ଚୌଦ୍ୱାରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଚୌଦ୍ୱାରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ଚୌଦ୍ୱାରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ @ଚୌଦ୍ୱାର(ଏନ୍‌.ଏମ୍‌.): ଆଜି ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ। ୧୮୬୯ ମସିହା ଆଜିର ଦିନରେ ଜାତୀର ପିତା ମହାତ୍ମାଗାନ୍ଧୀ ଜନ୍ମଗ୍ରହଣ କରିଥିଲେ। ସେହିଭଳି ୧୯୦୪ ମସିହା ଆଜିର ତାରିଖରେ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାନ୍ତ୍ରୀ ମଧ୍ୟ ଜନ୍ମଗ୍ରହଣ କରିଥିଲେ। ତେଣୁ ଆଜିର ଦିନକୁ ଅଂହିସାର ଦିନ ଭାବେ ଗ୍ରହଣ କରାଯାଏ। ଏହି ଅବସରରେ ଚୌଦ୍ୱାର ହିଙ୍ଗୁଳାଇ ରୋଡ ସ୍ଥିତ ବିବେକାନନ୍ଦ ଶିକ୍ଷା…