାରକ: ଡଃ ମହତାବ @କଟକ(ଏନ୍‌.ଏମ୍‌.): ସବଳ ଅହିଂସାର ପ୍ରଚାରକ ବୋଲି ଐତିହାସିକ ସ୍ୱରାଜ ଆଶ୍ରମରେ କେନ୍ଦ୍ରାଞ୍ଚଳ ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ପକ୍ଷରୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବେ କଟକ ଲୋକସଭା ସାଂସଦ ଡ. ଭର୍ତ୍ତୃହରି ମହତାବ ଯୋଗଦେଇ ଗାନ୍ଧିଜୀ ସବଳ ଅହିଂସାର ପ୍ରଚାରକ ବୋଲି କହିଥିଲେ। ସ୍ୱରାଜ ଆଶ୍ରମ ସ୍ୱାଧୀନତା ସଂଗ୍ରାମୀଙ୍କ ଏକ…

ଜ୍ଞାନେସ କୁମାରଙ୍କ ଇସ୍ତଫା ଓ ଗିରଫ ଦାବିରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଜ୍ଞାନେସ କୁମାରଙ୍କ ଇସ୍ତଫା ଓ ଗିରଫ ଦାବିରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର

ଜ୍ଞାନେସ କୁମାରଙ୍କ ଇସ୍ତଫା ଓ ଗିରଫ ଦାବିରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର @ଚୌଦ୍ୱାର (ଏନ୍‌.ଏମ୍‌.): ଶ୍ରମିକ ପରିବାର ଯୁବକ ସଂଘ ତରଫରୁ ଜାତିର ଜନକ ମାହାତ୍ମା ଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଚୌଦ୍ୱାର ଓ.ଟି.ଏମ୍‌. କଲୋନୀସ୍ଥିତ ସଂଘ କାର୍ଯ୍ୟାଳୟରେ ପାଳନ କରାଯିବା ପରେ ଭାରତର ମୁଖ୍ୟ ନିର୍ବାଚନ କମିଶନରଙ୍କ ଜ୍ଞାନେସ୍ କୁମାରଙ୍କ ଇସ୍ତଫା ଓ ଗିରଫ ଦାବିରେ ସଂଘ ସଭାପତି ତଥା ଆଇନ୍‌ଜୀବୀ କୈଳାସ ଚନ୍ଦ୍ର…

ଚୌଦ୍ୱାରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଚୌଦ୍ୱାରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ଚୌଦ୍ୱାରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ @ଚୌଦ୍ୱାର(ଏନ୍‌.ଏମ୍‌.): ଆଜି ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ। ୧୮୬୯ ମସିହା ଆଜିର ଦିନରେ ଜାତୀର ପିତା ମହାତ୍ମାଗାନ୍ଧୀ ଜନ୍ମଗ୍ରହଣ କରିଥିଲେ। ସେହିଭଳି ୧୯୦୪ ମସିହା ଆଜିର ତାରିଖରେ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାନ୍ତ୍ରୀ ମଧ୍ୟ ଜନ୍ମଗ୍ରହଣ କରିଥିଲେ। ତେଣୁ ଆଜିର ଦିନକୁ ଅଂହିସାର ଦିନ ଭାବେ ଗ୍ରହଣ କରାଯାଏ। ଏହି ଅବସରରେ ଚୌଦ୍ୱାର ହିଙ୍ଗୁଳାଇ ରୋଡ ସ୍ଥିତ ବିବେକାନନ୍ଦ ଶିକ୍ଷା…

ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା : ବିନା ଫଳକରେ ଚାଲିଛି ପାଣି ଟାଙ୍କି ନିର୍ମାଣ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା : ବିନା ଫଳକରେ ଚାଲିଛି ପାଣି ଟାଙ୍କି ନିର୍ମାଣ

ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ବିନା ଫଳକରେ ଚାଲିଛି ପାଣି ଟାଙ୍କି ନିର୍ମାଣ @ଚୌଦ୍ୱାର(ଏନ୍‌.ଏମ୍‌.): ସରକାରୀ ପ୍ରକଳ୍ପ କାମରେ ରାଜସ୍ୱ ଆତ୍ମସାତ ହେବା ଭଳି ସଂଗୀନ ଅଭିଯୋଗ ଉଠିଛି। ଗ୍ରାମାଞ୍ଚଳରେ ଘରକୁ ଘର ଜଳ ଯୋଗାଣ ପାଇଁ ନିର୍ମାଣ ଚାଲିଥିବା ଓଭର ହେଡ ଟାଙ୍କି ଓ ଜଳ ବିଶୋଧନାଗାର କ୍ଷେତ୍ରରେ ସରକାରୀ ଅର୍ଥକୁ ବାଟମାରଣା କରାଯାଉଥିବା ଅଭିଯୋଗ ହେଉଛି। ଏପରିକି ବ୍ଲକ ଜେଇଙ୍କ ଠାରୁ ଆରମ୍ଭ କରି ଆରଡବ୍ଲଏସଏସ…

ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦକୁ ସିପିଆଇ(ଏମ୍‌)ର ସମର୍ଥନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦକୁ ସିପିଆଇ(ଏମ୍‌)ର ସମର୍ଥନ

ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦକୁ ସିପିଆଇ(ଏମ୍‌)ର ସମର୍ଥନ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବୀରେ ୪୦ ଦିନରେ ସତ୍ୟାଗ୍ରହ ଏବଂ ଅକ୍ଷୟ କୁମାରଙ୍କ ୨୩ ଦିନରେ ପହଞ୍ଚିଲା ଅନଶନ @ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ସହିତ ୬ ଦଫା ଦାବିରେ ନବନିର୍ମାଣ ଯୁବଛାତ୍ର ସଂଗଠନର ୪୦ ଦିନର ସତ୍ୟାଗ୍ରହ ଏବଂ ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାରଙ୍କ ଅନିର୍ଦ୍ଧିଷ୍ଟ କାଳୀନ ଅନଶନ ଆଜି ୨୩ ଦିନରେ ପହଞ୍ଚିଛି। ଏହି…

ଚୌଦ୍ୱାର ଜୟନ୍ତୀନଗରରେ ପାଳନ ହେଲା ଭାଗବତ ଜନ୍ମ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଚୌଦ୍ୱାର ଜୟନ୍ତୀନଗରରେ ପାଳନ ହେଲା ଭାଗବତ ଜନ୍ମ

ଚୌଦ୍ୱାର ଜୟନ୍ତୀନଗରରେ ପାଳନ ହେଲା ଭାଗବତ ଜନ୍ମ @ ଚୌଦ୍ୱାର(ଏନ୍‌.ଏମ୍‌.): ପବିତ୍ର ଇନ୍ଦୁ ପୂର୍ଣ୍ଣିମା ଅବସରରେ ପ୍ରତ୍ୟେକ ଓଡ଼ିଆ ଘରେ ପାଳିତ ହେଉଛି ପବିତ୍ର ଭାଗବତ ଜନ୍ମ ଉତ୍ସବ। ଏହି ଅବସରରେ ଚୌଦ୍ୱାର ପୌରାଞ୍ଚଳର ୮ନମ୍ବର ୱାର୍ଡ଼ ଜୟନ୍ତୀ ନଗର ଠାରେ ଭାଗବତ ଜନ୍ମ ଉତ୍ସବ ଯଥାବିଧି ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ଶ୍ରୀମଦ ଭାଗବତ ପୂଜନ ଓ ପାଠ କରାଯାଇଥିଲା। ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି ଶ୍ରୀ ଶ୍ରୀ ଭାଗବତ…

ଶୁଭାରମ୍ଭ ହେଲା ଆଙ୍ଗନ କା ଉତ୍ସବ : ବଢ଼ିଲା ଅଙ୍ଗନୱାଡ଼ି କର୍ମୀଙ୍କ ଶାଢ଼ୀ ସହାୟତା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଶୁଭାରମ୍ଭ ହେଲା ଆଙ୍ଗନ କା ଉତ୍ସବ : ବଢ଼ିଲା ଅଙ୍ଗନୱାଡ଼ି କର୍ମୀଙ୍କ ଶାଢ଼ୀ ସହାୟତା

ଶୁଭାରମ୍ଭ ହେଲା ଆଙ୍ଗନ କା ଉତ୍ସବ ବଢ଼ିଲା ଅଙ୍ଗନୱାଡ଼ି କର୍ମୀଙ୍କ ଶାଢ଼ୀ ସହାୟତା @ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟରେ ଅଙ୍ଗନୱାଡ଼ି କର୍ମୀମାନଙ୍କ ପାଇଁ ଖୁସି ଖବର ଦେଇଛନ୍ତି ରାଜ୍ୟ ସରକାର। ପୂର୍ବ ଦର ଠାରୁ ଅଙ୍ଗନୱାଡ଼ି ଦିଦିଙ୍କ ଶାଢ଼ୀ ଟଙ୍କା ବୃଦ୍ଧି ପାଇଛି। ପୂର୍ବରୁ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କୁ ଶାଢ଼ୀ ପାଇଁ ୧୩୯୦ ଟଙ୍କା ମିଳୁଥିଲା। ମାତ୍ର ଏବେ ଏହି ରାଶିକୁ ୧୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଯାହା ଫଳରେ…

ବିଜେପି ନୂଆ ପ୍ରଭାରୀ ଓ ସହ ପ୍ରଭାରୀଙ୍କୁ ଭେଟି ଆଲୋଚନା କଲେ ସନ୍ତୋଷ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିଜେପି ନୂଆ ପ୍ରଭାରୀ ଓ ସହ ପ୍ରଭାରୀଙ୍କୁ ଭେଟି ଆଲୋଚନା କଲେ ସନ୍ତୋଷ

ବିଜେପି ନୂଆ ପ୍ରଭାରୀ ଓ ସହ ପ୍ରଭାରୀଙ୍କୁ ଭେଟି ଆଲୋଚନା କଲେ ସନ୍ତୋଷ @ନୂଆଦିଲ୍ଲୀ(ଏଜେନ୍ସି): ସମ୍ପ୍ରତି ଓଡ଼ିଶାରେ ବିଜେପି ନିଜର ସାଂଗଠନିକ ମଜଭୁତ ପାଇଁ ବିଭିନ୍ନ ରଣନୀତି ପ୍ରସ୍ତୁତ କରୁଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ସ୍ଥାନରେ ନୂଆ ମୁହଁମାନଙ୍କୁ ପ୍ରାଧାନ୍ୟ ଦେଉଥିବା ଦେଖିବାକୁ ମିଳିଛି। ସେହିଭଳି ରାଜ୍ୟର ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରେ ସନ୍ତୋଷ କୁମାର ମହାନ୍ତିଙ୍କୁ ଦଳ ପକ୍ଷରୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଥିବାବେଳେ ନୂଆ ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ୱଙ୍କ…

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାର ସମାଧାନ ଦାବିରେ ସେପ୍ଟେମ୍ବର ୨୮ରେ ବିଧାନସଭା ସମ୍ମୁଖରେ ବିଶାଳ ଛାତ୍ର ବିକ୍ଷୋଭ
Slider ପପୁଲାର ନିଓଜ ବାଣିଜ୍ୟ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାର ସମାଧାନ ଦାବିରେ ସେପ୍ଟେମ୍ବର ୨୮ରେ ବିଧାନସଭା ସମ୍ମୁଖରେ ବିଶାଳ ଛାତ୍ର ବିକ୍ଷୋଭ

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାର ସମାଧାନ ଦାବିରେ ସେପ୍ଟେମ୍ବର ୨୮ରେ ବିଧାନସଭା ସମ୍ମୁଖରେ ବିଶାଳ ଛାତ୍ର ବିକ୍ଷୋଭ @କଟକ(ଏନ୍‌.ଏମ୍‌.): ଦେଶ ତଥା ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଚରମ ବିପର୍ଯ୍ୟସ୍ତ ହୋଇଛି। ଏହାର ସମାଧାନ ଦାବିରେ ଏଆଇଡିଏସଓ ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଆସନ୍ତା ୨୮ ସେପ୍ଟେମ୍ୱର ବିଧାନସଭା ସମ୍ମୁଖରେ ଏକ ରାଜ୍ୟସ୍ତରୀୟ ବିଶାଳ ଛାତ୍ର ବିକ୍ଷୋଭ ଅନୁଷ୍ଠିତ ହେବ। ସେହି ପରିପ୍ରେକ୍ଷୀରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବ୍ୟାପକ ପ୍ରଚାର ପ୍ରସାର ସହ ଏହି…

ସୁନିଆଁ ତିଥିରେ ଶାରଦୀୟ ମୃଣ୍ମୟୀ ମୂର୍ତ୍ତି ପାଇଁ ମାଟି ଅନୁକୂଳ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ସୁନିଆଁ ତିଥିରେ ଶାରଦୀୟ ମୃଣ୍ମୟୀ ମୂର୍ତ୍ତି ପାଇଁ ମାଟି ଅନୁକୂଳ

ସୁନିଆଁ ତିଥିରେ ଶାରଦୀୟ ମୃଣ୍ମୟୀ ମୂର୍ତ୍ତି ପାଇଁ ମାଟି ଅନୁକୂଳ @ଚୌଦ୍ୱାର(ଏନ୍‌.ଏମ୍‌.): ପବିତ୍ର ସୁନିଆ। ଏହି ଅବସରରେ ଶାରଦୀୟ ଉତ୍ସବ ପାଇଁ ମା’ ଦୁର୍ଗାଙ୍କ ସହିତ ବିଭିନ୍ନ ମୂଣ୍ମୟୀ ମୂର୍ତ୍ତି ନିମନ୍ତେ ଦ୍ୱିତୀୟ ପର୍ଯ୍ୟାୟ ମାଟି ଅନୁକୂଳ ହୋଇଯାଇଛି। ପବିତ୍ର ଜନ୍ମାଷ୍ଟମୀ ପରଦିନ ନନ୍ଦଉତ୍ସବ ଅବସରରେ କିଛି ମଣ୍ଡପ ପାଇଁ ମାଟି ଅନୁକୂଳ ହୋଇଥିବାବେଳେ ଆଉ କିଛି ମଣ୍ଡପ ପାଇଁ ସୁନିଆଁ ତିଥିରେ ଦ୍ୱିତୀୟ ପର୍ଯ୍ୟାୟ ମାଟି ଅନୁକୂଳ ହୋଇଥିବା…

ଧର୍ମପ୍ରାଣା ମହିଳାଙ୍କ ପରଲୋକ, କାନ୍ଧଦେଲେ ସମାଜସେବୀ ତ୍ରିଦେବ ବେହେରା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଧର୍ମପ୍ରାଣା ମହିଳାଙ୍କ ପରଲୋକ, କାନ୍ଧଦେଲେ ସମାଜସେବୀ ତ୍ରିଦେବ ବେହେରା

ଧର୍ମପ୍ରାଣା ମହିଳାଙ୍କ ପରଲୋକ, କାନ୍ଧଦେଲେ ସମାଜସେବୀ ତ୍ରିଦେବ ବେହେରା #ଟାଙ୍ଗୀ-ଚୌଦ୍ୱାର,୨୩।୯(ସ.ପ୍ର): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଜରିପଡ଼ା ପଞ୍ଚାୟତ ଟିକରା ଗ୍ରାମର ଜଣେ ଧର୍ମପ୍ରାଣା ମହିଳା ପ୍ରତିମା ସ୍ୱାଇଁଙ୍କ ପରଲୋକ ହୋଇଯାଇଛି। ଏହି ଦୁଃଖଦ ଖବର ପାଇବା କ୍ଷଣି ତାଙ୍କ ବାସ ଭବନରେ ଟେଟ୍ରୋହେଡ୍ରନ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ତଥା ସମାଜସେବୀ ତ୍ରିଦେବ ବେହେରା ତାଙ୍କ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ…

ଭୂମି ଅଧିକାର ଓ ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିକ୍ଷୋଭ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଭୂମି ଅଧିକାର ଓ ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିକ୍ଷୋଭ

ଭୂମି ଅଧିକାର ଓ ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିକ୍ଷୋଭ #କଟକ(ଏନ୍‌.ଏମ୍‌.): ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ଦେବା, ବିନା ଥଇଥାନରେ ଲଗାତାର ଚାଲିଥିବା ବସ୍ତି ଉଚ୍ଛେଦ ବନ୍ଦ କରିବା, ଜୀବିକା ସୁରକ୍ଷାର ଆବଶ୍ୟକତା ପାଇଁ କର୍ମସ୍ଥଳ ନିକଟରେ ଥଇଥାନ କରିବା, ସମ୍ବିଧାନ ଓ ଆଇନ ଅନୁସାରେ ବସ୍ତି ଗୁଡିକୁ ଓ ବସ୍ତି ବାସିନ୍ଦାଙ୍କୁ ମଣିଷ ରହିବା ଯୋଗ୍ୟ ପରିବେଶ ଯୋଗାଇ ଦେବା, କଟକ…

ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ ଗିରଫ ପରେ ବିଭାଗୀୟ ଚାପ! “କେସ ଉଠାଇବା ପାଇଁ ଚାପ ପଡ଼ୁଥିବା ଅଭିଯୋଗ କଲେ ପୂର୍ବତନ ଜେଲର ସନ୍ତୋଷିନୀ ଦାଶ”
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ ଗିରଫ ପରେ ବିଭାଗୀୟ ଚାପ! “କେସ ଉଠାଇବା ପାଇଁ ଚାପ ପଡ଼ୁଥିବା ଅଭିଯୋଗ କଲେ ପୂର୍ବତନ ଜେଲର ସନ୍ତୋଷିନୀ ଦାଶ”

ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ ଗିରଫ ପରେ ବିଭାଗୀୟ ଚାପ! କେସ ଉଠାଇବା ପାଇଁ ଚାପ ପଡ଼ୁଥିବା ଅଭିଯୋଗ କଲେ ପୂର୍ବତନ ଜେଲର ସନ୍ତୋଷିନୀ ଦାଶ ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ସର୍କଲ ଜେଲର ପୂର୍ବତନ ବରିଷ୍ଠ ସୁପରିଟେଣ୍ଡେଣ୍ଟ ସୁଜିତ କୁମାର ରାଉଳଙ୍କ ଗିରଫ ପରେ ବିଭିନ୍ନ ଘଟଣା ଏବେ ଲୋକ ଲୋଚନକୁ ଆସୁଛି। ଦୀର୍ଘ ଦିନ ଧରି ଶ୍ରୀ ରାଉଳଙ୍କୁ ବିଭାଗ ଘଣ୍ଟ ଘୋଡ଼ାଉଥିବା ବେଳେ କୋର୍ଟଙ୍କ ଠାରୁ ନିରାଶ ହେବା ପରେ ଏବେ…

ତିନିଘରିଆରେ ରକ୍ତଦାନ ଓ ନିଶୁଳ୍କ ଫିଜିଓ ଥେରାପି ଶିବିର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ତିନିଘରିଆରେ ରକ୍ତଦାନ ଓ ନିଶୁଳ୍କ ଫିଜିଓ ଥେରାପି ଶିବିର

ତିନିଘରିଆରେ ରକ୍ତଦାନ ଓ ନିଶୁଳ୍କ ଫିଜିଓ ଥେରାପି ଶିବିର #କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ ୫୧ ନମ୍ବର ୱାର୍ଡ ଅନ୍ତର୍ଗତ ତିନିଘରିଆ ଗ୍ରାମରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ ନିଶଳ୍କ ଫିଜିଓ ଥେରାପି ଶିବିର ଅନୁଷ୍ଠିତ ହୋଇଯାଇଛି। ଗୋପିନାଥ ଜୀଉ କ୍ଲବ ତରଫରୁ ସ୍ଥାନୀୟ ତିନିଘରିଆ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ "ରକ୍ତଦାନ ମହାପୁଣ୍ୟ' କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମଧୁପାଟଣା ଥାନା ଆଇଆଇସି ଚିତ୍ତରଞ୍ଜନ ରାଉତ ଯୋଗଦେଇ ରକ୍ତଦାନ ମହାପୂଣ୍ୟ…

ଚୌଦ୍ୱାର ଜେଲ ସୁପରିଣ୍ଟେଣ୍ଡେଣ୍ଟ ସୁଜିତ ରାଉଳ ଗିରଫ
ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଚୌଦ୍ୱାର ଜେଲ ସୁପରିଣ୍ଟେଣ୍ଡେଣ୍ଟ ସୁଜିତ ରାଉଳ ଗିରଫ

ଚୌଦ୍ୱାର ଜେଲ ସୁପରିଣ୍ଟେଣ୍ଡେଣ୍ଟ ସୁଜିତ ରାଉଳ ଗିରଫ #ଚୌଦ୍ୱାର (ଏନ୍‌.ଏମ୍‌.): ଗିରଫ ହେଲେ ଚୌଦ୍ୱାର ଜେଲ ସୁପରିଣ୍ଟେଣ୍ଡଣ୍ଟ ସୁଜିତ ରାଉଳ। ତାଙ୍କୁ ମିନିଟବୁକ ଜାଲିଆତି ଘଟଣାରେ ଗିରଫ କରାଯାଇଥିବା ଜଣାପଡ଼ିଛି। ଚୌଦ୍ୱାର ଜେଲରୁ କଏଦୀ ଫେରାର ଘଟଣାରେ ତାଙ୍କର ହାତଥିବା ନେଇ ଅଭିଯୋଗ ଉଠିଥିଲା।ଜେଲରେ ବିଭିନ୍ନ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବାନେଇ ରହିଥିଲା ଅଭିଯୋଗ ମଧ୍ୟ ରହିଛି। ତେବେ ଶ୍ରୀ ରାଉଳ ଗିରଫଦାରୀକୁ ଏଡାଇବା ପାଇଁ ସୁପ୍ରିମକୋର୍ଟରେ ଆଗୁଆ ଜାମିନ…

ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ଇମ୍ଫାକୁ ‘ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶଂସନୀୟ ପୁରସ୍କାର – ୨୦୨୬’
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ଇମ୍ଫାକୁ ‘ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶଂସନୀୟ ପୁରସ୍କାର – ୨୦୨୬’

ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ଇମ୍ଫାକୁ 'ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶଂସନୀୟ ପୁରସ୍କାର - ୨୦୨୬' #ଚୌଦ୍ୱାର (ଏନ୍‌.ଏମ୍‌.): ପ୍ରଗତିର ଅନ୍ୟନାମ ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ ଲିମିଟେଡ (ଇମ୍ଫା)। ଏହି ଶିଳ୍ପାନୁଷ୍ଠାନ ଶିଳ୍ପ କ୍ଷେତ୍ରରେ ଏକ ନୂତନ ଆଶା ସଞ୍ଚାର କରିଛି। ଏହି ଶିଳ୍ପ ଜରିଆରେ ରାଜ୍ୟ ଓ ଦେଶର ଆର୍ôଥକ ପ୍ରଗତି ହେଉଥିବାବେଳେ ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବେ ହଜାର ହଜାର ପରିବାର ମୁହଁରେ…

ଟେଟ୍ରାହେଡ୍ରନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ : ସେବକ ଆଶ୍ରମର ଉନ୍ନତି ପାଇଁ ୧ଲକ୍ଷଟଙ୍କା ସହାୟତା ଦେଲେ ତ୍ରିଦେବ ବେହେରା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଟେଟ୍ରାହେଡ୍ରନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ : ସେବକ ଆଶ୍ରମର ଉନ୍ନତି ପାଇଁ ୧ଲକ୍ଷଟଙ୍କା ସହାୟତା ଦେଲେ ତ୍ରିଦେବ ବେହେରା

ଟେଟ୍ରାହେଡ୍ରନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ସେବକ ଆଶ୍ରମର ଉନ୍ନତି ପାଇଁ ୧ଲକ୍ଷଟଙ୍କା ସହାୟତା ଦେଲେ ତ୍ରିଦେବ ବେହେରା #ଚୌଦ୍ୱାର(ଏନ୍‌.ଏମ୍‌.): ଦେଶବ୍ୟାପୀ ପାଳନ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମ ଦିବସ। ଦୃଢ଼ ନେତୃତ୍ୱ, ଦେଶପ୍ରେମ, ନିଷ୍ଠାପର ସେବା ଭାରତ ବିକାଶ ଯାତ୍ରାକୁ ନୂତନ ଦିଗ ଦେଇଛି। ତାଙ୍କର ୨୫ବର୍ଷର ନିସ୍ୱାର୍ଥପର ସେବା ସାରା ଦେଶବାସୀଙ୍କ ହୃଦୟକୁ ଜିତି ପାରିଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ସୁସ୍ଥ, ନିରାମୟ ଜୀବନ…