ତିନିଘରିଆରେ ରକ୍ତଦାନ ଓ ନିଶୁଳ୍କ ଫିଜିଓ ଥେରାପି ଶିବିର
ତିନିଘରିଆରେ ରକ୍ତଦାନ ଓ ନିଶୁଳ୍କ ଫିଜିଓ ଥେରାପି ଶିବିର #କଟକ(ଏନ୍.ଏମ୍.): କଟକ ମହାନଗର ନିଗମ ୫୧ ନମ୍ବର ୱାର୍ଡ ଅନ୍ତର୍ଗତ ତିନିଘରିଆ ଗ୍ରାମରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ ନିଶଳ୍କ ଫିଜିଓ ଥେରାପି ଶିବିର ଅନୁଷ୍ଠିତ ହୋଇଯାଇଛି। ଗୋପିନାଥ ଜୀଉ କ୍ଲବ ତରଫରୁ ସ୍ଥାନୀୟ ତିନିଘରିଆ ଉଚ୍ଚପ୍ରାଥମିକ ବିଦ୍ୟାଳୟ…




















