ବିରାଟ ଗାଦି ଶ୍ମଶାନ କାଳୀଙ୍କ ବାର୍ଷିକ ଉତ୍ସବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ବିରାଟ ଗାଦି ଶ୍ମଶାନ କାଳୀଙ୍କ ବାର୍ଷିକ ଉତ୍ସବ

ବିରାଟ ଗାଦି ଶ୍ମଶାନ କାଳୀଙ୍କ ବାର୍ଷିକ ଉତ୍ସବ ଚୌଦ୍ଵାର ( ଏନ୍ ଏମ୍) : ଚୌଦ୍ୱାର ଐତିହାସିକ ବିରାଟ ଗାଦି ସନ୍ନିକଟ ଶ୍ମଶାନ କାଳୀଙ୍କ ପୀଠରେ ପବିତ୍ର ଦୀପାବଳି ଉତ୍ସବ ଅନୁଷ୍ଠିତ ହେଉଛି। ପୀଠରେ ଆଜିଠୁ ତିନି ଦିନ ବ୍ୟାପୀ ମହା ପୂଜା ଓ ବାର୍ଷିକ ଉତ୍ସବ ଆରମ୍ଭ ହୋଇଛି। ଶନିବାର ଦିନ ମା'ଙ୍କ ପୀଠରେ ରାତ୍ରି ନିଶାର୍ଦ୍ଧ ଅନୁଷ୍ଠାନ ଓ ଅଧିବାସ ସହ ପୂଜାର ଶୁଭାରମ୍ଭ ହୋଇଯାଇଛି। ଏଥିପାଇଁ…

ଚୌଦ୍ଵାର ରୂପଯାତ୍ରା : ମେଢ଼ ମାନଙ୍କୁ ସମ୍ବର୍ଦ୍ଧିତ କଲେ ବିଜେପି ନେତା ସନ୍ତୋଷ ମହାନ୍ତି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଚୌଦ୍ଵାର ରୂପଯାତ୍ରା : ମେଢ଼ ମାନଙ୍କୁ ସମ୍ବର୍ଦ୍ଧିତ କଲେ ବିଜେପି ନେତା ସନ୍ତୋଷ ମହାନ୍ତି

ଚୌଦ୍ଵାର ରୂପଯାତ୍ରା : ମେଢ଼ ମାନଙ୍କୁ ସମ୍ବର୍ଦ୍ଧିତ କଲେ ବିଜେପି ନେତା ସନ୍ତୋଷ ମହାନ୍ତି  ଚୌଦ୍ୱାର(ଏନ୍ ଏମ୍): ସାମୁଦ୍ରିକ ଝଡ଼ ଅର୍ଣ୍ଣଵ ପ୍ରଭାବରେ ପାଗ ଅସ୍ୱାଭାଭିକା ଭାବରେ ପରିବର୍ତନ ହୋଇଛି। କଟକକୁ ବାତ୍ୟା ଆସିନଥିଲେ ମଧ୍ୟ ଦୁଇ ଦିନ ଧରି ଅବିରତ ବର୍ଷା ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଭାବିତ କରିଛି। ପବିତ୍ର କୁମାର ଉତ୍ସଵ ପାଇଁ ଚୌଦ୍ୱାର ରେ ରୂପଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ପ୍ରତିକୂଳ ପାଗ ଯାତ୍ରାର ମାହୋଲ କୁ…

ଚୌଦ୍ବାର ରୂପଯାତ୍ରା: ସୂଚନା କେନ୍ଦ୍ର ଉଦ୍ଘାଟିତ 
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଚୌଦ୍ବାର ରୂପଯାତ୍ରା: ସୂଚନା କେନ୍ଦ୍ର ଉଦ୍ଘାଟିତ 

ଚୌଦ୍ବାର ରୂପଯାତ୍ରା: ସୂଚନା କେନ୍ଦ୍ର ଉଦ୍ଘାଟିତ  ଚୌଦ୍ବାର(ଏନ୍. ଏମ୍): ପାଗର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଚୌଦ୍ବାରର ରୁପଯାତ୍ରା ଆଗେଇ ଚାଲିଛି।ସକାଳୁ ସକାଳୁ କିଛି ସମୟ ପାଇଁ ବର୍ଷା ହୋଇଯାଇଥିବା ବେଳେ ଦିନ ତମାମ ପାଗ କୋହଲା ରହିଥିଲା। ତଥାପି ଆସନ୍ତାକାଲି ରୂପଯାତ୍ରା ମେଲଣ ପଡ଼ିଆକୁ ମଣ୍ଡପରୁ ମେଢ଼ ଗୁଡ଼ିକ ଆସିବାକୁ ଥିବାବେଳେ ଆଜି ଚୌଦ୍ଵର କଟକ ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ପ୍ରଭାତ ରଞ୍ଜନ ବିଶ୍ୱାଳ ପୂଜା…

ସଂଜୀବନ ପୁସ୍ତକ ଉନ୍ମୋଚନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ସଂଜୀବନ ପୁସ୍ତକ ଉନ୍ମୋଚନ

ସଂଜୀବନ ପୁସ୍ତକ ଉନ୍ମୋଚନ ଚୌଦ୍ଵାର,(ଏନ.ଏମ): ସ୍ଥାନୀୟ ଆଶ୍ରିବାଦ ଭବନରେ ଆୟୋଜିତ ସଂଜିବନ ପତ୍ରିକାର ଉନ୍ମୋଚନ ଉସ୍କ୍ୟବରେ ମୁଖ୍ୟ ବକ୍ତା ଭାବେ ଉତ୍କଳ ସାହିତ୍ୟ ସମାଜ ସାଧାରଣ ସମ୍ପାଦକ ଆଇନଜୀବୀ ରାଜୀବ ଷଡ଼ଙ୍ଗୀ ଯୋଗ ଦେଇ ଚୌଦ୍ୱାର ଏକ ଐତିହାସିକ କିମ୍ବଦନ୍ତୀ ର ଅଞ୍ଚଳ ମହାନଦୀ ଓ ବିରୂପାର ସଂଯୋଗ ସ୍ଥଳୀ ରେ ଗଢ଼ି ଉଠିଛି ଏହି ଚୌଦ୍ଵାର ଯାହା କଳା, ସାହିତ୍ୟ ଓ ସଂସ୍କୃତି କୁ ସମୃଦ୍ଧ କରିପାରିଛି ।…

ପବିତ୍ର ଦୂର୍ଗା ପୂଜା ଅବସରରେ କନ୍ୟା ପୂଜନ ନୀତିକୁ ବଂଚାଇ ରଖିଛନ୍ତି ବିଜେପି ନେତା ସନ୍ତୋଷ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ପବିତ୍ର ଦୂର୍ଗା ପୂଜା ଅବସରରେ କନ୍ୟା ପୂଜନ ନୀତିକୁ ବଂଚାଇ ରଖିଛନ୍ତି ବିଜେପି ନେତା ସନ୍ତୋଷ

ପବିତ୍ର ଦୂର୍ଗା ପୂଜା ଅବସରରେ କନ୍ୟା ପୂଜନ ନୀତିକୁ ବଂଚାଇ ରଖିଛନ୍ତି ବିଜେପି ନେତା ସନ୍ତୋଷ @ଚୌଦ୍ୱାର(ଏନ୍‌.ଏମ୍‌.): ପୁରପଲ୍ଲୀ ଠାରୁ ସହର ବଜାର ପର୍ଯ୍ୟନ୍ତ ଏବେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନାରେ ଉଚ୍ଛୁଳି ପଡ଼ୁଛି ଗଗନ ପବନ । ବ୍ରାହ୍ମଣମାନଙ୍କ ମନ୍ତ୍ରଧ୍ୱନୀରେ ମୁଖରିତ ହୋଇପଡ଼ୁଛି ପୂଜାମଣ୍ଡପ । ଶରତର ସୁକୁମାରୀ ଶିଶିରର ସ୍ପର୍ଷରେ ମା’ ଆସିଛନ୍ତି ଧରାପୃଷ୍ଠକୁ । ଏହି ଅବସରରେ ପବିତ୍ର ତପ ଷଷ୍ଠୀ ଠାରୁ ଆରମ୍ଭ ହୋଇଛି ମା’ଙ୍କ…

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଐତିହାସିକ ରୂପଯାତ୍ରା ନେଇ ଚୌଦ୍ୱାର ଥାନା ପକ୍ଷରୁ ପ୍ରସ୍ତୁତି ବୈଠକ ଚୌଦ୍ୱାର(ଏନ୍‌.ଏମ୍‌.): ଐତିହାସିକ ଚୌଦ୍ୱାରରେ ଲକ୍ଷ୍ମୀପୂଜା ତଥା ରୂପଯାତ୍ରା ପାଇଁ ଚୌଦ୍ୱାର ଥାନା ପକ୍ଷରୁ ଚୁଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗାନ୍ଧୀଛକସ୍ଥିତ ଟାଉନହଲ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର ଥାନା ଅଧିକାରୀ ରଜନୀକାନ୍ତ ଦାସ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ଚୌଦ୍ୱାର ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଚୌଦ୍ୱାର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ଚୌଦ୍ୱାର ପୌରାଧିକାରୀ ସୌମ୍ୟରଞ୍ଜନ…

ଚୌଦ୍ଵାର କଟକ ପଣ୍ଡୁଆ ଠାରେ ଖୁଦୁରୁକୁଣୀ ମହୋତ୍ସବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ଚୌଦ୍ଵାର କଟକ ପଣ୍ଡୁଆ ଠାରେ ଖୁଦୁରୁକୁଣୀ ମହୋତ୍ସବ

ଚୌଦ୍ଵାର କଟକ ପଣ୍ଡୁଆ ଠାରେ ଖୁଦୁରୁକୁଣୀ ମହୋତ୍ସବ @ଚୌଦ୍ଵାର (ଏନ୍.ଏମ୍. ): ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନଖରା ଗ୍ରାମ ପଞ୍ଚାୟତ ସମେତ ଏହାର ଆଖ ପାଖ ପଞ୍ଚାୟତର ୧୦୦ରୁ ଉର୍ଦ୍ଧ୍ୱ ଭାଲୁକୁଣି କମିଟି ସଦସ୍ୟମାନଙ୍କୁୁ ନେଇ ସ୍ଥାନୀୟ ପଣ୍ଡୁଆ ମଠ ପ୍ରାଙ୍ଗଣରେ ଭାଲୁକୁଣୀ (ଖୁଦୁରୁକୁଣୀ) ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଜେପି ନେତା ସନ୍ତୋଷ କୁମାର ମହାନ୍ତି ପହଞ୍ଚିବା କ୍ଷଣି ହଜାର ହଜାର ଜନସାଧାରଣଙ୍କ ତାଙ୍କୁ…

ଚୌଦ୍ୱାରରେ ପ୍ରତିଷ୍ଠା ହେଲା ମା ବାସୁଳେଇ ଭାଗବତ ଟୁଙ୍ଗୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଚୌଦ୍ୱାରରେ ପ୍ରତିଷ୍ଠା ହେଲା ମା ବାସୁଳେଇ ଭାଗବତ ଟୁଙ୍ଗୀ

ଚୌଦ୍ୱାରରେ ପ୍ରତିଷ୍ଠା ହେଲା ମା ବାସୁଳେଇ ଭାଗବତ ଟୁଙ୍ଗୀ @ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ତଳ ବଜାର ସ୍ଥିତ ଭାଗବତ କୋଠ ଘର ପ୍ରାଙ୍ଗଣରେ ଏକ ନୂତନ ଭାବେ ଭାଗବତ ଟୁଙ୍ଗୀ ପ୍ରତିଷ୍ଠା ହୋଇଯାଇଛି।ଏହି ଅଞ୍ଚଳର ବହୁ ଭଗବତପ୍ରେମୀଙ୍କ ସହାୟତାରେ ମା ବାସୁଳେଇ ଭାଗବତ ଟୁଙ୍ଗୀ ପ୍ରତିଷ୍ଠା ହୋଇଥିବାବେଳେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଭାଗବତ ଟୁଙ୍ଗୀର ରାଜ୍ୟ ସଭାପତି ଲଙ୍ଗୁଳୀ ବାବା, ସିଦ୍ଧଗିରି ମଠ ମହନ୍ତ ବିଶ୍ୱନାଥ ଦାସ ମହାରାଜ, ଶିବାନନ୍ଦ ଆଶ୍ରମର…

ଚୌଦ୍ୱାର ଜୟନ୍ତୀନଗରରେ ପାଳନ ହେଲା ଭାଗବତ ଜନ୍ମ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଚୌଦ୍ୱାର ଜୟନ୍ତୀନଗରରେ ପାଳନ ହେଲା ଭାଗବତ ଜନ୍ମ

ଚୌଦ୍ୱାର ଜୟନ୍ତୀନଗରରେ ପାଳନ ହେଲା ଭାଗବତ ଜନ୍ମ @ ଚୌଦ୍ୱାର(ଏନ୍‌.ଏମ୍‌.): ପବିତ୍ର ଇନ୍ଦୁ ପୂର୍ଣ୍ଣିମା ଅବସରରେ ପ୍ରତ୍ୟେକ ଓଡ଼ିଆ ଘରେ ପାଳିତ ହେଉଛି ପବିତ୍ର ଭାଗବତ ଜନ୍ମ ଉତ୍ସବ। ଏହି ଅବସରରେ ଚୌଦ୍ୱାର ପୌରାଞ୍ଚଳର ୮ନମ୍ବର ୱାର୍ଡ଼ ଜୟନ୍ତୀ ନଗର ଠାରେ ଭାଗବତ ଜନ୍ମ ଉତ୍ସବ ଯଥାବିଧି ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ଶ୍ରୀମଦ ଭାଗବତ ପୂଜନ ଓ ପାଠ କରାଯାଇଥିଲା। ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି ଶ୍ରୀ ଶ୍ରୀ ଭାଗବତ…

ଜଗତପୁର ତେଲିସାହି ଠାରେ ଶ୍ରୀମଦ ଭାଗବତ ପାରାୟଣ
Slider ପପୁଲାର ନିଓଜ ମନୋରଞ୍ଜନ ରାଜ୍ୟ

ଜଗତପୁର ତେଲିସାହି ଠାରେ ଶ୍ରୀମଦ ଭାଗବତ ପାରାୟଣ

ଜଗତପୁର ତେଲିସାହି ଠାରେ ଶ୍ରୀମଦ ଭାଗବତ ପାରାୟଣ @ଚୌଦ୍ୱାର(ଏନ୍‌.ଏମ୍‌.): ସ୍ଥାନୀୟ ଜଗତପୁର ସ୍ଥିତ ତେଲି ସାହି ଠାରେ ଶ୍ରୀମଦ ଭାଗବତ ପାରାୟଣ ଓ ନାମ ଯଜ୍ଞ ଉଦ୍‌ଯାପିତ ହୋଇଯାଇଛି। ଶ୍ରୀଶ୍ରୀ ରଘୁନାଥ ଜୀଉ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ଗତ ୨୦ତାରିଖ ଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ଆସନ୍ତା ଆଜି ଏହାର ପୂର୍ଣ୍ଣାହୁତି ହୋଇଛି। ଏହି ଅବସରରେ ପ୍ରତ୍ୟେକ ଦିନ ନାମ ଯଜ୍ଞ ଓ ପାରାୟଣ ହେବା ସହିତ…

ସୁନିଆଁ ତିଥିରେ ଶାରଦୀୟ ମୃଣ୍ମୟୀ ମୂର୍ତ୍ତି ପାଇଁ ମାଟି ଅନୁକୂଳ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ସୁନିଆଁ ତିଥିରେ ଶାରଦୀୟ ମୃଣ୍ମୟୀ ମୂର୍ତ୍ତି ପାଇଁ ମାଟି ଅନୁକୂଳ

ସୁନିଆଁ ତିଥିରେ ଶାରଦୀୟ ମୃଣ୍ମୟୀ ମୂର୍ତ୍ତି ପାଇଁ ମାଟି ଅନୁକୂଳ @ଚୌଦ୍ୱାର(ଏନ୍‌.ଏମ୍‌.): ପବିତ୍ର ସୁନିଆ। ଏହି ଅବସରରେ ଶାରଦୀୟ ଉତ୍ସବ ପାଇଁ ମା’ ଦୁର୍ଗାଙ୍କ ସହିତ ବିଭିନ୍ନ ମୂଣ୍ମୟୀ ମୂର୍ତ୍ତି ନିମନ୍ତେ ଦ୍ୱିତୀୟ ପର୍ଯ୍ୟାୟ ମାଟି ଅନୁକୂଳ ହୋଇଯାଇଛି। ପବିତ୍ର ଜନ୍ମାଷ୍ଟମୀ ପରଦିନ ନନ୍ଦଉତ୍ସବ ଅବସରରେ କିଛି ମଣ୍ଡପ ପାଇଁ ମାଟି ଅନୁକୂଳ ହୋଇଥିବାବେଳେ ଆଉ କିଛି ମଣ୍ଡପ ପାଇଁ ସୁନିଆଁ ତିଥିରେ ଦ୍ୱିତୀୟ ପର୍ଯ୍ୟାୟ ମାଟି ଅନୁକୂଳ ହୋଇଥିବା…

ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ନୂଆଖାଇ ପର୍ବ
ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ନୂଆଖାଇ ପର୍ବ

ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ନୂଆଖାଇ ପର୍ବ ଚୌଦ୍ୱାର(ଏନ୍‌.ଏମ୍‌.): ଚଳିତ ବର୍ଷର ନୂଆ ଅମଳ ଫସଲ ପୂଜାକରି ଖାଇବାର ଅନ୍ୟନାମ ନୂଆଖାଇ ପର୍ବ। ଏହି ନୂଆଖାଇ ପ୍ରଶ୍ଚିମ ଓଡ଼ିଶାର ଏକ ଆନନ୍ଦ ଉଲ୍ଲାସର ପର୍ବ ହୋଇଥିଲେ ମଧ୍ୟ ଏବେ ସାରା ରାଜ୍ୟରେ ପାଳନ କରାଯାଉଛି। ଏହି ପରିପେକ୍ଷରୀରେ ସ୍ଥାନୀୟ ଚୌଦ୍ୱାର ହିଙ୍ଗୁଲାଇ ରୋଡ ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପରିସରରେ ଓଡିଶାର ଅନ୍ୟଏକ ଗଣପର୍ବ ନୂଆଖାଇ ବେଶ ଆନନ୍ଦ ଉଲ୍ଲାସରର ସହ…

ପାଲା ଗାୟକ ବୀରବର ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି
ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ପାଲା ଗାୟକ ବୀରବର ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ପାଲା ଗାୟକ ବୀରବର ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି #ଚୌଦ୍ୱାର (ଏନ୍‌.ଏମ୍‌.): ପାଲା ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଜୀବନବ୍ୟାପୀ ସାଧନା କରୁଥିବା ବିଶିଷ୍ଟ ପାଲା ଗାୟକ ବୀରବର ପାତ୍ର ଆଉ ନାହାନ୍ତି। ନିରବୀ ଯାଇଛି ତାଙ୍କର ସୁଲଳିତ କଣ୍ଠର ବିଭିନ୍ନ ପୁରାଣ ଶାସ୍ତ୍ରର ଉପମା ଆଉ ଅଳଙ୍କାର। ସେ ପାଲଟି ଯାଇଛନ୍ତି ଅଫେରା ପଥର ପଥିକ। ତେବେ ସ୍ୱର୍ଗତ ପାତ୍ର ପାଲା ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ନିରନ୍ତର କାର୍ଯ୍ୟକରି ରାଜ୍ୟପାଳଙ୍କ…

୨୭ତମ ଭାରତ ପ୍ରତିଭା ସମ୍ମାନ: ଡକ୍ଟର ଅଚ୍ୟୁତ ସାମନ୍ତ ପାଇବେ ଭାରତ ଗୌରବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

୨୭ତମ ଭାରତ ପ୍ରତିଭା ସମ୍ମାନ: ଡକ୍ଟର ଅଚ୍ୟୁତ ସାମନ୍ତ ପାଇବେ ଭାରତ ଗୌରବ

୨୭ତମ ଭାରତ ପ୍ରତିଭା ସମ୍ମାନ: ଡକ୍ଟର ଅଚ୍ୟୁତ ସାମନ୍ତ ପାଇବେ ଭାରତ ଗୌରବ #କଟକ(ଏନ୍‌.ଏମ୍‌.): ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଭାରତ ମସଲା ପକ୍ଷରୁ ପୂଜ୍ୟପୂଜାର ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖି ୨୭ତମ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲାର ପ୍ରତିଷ୍ଠା ଦିବସ ଆସନ୍ତା ସେପ୍ଟେମ୍ବର ୧୪ତାରିଖ ପଚିତ୍ର ଗଣେଶ ପୂଜା ଅବସରରେ ସ୍ଥାନୀୟ ସହିଦ ଭବନ ପରିସରରେ ଅନୁଷ୍ଠିତ ହେବ। ଏହି ଅବସରରେ ଦେଶର ବିଭିନ୍ନ କ୍ଷେତ୍ରରେ…

ଟେଟ୍ରାହେଡ୍ରନ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନରେ ଗୁରୁପୂଜନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଟେଟ୍ରାହେଡ୍ରନ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନରେ ଗୁରୁପୂଜନ

ଟେଟ୍ରାହେଡ୍ରନ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନରେ ଗୁରୁପୂଜନ ଚୌଦ୍ୱାର (ଏନ୍‌.ଏମ୍‌.): ଗୁରୁଙ୍କ ଆର୍ଶିବାଦ ମିଳିଲେ ଜୀବନର ଚଲାପଥ କୁସୁମିତ ହୋଇ ପଡେ। ଗୁରୁଙ୍କ ଆଦେଶ ପାଳନ କଲେ ସଂସାରରେ ଯଶ ମିଳିଥାଏ ବୋଲି ଓଡ଼ିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଟେଟ୍ରାହେଡ୍ରନ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନରେ ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ। ସ୍ଥାନୀୟ ଟାଙ୍ଗୀ ସ୍ଥତ ଟେଟ୍ରାହେଡେନର ନୂଆ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଟେଟ୍ରାହେଡ୍ରନ କଲେଜ ଅଧ୍ୟକ୍ଷ ତ୍ରିଦେବ…

ଚୌଦ୍ୱାର ଆମ୍ବିସନ କ୍ଲବରେ ମେଗା ରକ୍ତଦାନ ଶିବିର
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ଚୌଦ୍ୱାର ଆମ୍ବିସନ କ୍ଲବରେ ମେଗା ରକ୍ତଦାନ ଶିବିର

ଚୌଦ୍ୱାର ଆମ୍ବିସନ କ୍ଲବରେ ମେଗା ରକ୍ତଦାନ ଶିବିର ଚୌଦ୍ୱାର (ଏନ୍‌.ଏମ୍‌.): ଚୌଦ୍ୱାର ସ୍ଥିତ ମା’ ବିରଜା କ୍ରିକେଟ କ୍ଲବ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ସ୍ଥାନୀୟ ଓଟିଏମ କଲୋନୀସ୍ଥିତ ଆମ୍ବିସନ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରେଡକ୍ରସର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଏହି ରକ୍ତଦାନ ଶିବିର ପରିଚାଳନା କରାଯାଇଥିଲା। ଏହି ଶିବିରରେ ମୋଟ ୫୫ୟୁନିଟ ରକ୍ତ ସଂଗ୍ରହ ହୋଇଛି। ରକ୍ତଦାନ ଶିବିରକୁ କ୍ରିକେଟ କ୍ଲବର କର୍ମକର୍ତ୍ତାଙ୍କ ସହିତ ଟେଟ୍ରାହେଡନ…

ଆଉ ଶୁଭିବନି ସଂଗୀତର ମଧୁର ମୁର୍ଚ୍ଛନା: ଆଉ ନାହାନ୍ତି ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଆଉ ଶୁଭିବନି ସଂଗୀତର ମଧୁର ମୁର୍ଚ୍ଛନା: ଆଉ ନାହାନ୍ତି ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ

ଆଉ ଶୁଭିବନି ସଂଗୀତର ମଧୁର ମୁର୍ଚ୍ଛନା: ଆଉ ନାହାନ୍ତି ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ #ଭୁବନେଶ୍ୱର(ଏନ୍‌.ଏମ୍‌.): ଆଉ ଶୁଭିବନି ସଂଗୀତର ମଧୁର ମୁର୍ଚ୍ଛନା, ଯାହାର ଦେଖ ଉଡ଼ୁଛି ବାନା ନୀଳ ଚକ୍ରରୁ ଅନା ଭଳି ଗୀତର ଗାୟିକା ତଥା ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କର ଦେହାନ୍ତ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଛି । ମିଳିଥିବା ସୂଚନା ମୁତାବକ ଦୀର୍ଘଦିନ ଧରି…

ଓଡ଼ିଶା ମାଟିର ସୁନା ଝିଅ ପିହୁ, ଅସାଧାରଣ ଦକ୍ଷତାରେ ହାସଲ କଲା ‘ଇଣ୍ଡିଆ ବୁକ ଅଫ ରେକର୍ଡସ’
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଓଡ଼ିଶା ମାଟିର ସୁନା ଝିଅ ପିହୁ, ଅସାଧାରଣ ଦକ୍ଷତାରେ ହାସଲ କଲା ‘ଇଣ୍ଡିଆ ବୁକ ଅଫ ରେକର୍ଡସ’

ଓଡ଼ିଶା ମାଟିର ସୁନା ଝିଅ ପିହୁ, ଅସାଧାରଣ ଦକ୍ଷତାରେ ହାସଲ କଲା ‘ଇଣ୍ଡିଆ ବୁକ ଅଫ ରେକର୍ଡସ’ #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଶିଖରପୁର ଅଞ୍ଚଳ ଉପର ସାହି ବାସିନ୍ଦା ତଥା ସିଏମସି ଅବସରପ୍ରାପ୍ତ କର୍ମଚାରୀ ଦୟାନିଧି ପାତ୍ର ଏବଂ ଧର୍ମପତ୍ନୀ ଜ୍ୟୋତ୍ସ୍ନା ପାତ୍ରଙ୍କ ଜ୍ୟେଷ୍ଠ ପୁତ୍ର ପ୍ରଦୀପ୍ତ ପାତ୍ର ଓ କୁଳବଧୂ ଯାଜ୍ଞସେନୀ ପଟ୍ଟନାୟକଙ୍କ ଏକ ମାତ୍ର ଝିଅ ପ୍ରିୟାନ୍ସି ପାତ୍ର (ପିହୁ) ଯାହାର ବୟସ ୨ ବର୍ଷ ୫ ମାସ…

ବିଜେଡିରୁ ଇସ୍ତଫାଦେଲେ ଷ୍ଟାର କ୍ୟାମ୍ପେନର ଅରିନ୍ଦମ ରାୟ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ବିଜେଡିରୁ ଇସ୍ତଫାଦେଲେ ଷ୍ଟାର କ୍ୟାମ୍ପେନର ଅରିନ୍ଦମ ରାୟ

ବିଜେଡିରୁ ଇସ୍ତଫାଦେଲେ ଷ୍ଟାର କ୍ୟାମ୍ପେନର ଅରିନ୍ଦମ ରାୟ, ଯୋଗ ଦେଲେ ବିଜେପିରେ #କଟକ(ଏନ୍‌.ଏମ୍‌.): ସାଧାରଣ ନିର୍ବାଚନ ନିମନ୍ତେ ଆଚରଣ ବିଧି ଲାଗୁ ହେବାର କେଇ ଘଣ୍ଟା ପୂର୍ବରୁ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ଭିଣୋଇ ତଥା ଅଭିନେତା ଅରିନ୍ଦମ ରାୟ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେ ଦଳର ସାଧାରଣ ସଂପାଦକ ପଦ ସହିତ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର…

ପବିତ୍ର ମହାଶିବରାତ୍ରି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ପବିତ୍ର ମହାଶିବରାତ୍ରି

ପବିତ୍ର ମହାଶିବରାତ୍ରି ଆଜି ପବିତ୍ର ମହାଶିବରାତ୍ରୀ । ଫଗୁଣ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ ଶିବରାତ୍ରୀ । ଜାଗର ଜାଳି ଉପବାସ ରହୁଥିବାରୁ ଏହାକୁ ଜାଗର ବୋଲି କୁହାଯାଏ । ଶିବ... ଏହି ଶବ୍ଦର ଅର୍ଥ ହେଉଛି ମଙ୍ଗଳ । ସେ ଶାଶ୍ୱତ, ଚିରନ୍ତନ, ସତାତନ, ସର୍ବଜ୍ଞ, ସତ୍ୟ, ସୁନ୍ଦର ଏବଂ ସକଳ ବେଦ ସ୍ୱରୂପ । ସେ ଆଶୁବର ପ୍ରଦାନକାରୀ ଆଶୁତୋଷ ଏବଂ ଅକାଳମୃତ୍ୟୁ ହରଣକାରୀ…