ବିରାଟ ଗାଦି ଶ୍ମଶାନ କାଳୀଙ୍କ ବାର୍ଷିକ ଉତ୍ସବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ବିରାଟ ଗାଦି ଶ୍ମଶାନ କାଳୀଙ୍କ ବାର୍ଷିକ ଉତ୍ସବ

ବିରାଟ ଗାଦି ଶ୍ମଶାନ କାଳୀଙ୍କ ବାର୍ଷିକ ଉତ୍ସବ ଚୌଦ୍ଵାର ( ଏନ୍ ଏମ୍) : ଚୌଦ୍ୱାର ଐତିହାସିକ ବିରାଟ ଗାଦି ସନ୍ନିକଟ ଶ୍ମଶାନ କାଳୀଙ୍କ ପୀଠରେ ପବିତ୍ର ଦୀପାବଳି ଉତ୍ସବ ଅନୁଷ୍ଠିତ ହେଉଛି। ପୀଠରେ ଆଜିଠୁ ତିନି ଦିନ ବ୍ୟାପୀ ମହା ପୂଜା ଓ ବାର୍ଷିକ ଉତ୍ସବ ଆରମ୍ଭ ହୋଇଛି। ଶନିବାର ଦିନ ମା'ଙ୍କ ପୀଠରେ ରାତ୍ରି ନିଶାର୍ଦ୍ଧ ଅନୁଷ୍ଠାନ ଓ ଅଧିବାସ ସହ ପୂଜାର ଶୁଭାରମ୍ଭ ହୋଇଯାଇଛି। ଏଥିପାଇଁ…

ବସ୍ତିବାସୀଙ୍କ ସହ ଜନସମ୍ପର୍କ କାର୍ଯ୍ୟକ୍ରମରେ ଯୋଗଦେଲେ ବିଜେପି ନେତା ସନ୍ତୋଷ ମହାନ୍ତି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବସ୍ତିବାସୀଙ୍କ ସହ ଜନସମ୍ପର୍କ କାର୍ଯ୍ୟକ୍ରମରେ ଯୋଗଦେଲେ ବିଜେପି ନେତା ସନ୍ତୋଷ ମହାନ୍ତି

ବସ୍ତିବାସୀଙ୍କ ସହ ଜନସମ୍ପର୍କ କାର୍ଯ୍ୟକ୍ରମରେ ଯୋଗଦେଲେ ବିଜେପି ନେତା ସନ୍ତୋଷ ମହାନ୍ତି କଟକ (ଏନ୍ ଏମ୍): ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମାଲଗୋଦାମର ବେହେରାସାହି ବସ୍ତି, ତେଲୁଗୁ ବସ୍ତି ଓ ହରିଜନ ବସ୍ତିରେ ବିଜେପି ନେତା ସନ୍ତୋଷ ମହାନ୍ତିଙ୍କ ପକ୍ଷରୁ 'ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ' ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ସଂଖ୍ୟାରେ ଯୁବକ ଓ ମହିଳା ଯୋଗଦେଇ ଗଣତନ୍ତ୍ର, ଶାସନ ବ୍ୟବସ୍ଥା ଏବଂ ସରକାରଙ୍କ…

ରୋଟାରୀ ଅଭିନବ ପକ୍ଷରୁ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ରୋଟାରୀ ଅଭିନବ ପକ୍ଷରୁ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ରୋଟାରୀ ଅଭିନବ ପକ୍ଷରୁ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା @କଟକ(ଏନ.ଏମ୍): ଗୁରୁ ହିଁ ଜୀବନର ପଥ ପ୍ରଦର୍ଶକ।ଗୁରୁ କେବଳ ଶିକ୍ଷା ଦେଇନଥାନ୍ତି ବରଂ ଶୈକ୍ଷିକ, ଚାରିତ୍ରିକ ଓ ବୈଦ୍ଧିକ ବିକାଶ ପାଇଁ ମାର୍ଗ ଉନ୍ମୁକ୍ତ କରିଥାନ୍ତି। ତେଣୁ ମାନବ ଭିତରେ ମାନବିକତା ଗଠନ ଶ୍ରେୟ ଗୁରୁଙ୍କ ଠାରେ ରହିଛି ବୋଲି ସ୍ଥାନୀୟ ସିଡିଏ ସେକ୍ଟର ୬ ସ୍ଥିତ ଟାସ୍କବାର ଆସୋସେଶନ ପ୍ରେକ୍ଷାଳୟ ପରିସରରେ ରୋଟାରୀ କ୍ଲବ୍ ଅଫ୍ କଟକ ଅଭିନବ ପକ୍ଷରୁ ଆୟୋଜିତ…

ଅବକାରୀ ବିଭାଗର ଚଢ଼ାଉ ଦେଶୀ ମଦ ଜବତ, ୩ ଗିରଫ 
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଅବକାରୀ ବିଭାଗର ଚଢ଼ାଉ ଦେଶୀ ମଦ ଜବତ, ୩ ଗିରଫ 

ଅବକାରୀ ବିଭାଗର ଚଢ଼ାଉ ଦେଶୀ ମଦ ଜବତ, ୩ ଗିରଫ  ଚୌଦ୍ୱାର (ଏନ୍ଏମ୍): ଚୌଦ୍ୱାର ଥାନା ଅଞ୍ଚଳରେ କଟକ ଅବକାରୀ ମୋବାଇଲ ୟୁନିଟ ପକ୍ଷରୁ ବୁଧବାର ତିନୋଟି ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି। ଏଥିରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ସୂଚନା ଅନୁଯାୟୀ, ଚାରିଘରିଆ ନର୍ସିଂକଲେଜ ନିକଟରୁ ରାହୁଲ କୁମାର ମଲ୍ଲିକ (୧୯) ଓଟିଏମ୍ କଲୋନୀ ଅଞ୍ଚଳରୁ ଆଶିଷ ମଲ୍ଲିକ (୨୭)ଏବଂ ମୁଣ୍ଡମାଳ…

ଚୌଦ୍ଵାର ରୂପଯାତ୍ରା : ମେଢ଼ ମାନଙ୍କୁ ସମ୍ବର୍ଦ୍ଧିତ କଲେ ବିଜେପି ନେତା ସନ୍ତୋଷ ମହାନ୍ତି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଚୌଦ୍ଵାର ରୂପଯାତ୍ରା : ମେଢ଼ ମାନଙ୍କୁ ସମ୍ବର୍ଦ୍ଧିତ କଲେ ବିଜେପି ନେତା ସନ୍ତୋଷ ମହାନ୍ତି

ଚୌଦ୍ଵାର ରୂପଯାତ୍ରା : ମେଢ଼ ମାନଙ୍କୁ ସମ୍ବର୍ଦ୍ଧିତ କଲେ ବିଜେପି ନେତା ସନ୍ତୋଷ ମହାନ୍ତି  ଚୌଦ୍ୱାର(ଏନ୍ ଏମ୍): ସାମୁଦ୍ରିକ ଝଡ଼ ଅର୍ଣ୍ଣଵ ପ୍ରଭାବରେ ପାଗ ଅସ୍ୱାଭାଭିକା ଭାବରେ ପରିବର୍ତନ ହୋଇଛି। କଟକକୁ ବାତ୍ୟା ଆସିନଥିଲେ ମଧ୍ୟ ଦୁଇ ଦିନ ଧରି ଅବିରତ ବର୍ଷା ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଭାବିତ କରିଛି। ପବିତ୍ର କୁମାର ଉତ୍ସଵ ପାଇଁ ଚୌଦ୍ୱାର ରେ ରୂପଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ପ୍ରତିକୂଳ ପାଗ ଯାତ୍ରାର ମାହୋଲ କୁ…

ଚୌଦ୍ବାର ରୂପଯାତ୍ରା: ସୂଚନା କେନ୍ଦ୍ର ଉଦ୍ଘାଟିତ 
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଚୌଦ୍ବାର ରୂପଯାତ୍ରା: ସୂଚନା କେନ୍ଦ୍ର ଉଦ୍ଘାଟିତ 

ଚୌଦ୍ବାର ରୂପଯାତ୍ରା: ସୂଚନା କେନ୍ଦ୍ର ଉଦ୍ଘାଟିତ  ଚୌଦ୍ବାର(ଏନ୍. ଏମ୍): ପାଗର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଚୌଦ୍ବାରର ରୁପଯାତ୍ରା ଆଗେଇ ଚାଲିଛି।ସକାଳୁ ସକାଳୁ କିଛି ସମୟ ପାଇଁ ବର୍ଷା ହୋଇଯାଇଥିବା ବେଳେ ଦିନ ତମାମ ପାଗ କୋହଲା ରହିଥିଲା। ତଥାପି ଆସନ୍ତାକାଲି ରୂପଯାତ୍ରା ମେଲଣ ପଡ଼ିଆକୁ ମଣ୍ଡପରୁ ମେଢ଼ ଗୁଡ଼ିକ ଆସିବାକୁ ଥିବାବେଳେ ଆଜି ଚୌଦ୍ଵର କଟକ ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ପ୍ରଭାତ ରଞ୍ଜନ ବିଶ୍ୱାଳ ପୂଜା…

ସଂଜୀବନ ପୁସ୍ତକ ଉନ୍ମୋଚନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ସଂଜୀବନ ପୁସ୍ତକ ଉନ୍ମୋଚନ

ସଂଜୀବନ ପୁସ୍ତକ ଉନ୍ମୋଚନ ଚୌଦ୍ଵାର,(ଏନ.ଏମ): ସ୍ଥାନୀୟ ଆଶ୍ରିବାଦ ଭବନରେ ଆୟୋଜିତ ସଂଜିବନ ପତ୍ରିକାର ଉନ୍ମୋଚନ ଉସ୍କ୍ୟବରେ ମୁଖ୍ୟ ବକ୍ତା ଭାବେ ଉତ୍କଳ ସାହିତ୍ୟ ସମାଜ ସାଧାରଣ ସମ୍ପାଦକ ଆଇନଜୀବୀ ରାଜୀବ ଷଡ଼ଙ୍ଗୀ ଯୋଗ ଦେଇ ଚୌଦ୍ୱାର ଏକ ଐତିହାସିକ କିମ୍ବଦନ୍ତୀ ର ଅଞ୍ଚଳ ମହାନଦୀ ଓ ବିରୂପାର ସଂଯୋଗ ସ୍ଥଳୀ ରେ ଗଢ଼ି ଉଠିଛି ଏହି ଚୌଦ୍ଵାର ଯାହା କଳା, ସାହିତ୍ୟ ଓ ସଂସ୍କୃତି କୁ ସମୃଦ୍ଧ କରିପାରିଛି ।…

ଅବ୍ୟବସ୍ଥାରେ ରହିଛି ପଞ୍ଚାୟତରୁ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଅବ୍ୟବସ୍ଥାରେ ରହିଛି ପଞ୍ଚାୟତରୁ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତା

ଅବ୍ୟବସ୍ଥାରେ ରହିଛି ପଞ୍ଚାୟତରୁ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତା @ଚୌଦ୍ୱାର(ଏନ୍‌.ଏମ୍‌.): କଟକ ଜିଲ୍ଲାର ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ କୟଳପଡ଼ା ଗ୍ରାମ ପଞ୍ଚାୟତରେ ଗ୍ରାମୀଣ ବିକାଶ (ଆରଡି)ବିଭାଗ ରାସ୍ତା ମରଣଯନ୍ତା ପାଲଟିଥିବାବେଳେ ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡ଼ୁନାହିଁ। ତେବେ ବିଭାଗୀୟ ଅବହେଳା ପାଇଁ ଏହି ପଞ୍ଚାୟତର ହଜାର ହଜାର ଜନସାଧାରଣ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ଅଞ୍ଚଳବାସୀ ବାରମ୍ବାର ଦାବି ଉଠାଇ ଆସୁଥିଲେ ମଧ୍ୟ…

ପବିତ୍ର ଦୂର୍ଗା ପୂଜା ଅବସରରେ କନ୍ୟା ପୂଜନ ନୀତିକୁ ବଂଚାଇ ରଖିଛନ୍ତି ବିଜେପି ନେତା ସନ୍ତୋଷ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ପବିତ୍ର ଦୂର୍ଗା ପୂଜା ଅବସରରେ କନ୍ୟା ପୂଜନ ନୀତିକୁ ବଂଚାଇ ରଖିଛନ୍ତି ବିଜେପି ନେତା ସନ୍ତୋଷ

ପବିତ୍ର ଦୂର୍ଗା ପୂଜା ଅବସରରେ କନ୍ୟା ପୂଜନ ନୀତିକୁ ବଂଚାଇ ରଖିଛନ୍ତି ବିଜେପି ନେତା ସନ୍ତୋଷ @ଚୌଦ୍ୱାର(ଏନ୍‌.ଏମ୍‌.): ପୁରପଲ୍ଲୀ ଠାରୁ ସହର ବଜାର ପର୍ଯ୍ୟନ୍ତ ଏବେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନାରେ ଉଚ୍ଛୁଳି ପଡ଼ୁଛି ଗଗନ ପବନ । ବ୍ରାହ୍ମଣମାନଙ୍କ ମନ୍ତ୍ରଧ୍ୱନୀରେ ମୁଖରିତ ହୋଇପଡ଼ୁଛି ପୂଜାମଣ୍ଡପ । ଶରତର ସୁକୁମାରୀ ଶିଶିରର ସ୍ପର୍ଷରେ ମା’ ଆସିଛନ୍ତି ଧରାପୃଷ୍ଠକୁ । ଏହି ଅବସରରେ ପବିତ୍ର ତପ ଷଷ୍ଠୀ ଠାରୁ ଆରମ୍ଭ ହୋଇଛି ମା’ଙ୍କ…

ଚୌଦ୍ବାର ଛାତ୍ର ସଂସଦ ନିର୍ବାଚନରେ ଜିତିଲା ବିସିଜେଡି 
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଚୌଦ୍ବାର ଛାତ୍ର ସଂସଦ ନିର୍ବାଚନରେ ଜିତିଲା ବିସିଜେଡି 

ଚୌଦ୍ବାର ଛାତ୍ର ସଂସଦ ନିର୍ବାଚନରେ ଜିତିଲା ବିସିଜେଡି  @ଚୌଦ୍ବାର(ଏନ.ଏମ୍): ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଛି ଚୌଦ୍ବାର ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ।ଏହି ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ ବାଜିମାତ୍ କରିଛି। ତୃତୀୟ ସ୍ଥାନୀୟ ଶ୍ରମିକ ସଂଗଠନ ରହିଥିବା ବେଳେ ଏବିଭିପି ଦ୍ଵିତୀୟ ସ୍ଥାନରେ ରହିଛି। ଏହି ନିର୍ବାଚନରେ ପ୍ରେସିଡେଣ୍ଟ ଭାବେ କେ ବି ସ୍ୱାତିସୋମାଲିନି ସ୍ୱାଇଁ ୪୨୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି।ସେହିଭଳି ସାଧାରଣ ସଂପାଦକ…

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଐତିହାସିକ ରୂପଯାତ୍ରା ନେଇ ଚୌଦ୍ୱାର ଥାନା ପକ୍ଷରୁ ପ୍ରସ୍ତୁତି ବୈଠକ ଚୌଦ୍ୱାର(ଏନ୍‌.ଏମ୍‌.): ଐତିହାସିକ ଚୌଦ୍ୱାରରେ ଲକ୍ଷ୍ମୀପୂଜା ତଥା ରୂପଯାତ୍ରା ପାଇଁ ଚୌଦ୍ୱାର ଥାନା ପକ୍ଷରୁ ଚୁଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗାନ୍ଧୀଛକସ୍ଥିତ ଟାଉନହଲ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର ଥାନା ଅଧିକାରୀ ରଜନୀକାନ୍ତ ଦାସ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ଚୌଦ୍ୱାର ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଚୌଦ୍ୱାର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ଚୌଦ୍ୱାର ପୌରାଧିକାରୀ ସୌମ୍ୟରଞ୍ଜନ…

ଚୌଦ୍ୱାର ଛାତ୍ରସଂସଦ ନିର୍ବାଚନ: ଜମୁଛି ଏବିଭିପିର ସମର୍ଥନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଚୌଦ୍ୱାର ଛାତ୍ରସଂସଦ ନିର୍ବାଚନ: ଜମୁଛି ଏବିଭିପିର ସମର୍ଥନ

ଚୌଦ୍ୱାର ଛାତ୍ରସଂସଦ ନିର୍ବାଚନ: ଜମୁଛି ଏବିଭିପିର ସମର୍ଥନ @ଚୌଦ୍ୱାର(ଏନ୍‌.ଏମ୍‌.): ରାଜ୍ୟରେ ଦୀର୍ଘ ୮ ବର୍ଷ ପରେ ହେଉଛି ଛାତ୍ରସଂସଦ ନିର୍ବାଚନ। ଏଥିପାଇଁ ସମସ୍ତ ମହାବିଦ୍ୟାଳୟରେ ଦେଖିବାକୁ ମିଳିଛି ଉତ୍ସାହ। ଚୌଦ୍ୱାର ମହାବିଦ୍ୟାଳୟରେ ଏବିଭିପି ଓ ବିଜୁ ଛାତ୍ରଜନତା ଦଳ ମଧ୍ୟରେ ହେଉଛି ପ୍ରତିଦ୍ୱନ୍ଦିତା। ତେବେ ଏହି ପ୍ରତିଦ୍ୱନ୍ଦିତାରେ ଏବିଭିପି ଆଗରେ ରହିଥିବା ଦେଖିବାକୁ ମିଳିଛି। କଲେଜରେ ଏବିଭିପିଙ୍କ ପାଇଁ ଛାତ୍ର ସମର୍ଥନ ବଢ଼ୁଥିବାବେଳେ ଏହାକୁ ଆଗକୁ ନେବା ପାଇଁ ବିଜେପି…

ଚୌଦ୍ୱାର ମହାବିଦ୍ୟାଳୟରେ ନାମାଙ୍କନ ଦାଖଲ କଲେ ବିଜୁ ଛାତ୍ରଜନତା ଦଳର ୯ଜଣ ପ୍ରାର୍ଥୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଚୌଦ୍ୱାର ମହାବିଦ୍ୟାଳୟରେ ନାମାଙ୍କନ ଦାଖଲ କଲେ ବିଜୁ ଛାତ୍ରଜନତା ଦଳର ୯ଜଣ ପ୍ରାର୍ଥୀ

ଚୌଦ୍ୱାର ମହାବିଦ୍ୟାଳୟରେ ନାମାଙ୍କନ ଦାଖଲ କଲେ ବିଜୁ ଛାତ୍ରଜନତା ଦଳର ୯ଜଣ ପ୍ରାର୍ଥୀ @ଚୌଦ୍ୱାର(ଏନ୍‌.ଏମ୍‌.): ଦୀର୍ଘ ୮ବର୍ଷ ପରେ ଆରମ୍ଭ ହୋଇଛି ଛାତ୍ର ସଂସଦ ନିର୍ବାଚନ। ଏହି ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିଭିନ୍ନ ପଦବୀପାଇଁ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସ୍ଥାନୀୟ କପାଳେଶ୍ୱର ମନ୍ଦିର ପ୍ରାଙ୍ଗଣରୁ ପ୍ରାର୍ଥୀମାନେ ଏକ ବିରାଟ ପଟୁଆର ନେଇ ଶୋଭାଯାତ୍ରାରେ ଯାଇ ନାମାଙ୍କନପତ୍ର ଦାଖଲ କରିଥିଲେ। କଟକ ଜିଲ୍ଲା ବିଜେଡି ସାଧାରଣ…

ଚୌଦ୍ୱାର ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ : ଏବିଭିପି ପକ୍ଷରୁ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଚୌଦ୍ୱାର ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ : ଏବିଭିପି ପକ୍ଷରୁ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଚୌଦ୍ୱାର ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ଏବିଭିପି ପକ୍ଷରୁ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ @ଚୌଦ୍ୱାର (ଏନ୍‌.ଏମ୍‌.): ଚୌଦ୍ୱାର ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ପ୍ରଥମ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇଛି। ଦୀର୍ଘ ୮ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବା ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂତନ ଉଦ୍ଦିପନା ଦେଖିବାକୁ ମିଳିଛି। ଏହି ମହାବିଦ୍ୟାଳୟରେ ଏବିଭିପି ପକ୍ଷରୁ ପ୍ରାର୍ଥୀ ଦିଆଯାଇଥିବାବେଳେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ…

ଚୌଦ୍ୱାର ଅବକାରୀ ବିଭାଗର ସଫଳତା ୧୧ଲକ୍ଷର ବ୍ରାଉନସୁଗର ଜବତ ଜଣେ ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଚୌଦ୍ୱାର ଅବକାରୀ ବିଭାଗର ସଫଳତା ୧୧ଲକ୍ଷର ବ୍ରାଉନସୁଗର ଜବତ ଜଣେ ଗିରଫ

ଚୌଦ୍ୱାର ଅବକାରୀ ବିଭାଗର ସଫଳତା ୧୧ଲକ୍ଷର ବ୍ରାଉନସୁଗର ଜବତ ଜଣେ ଗିରଫ @ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଅବକାରୀ ଥାନା ପକ୍ଷରୁ ଅଚାନକ ଚଢ଼ାଉ କରାଯାଇ ଜଗତପୁର ଗୋଲେଇ ଛକ ଅଞ୍ଚଳରୁ ଜଣେ ବ୍ୟକ୍ତି ବ୍ରାଉନସୁଗର ଚୋରାକାରବାର କରୁଥିବା ସମୟରେ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିଙ୍କ ଠାରୁ ୧୧୦ଗ୍ରାମ ବ୍ରାଉନ ସୁଗାର (ହେରୋଇନ) ଜବତ କରାଯାଇଛି। ଜବତ ନିଶାଦ୍ରବ୍ୟର ଆନୁମାନିକ ମୂଲ୍ୟ ୧୧ ଲକ୍ଷ ଟଙ୍କା ବୋଲି ଅବକାରୀ ବିଭାଗ ପ୍ରକାଶ କରିଛି।…

ଦୀର୍ଘ ୮ବର୍ଷ ପରେ ପୁଣି କଲେଜ ନିର୍ବାଚନ: ନେତୃତ୍ୱରେ ଏବିଭିପି ଆଗରେ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଦୀର୍ଘ ୮ବର୍ଷ ପରେ ପୁଣି କଲେଜ ନିର୍ବାଚନ: ନେତୃତ୍ୱରେ ଏବିଭିପି ଆଗରେ

ଦୀର୍ଘ ୮ବର୍ଷ ପରେ ପୁଣି କଲେଜ ନିର୍ବାଚନ: ନେତୃତ୍ୱରେ ଏବିଭିପି ଆଗରେ @କଟକ (ଏନ୍‌.ଏମ୍‌.): ଦୀର୍ଘ ୮ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ। ଏଥିପାଇଁ ସମସ୍ତ ଡିଗ୍ରୀ କଲେଜମାନଙ୍କରେ ଉତ୍ସାହ ଉଦ୍ଦିପନା ଦେଖିବାକୁ ମିଳିଛି। ଛାତ୍ରଛାତ୍ରୀମାନଙ୍କ ମନରେ ପୁଣି ଜାଗ୍ରତ ହୋଇଛି ଛାତ୍ର ନେତା ହେବାର ଆଶା। ଦୀର୍ଘ ୮ବର୍ଷ ତଳେ ତତ୍‌କାଳୀନ ସରକାର ଛାତ୍ର ସଂସଦ ନିର୍ବାଚନକୁ ସମ୍ଭାଳିବାରେ ଅକ୍ଷମ ହେବା ଫଳରେ ସମଗ୍ର ରାଜ୍ୟରେ ଏହାକୁ ବନ୍ଦ…

ଟାଙ୍ଗୀ ଛକରେ ମଦଦୋକାନ ଖୋଲିବା ନେଇ ତେଜୁଛି ଅସନ୍ତୋଷ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଟାଙ୍ଗୀ ଛକରେ ମଦଦୋକାନ ଖୋଲିବା ନେଇ ତେଜୁଛି ଅସନ୍ତୋଷ

ଟାଙ୍ଗୀ ଛକରେ ମଦଦୋକାନ ଖୋଲିବା ନେଇ ତେଜୁଛି ଅସନ୍ତୋଷ @ଚୌଦ୍ୱାର(ଏନ୍‌.ଏମ୍‌.): ସରକାରୀ ନିୟମ ଅନୁଯାୟୀ କୌଣସି ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନ ତଥା ଜନବସତି କିମ୍ବା ଜନସାଧାରଣଙ୍କ ବ୍ୟବହୃତ ଅଞ୍ଚଳ ଠାରୁ ୫୦୦ ମିଟର ଦୂରରେ ମଦଦୋକାନ ଖୋଲାଯିବାର ନିୟମଥିବାବେଳେ କଟକ ଜିଲ୍ଲାର ଟାଙ୍ଗି-କୋଟସାହି ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏହି କୋଟସାହି ଠାରେ ଧାର୍ମିକ ଅନୁଷ୍ଠାନ, ଶିକ୍ଷାଅନୁଷ୍ଠାନ ଏବଂ ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର ୫୦ ମିଟର ଦୂରରେ ଏକ ଠିପିବନ୍ଦ…

ଚୌଦ୍ଵାର କଟକ ପଣ୍ଡୁଆ ଠାରେ ଖୁଦୁରୁକୁଣୀ ମହୋତ୍ସବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ଚୌଦ୍ଵାର କଟକ ପଣ୍ଡୁଆ ଠାରେ ଖୁଦୁରୁକୁଣୀ ମହୋତ୍ସବ

ଚୌଦ୍ଵାର କଟକ ପଣ୍ଡୁଆ ଠାରେ ଖୁଦୁରୁକୁଣୀ ମହୋତ୍ସବ @ଚୌଦ୍ଵାର (ଏନ୍.ଏମ୍. ): ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନଖରା ଗ୍ରାମ ପଞ୍ଚାୟତ ସମେତ ଏହାର ଆଖ ପାଖ ପଞ୍ଚାୟତର ୧୦୦ରୁ ଉର୍ଦ୍ଧ୍ୱ ଭାଲୁକୁଣି କମିଟି ସଦସ୍ୟମାନଙ୍କୁୁ ନେଇ ସ୍ଥାନୀୟ ପଣ୍ଡୁଆ ମଠ ପ୍ରାଙ୍ଗଣରେ ଭାଲୁକୁଣୀ (ଖୁଦୁରୁକୁଣୀ) ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଜେପି ନେତା ସନ୍ତୋଷ କୁମାର ମହାନ୍ତି ପହଞ୍ଚିବା କ୍ଷଣି ହଜାର ହଜାର ଜନସାଧାରଣଙ୍କ ତାଙ୍କୁ…

 ଜାମିନ ପାଇଁ ହାଇକୋର୍ଟରେ ଚୌଦ୍ୱାର ଜେଲ ପୂର୍ବତନ ଅଧୀକ୍ଷକ ସୁଜିତ ରାଉଳ
Slider ଅପରାଧ ଆଇନ ଅଦାଲତ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

 ଜାମିନ ପାଇଁ ହାଇକୋର୍ଟରେ ଚୌଦ୍ୱାର ଜେଲ ପୂର୍ବତନ ଅଧୀକ୍ଷକ ସୁଜିତ ରାଉଳ

 ଜାମିନ ପାଇଁ ହାଇକୋର୍ଟରେ ଚୌଦ୍ୱାର ଜେଲ ପୂର୍ବତନ ଅଧୀକ୍ଷକ ସୁଜିତ ରାଉଳ @କଟକ(ଏନ୍‌.ଏମ୍‌.): ଚୌଦ୍ୱାର ଜେଲ୍ ମଣ୍ଡଳ କାରାଗାରର ପୂର୍ବତନ ଜେଲ ଅଧିକ୍ଷକ ସୁଜିତ ରାଉଳ ଏବେ ଜେଲରେ ଥିବାବେଳେ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସମ୍ପ୍ରତି ଶ୍ରୀ ରାଉଳଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କୁ କଟକ ବଡ଼ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଏବେ ସେ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚିକିତ୍ସିତ ଅଛନ୍ତି। ସୂଚନା ଅନୁଯାୟୀ ଚୌଦ୍ୱାର କାରାଗାରରୁ ଗତ…

ଚୌଦ୍ୱାରରେ ପ୍ରତିଷ୍ଠା ହେଲା ମା ବାସୁଳେଇ ଭାଗବତ ଟୁଙ୍ଗୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଚୌଦ୍ୱାରରେ ପ୍ରତିଷ୍ଠା ହେଲା ମା ବାସୁଳେଇ ଭାଗବତ ଟୁଙ୍ଗୀ

ଚୌଦ୍ୱାରରେ ପ୍ରତିଷ୍ଠା ହେଲା ମା ବାସୁଳେଇ ଭାଗବତ ଟୁଙ୍ଗୀ @ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ତଳ ବଜାର ସ୍ଥିତ ଭାଗବତ କୋଠ ଘର ପ୍ରାଙ୍ଗଣରେ ଏକ ନୂତନ ଭାବେ ଭାଗବତ ଟୁଙ୍ଗୀ ପ୍ରତିଷ୍ଠା ହୋଇଯାଇଛି।ଏହି ଅଞ୍ଚଳର ବହୁ ଭଗବତପ୍ରେମୀଙ୍କ ସହାୟତାରେ ମା ବାସୁଳେଇ ଭାଗବତ ଟୁଙ୍ଗୀ ପ୍ରତିଷ୍ଠା ହୋଇଥିବାବେଳେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଭାଗବତ ଟୁଙ୍ଗୀର ରାଜ୍ୟ ସଭାପତି ଲଙ୍ଗୁଳୀ ବାବା, ସିଦ୍ଧଗିରି ମଠ ମହନ୍ତ ବିଶ୍ୱନାଥ ଦାସ ମହାରାଜ, ଶିବାନନ୍ଦ ଆଶ୍ରମର…