ବିଜେଡି ପାଇଁ ଚର୍ଚ୍ଚାରେ ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀ: ନେତୃତ୍ୱ ଶୂନ ହୋଇ ପଡ଼ିବା ପରେ ପ୍ରାର୍ଥୀ ନେଇ ବିଜେଡିର ଚାଲିଛି ଅଙ୍କକଷା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିଜେଡି ପାଇଁ ଚର୍ଚ୍ଚାରେ ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀ: ନେତୃତ୍ୱ ଶୂନ ହୋଇ ପଡ଼ିବା ପରେ ପ୍ରାର୍ଥୀ ନେଇ ବିଜେଡିର ଚାଲିଛି ଅଙ୍କକଷା

ବିଜେଡି ପାଇଁ ଚର୍ଚ୍ଚାରେ ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀ ନେତୃତ୍ୱ ଶୂନ ହୋଇ ପଡ଼ିବା ପରେ ପ୍ରାର୍ଥୀ ନେଇ ବିଜେଡିର ଚାଲିଛି ଅଙ୍କକଷା @ଚୌଦ୍ୱାର(ଏନ୍‌.ଏମ୍‌.): ଏବେ ରାଜ୍ୟର ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ସବୁଠୁ ହିଟ ଲିଷ୍ଟରେ ଅଛି ଚୌଦ୍ୱାରର-କଟକ ନିର୍ବାଚନ ମଣ୍ଡଳୀ। ପୂର୍ବରୁ ଏହି ନିର୍ବାଚନମଣ୍ଡଳୀଟି ଚୌଦ୍ୱାର ନିର୍ବାଚନମଣ୍ଡଳୀ ଥିବାବେଳେ ଏହି ୨୦୦୯ ମସିହାରେ ଏହାର ସୀମା ପରିବର୍ତ୍ତନ କରାଯାଇ ଏହାକୁ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ନାମକରଣ କରାଗଲା। ତେବେ…

ଜ୍ଞାନେସ କୁମାରଙ୍କ ଇସ୍ତଫା ଓ ଗିରଫ ଦାବିରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଜ୍ଞାନେସ କୁମାରଙ୍କ ଇସ୍ତଫା ଓ ଗିରଫ ଦାବିରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର

ଜ୍ଞାନେସ କୁମାରଙ୍କ ଇସ୍ତଫା ଓ ଗିରଫ ଦାବିରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର @ଚୌଦ୍ୱାର (ଏନ୍‌.ଏମ୍‌.): ଶ୍ରମିକ ପରିବାର ଯୁବକ ସଂଘ ତରଫରୁ ଜାତିର ଜନକ ମାହାତ୍ମା ଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଚୌଦ୍ୱାର ଓ.ଟି.ଏମ୍‌. କଲୋନୀସ୍ଥିତ ସଂଘ କାର୍ଯ୍ୟାଳୟରେ ପାଳନ କରାଯିବା ପରେ ଭାରତର ମୁଖ୍ୟ ନିର୍ବାଚନ କମିଶନରଙ୍କ ଜ୍ଞାନେସ୍ କୁମାରଙ୍କ ଇସ୍ତଫା ଓ ଗିରଫ ଦାବିରେ ସଂଘ ସଭାପତି ତଥା ଆଇନ୍‌ଜୀବୀ କୈଳାସ ଚନ୍ଦ୍ର…

ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦକୁ ସିପିଆଇ(ଏମ୍‌)ର ସମର୍ଥନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦକୁ ସିପିଆଇ(ଏମ୍‌)ର ସମର୍ଥନ

ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦକୁ ସିପିଆଇ(ଏମ୍‌)ର ସମର୍ଥନ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବୀରେ ୪୦ ଦିନରେ ସତ୍ୟାଗ୍ରହ ଏବଂ ଅକ୍ଷୟ କୁମାରଙ୍କ ୨୩ ଦିନରେ ପହଞ୍ଚିଲା ଅନଶନ @ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ସହିତ ୬ ଦଫା ଦାବିରେ ନବନିର୍ମାଣ ଯୁବଛାତ୍ର ସଂଗଠନର ୪୦ ଦିନର ସତ୍ୟାଗ୍ରହ ଏବଂ ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାରଙ୍କ ଅନିର୍ଦ୍ଧିଷ୍ଟ କାଳୀନ ଅନଶନ ଆଜି ୨୩ ଦିନରେ ପହଞ୍ଚିଛି। ଏହି…

ଶୁଭାରମ୍ଭ ହେଲା ଆଙ୍ଗନ କା ଉତ୍ସବ : ବଢ଼ିଲା ଅଙ୍ଗନୱାଡ଼ି କର୍ମୀଙ୍କ ଶାଢ଼ୀ ସହାୟତା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଶୁଭାରମ୍ଭ ହେଲା ଆଙ୍ଗନ କା ଉତ୍ସବ : ବଢ଼ିଲା ଅଙ୍ଗନୱାଡ଼ି କର୍ମୀଙ୍କ ଶାଢ଼ୀ ସହାୟତା

ଶୁଭାରମ୍ଭ ହେଲା ଆଙ୍ଗନ କା ଉତ୍ସବ ବଢ଼ିଲା ଅଙ୍ଗନୱାଡ଼ି କର୍ମୀଙ୍କ ଶାଢ଼ୀ ସହାୟତା @ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟରେ ଅଙ୍ଗନୱାଡ଼ି କର୍ମୀମାନଙ୍କ ପାଇଁ ଖୁସି ଖବର ଦେଇଛନ୍ତି ରାଜ୍ୟ ସରକାର। ପୂର୍ବ ଦର ଠାରୁ ଅଙ୍ଗନୱାଡ଼ି ଦିଦିଙ୍କ ଶାଢ଼ୀ ଟଙ୍କା ବୃଦ୍ଧି ପାଇଛି। ପୂର୍ବରୁ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କୁ ଶାଢ଼ୀ ପାଇଁ ୧୩୯୦ ଟଙ୍କା ମିଳୁଥିଲା। ମାତ୍ର ଏବେ ଏହି ରାଶିକୁ ୧୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଯାହା ଫଳରେ…

ବିଜେପି ନୂଆ ପ୍ରଭାରୀ ଓ ସହ ପ୍ରଭାରୀଙ୍କୁ ଭେଟି ଆଲୋଚନା କଲେ ସନ୍ତୋଷ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିଜେପି ନୂଆ ପ୍ରଭାରୀ ଓ ସହ ପ୍ରଭାରୀଙ୍କୁ ଭେଟି ଆଲୋଚନା କଲେ ସନ୍ତୋଷ

ବିଜେପି ନୂଆ ପ୍ରଭାରୀ ଓ ସହ ପ୍ରଭାରୀଙ୍କୁ ଭେଟି ଆଲୋଚନା କଲେ ସନ୍ତୋଷ @ନୂଆଦିଲ୍ଲୀ(ଏଜେନ୍ସି): ସମ୍ପ୍ରତି ଓଡ଼ିଶାରେ ବିଜେପି ନିଜର ସାଂଗଠନିକ ମଜଭୁତ ପାଇଁ ବିଭିନ୍ନ ରଣନୀତି ପ୍ରସ୍ତୁତ କରୁଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ସ୍ଥାନରେ ନୂଆ ମୁହଁମାନଙ୍କୁ ପ୍ରାଧାନ୍ୟ ଦେଉଥିବା ଦେଖିବାକୁ ମିଳିଛି। ସେହିଭଳି ରାଜ୍ୟର ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରେ ସନ୍ତୋଷ କୁମାର ମହାନ୍ତିଙ୍କୁ ଦଳ ପକ୍ଷରୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଥିବାବେଳେ ନୂଆ ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ୱଙ୍କ…

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାର ସମାଧାନ ଦାବିରେ ସେପ୍ଟେମ୍ବର ୨୮ରେ ବିଧାନସଭା ସମ୍ମୁଖରେ ବିଶାଳ ଛାତ୍ର ବିକ୍ଷୋଭ
Slider ପପୁଲାର ନିଓଜ ବାଣିଜ୍ୟ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାର ସମାଧାନ ଦାବିରେ ସେପ୍ଟେମ୍ବର ୨୮ରେ ବିଧାନସଭା ସମ୍ମୁଖରେ ବିଶାଳ ଛାତ୍ର ବିକ୍ଷୋଭ

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାର ସମାଧାନ ଦାବିରେ ସେପ୍ଟେମ୍ବର ୨୮ରେ ବିଧାନସଭା ସମ୍ମୁଖରେ ବିଶାଳ ଛାତ୍ର ବିକ୍ଷୋଭ @କଟକ(ଏନ୍‌.ଏମ୍‌.): ଦେଶ ତଥା ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଚରମ ବିପର୍ଯ୍ୟସ୍ତ ହୋଇଛି। ଏହାର ସମାଧାନ ଦାବିରେ ଏଆଇଡିଏସଓ ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଆସନ୍ତା ୨୮ ସେପ୍ଟେମ୍ୱର ବିଧାନସଭା ସମ୍ମୁଖରେ ଏକ ରାଜ୍ୟସ୍ତରୀୟ ବିଶାଳ ଛାତ୍ର ବିକ୍ଷୋଭ ଅନୁଷ୍ଠିତ ହେବ। ସେହି ପରିପ୍ରେକ୍ଷୀରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବ୍ୟାପକ ପ୍ରଚାର ପ୍ରସାର ସହ ଏହି…

ଭୂମି ଅଧିକାର ଓ ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିକ୍ଷୋଭ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଭୂମି ଅଧିକାର ଓ ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିକ୍ଷୋଭ

ଭୂମି ଅଧିକାର ଓ ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିକ୍ଷୋଭ #କଟକ(ଏନ୍‌.ଏମ୍‌.): ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ଦେବା, ବିନା ଥଇଥାନରେ ଲଗାତାର ଚାଲିଥିବା ବସ୍ତି ଉଚ୍ଛେଦ ବନ୍ଦ କରିବା, ଜୀବିକା ସୁରକ୍ଷାର ଆବଶ୍ୟକତା ପାଇଁ କର୍ମସ୍ଥଳ ନିକଟରେ ଥଇଥାନ କରିବା, ସମ୍ବିଧାନ ଓ ଆଇନ ଅନୁସାରେ ବସ୍ତି ଗୁଡିକୁ ଓ ବସ୍ତି ବାସିନ୍ଦାଙ୍କୁ ମଣିଷ ରହିବା ଯୋଗ୍ୟ ପରିବେଶ ଯୋଗାଇ ଦେବା, କଟକ…

ଟେଟ୍ରାହେଡ୍ରନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ : ସେବକ ଆଶ୍ରମର ଉନ୍ନତି ପାଇଁ ୧ଲକ୍ଷଟଙ୍କା ସହାୟତା ଦେଲେ ତ୍ରିଦେବ ବେହେରା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଟେଟ୍ରାହେଡ୍ରନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ : ସେବକ ଆଶ୍ରମର ଉନ୍ନତି ପାଇଁ ୧ଲକ୍ଷଟଙ୍କା ସହାୟତା ଦେଲେ ତ୍ରିଦେବ ବେହେରା

ଟେଟ୍ରାହେଡ୍ରନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ସେବକ ଆଶ୍ରମର ଉନ୍ନତି ପାଇଁ ୧ଲକ୍ଷଟଙ୍କା ସହାୟତା ଦେଲେ ତ୍ରିଦେବ ବେହେରା #ଚୌଦ୍ୱାର(ଏନ୍‌.ଏମ୍‌.): ଦେଶବ୍ୟାପୀ ପାଳନ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମ ଦିବସ। ଦୃଢ଼ ନେତୃତ୍ୱ, ଦେଶପ୍ରେମ, ନିଷ୍ଠାପର ସେବା ଭାରତ ବିକାଶ ଯାତ୍ରାକୁ ନୂତନ ଦିଗ ଦେଇଛି। ତାଙ୍କର ୨୫ବର୍ଷର ନିସ୍ୱାର୍ଥପର ସେବା ସାରା ଦେଶବାସୀଙ୍କ ହୃଦୟକୁ ଜିତି ପାରିଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ସୁସ୍ଥ, ନିରାମୟ ଜୀବନ…

ଟାଙ୍ଗୀ-ଚୌଦ୍ୱାରରେ ବିପିଡିପି ବୈଠକ: ବ୍ଲକ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟକୁ ନେଇ ତେଜିଲା ଅସନ୍ତୋଷ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଟାଙ୍ଗୀ-ଚୌଦ୍ୱାରରେ ବିପିଡିପି ବୈଠକ: ବ୍ଲକ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟକୁ ନେଇ ତେଜିଲା ଅସନ୍ତୋଷ

ଟାଙ୍ଗୀ-ଚୌଦ୍ୱାରରେ ବିପିଡିପି ବୈଠକ ବ୍ଲକ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟକୁ ନେଇ ତେଜିଲା ଅସନ୍ତୋଷ #ଟାଙ୍ଗୀ- ଚୌଦ୍ୱାର (ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ବ୍ଲକ ପଞ୍ଚାୟତ ଡେଭଲପମେଣ୍ଟ ପ୍ଲାନ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବ୍ଲକ ଅଧ୍ୟକ୍ଷା ମିନାକ୍ଷୀ ଦାସଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗଦେଇ ବିଭିନ୍ନ ପଞ୍ଚାୟତର ଉନ୍ନତି ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ବ୍ଲକ ଉପାଧ୍ୟକ୍ଷା…

ପ୍ରଭାତଙ୍କ ଦଳବଦଳର ସୁଯୋଗ ନେବ ବିଜେଡି : ଚୌଦ୍ୱାର-କଟକରେ ପ୍ରତାପ ଜେନାଙ୍କ ସାମ୍ରାଜ୍ୟ ବିସ୍ତାର
ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ପ୍ରଭାତଙ୍କ ଦଳବଦଳର ସୁଯୋଗ ନେବ ବିଜେଡି : ଚୌଦ୍ୱାର-କଟକରେ ପ୍ରତାପ ଜେନାଙ୍କ ସାମ୍ରାଜ୍ୟ ବିସ୍ତାର

ପ୍ରଭାତଙ୍କ ଦଳବଦଳର ସୁଯୋଗ ନେବ ବିଜେଡି ଚୌଦ୍ୱାର-କଟକରେ ପ୍ରତାପ ଜେନାଙ୍କ ସାମ୍ରାଜ୍ୟ ବିସ୍ତାର #choudwar-cuttack #ଚୌଦ୍ୱାର (ଏନ୍‌.ଏମ୍‌.): ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ବିଜେଡି ଛାଡ଼ି ବିଜେପିରେ ମିଶିବା ପରେ ଏହି ନିର୍ବାଚନମଣ୍ଡଳୀରେ ବିଜେଡି ନେତୃତ୍ୱଶୂନ୍ୟ ହୋଇପଡ଼ିଥିଲା। ମାତ୍ର ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା ଏହି ନିର୍ବାଚନ ମଣ୍ଡଳୀର ମଙ୍ଗ ଧରିବା ପରେ ଏବେ ଦଳରୁ ହାରାସ ହୋଇଥିବା…

ଟାଙ୍ଗୀରେ ତ୍ରିରଙ୍ଗା ଅବମାନନା ଅଭିଯୋଗ : ତ୍ରିଦେବଙ୍କ ଲୋକପ୍ରିୟତାକୁ ସହି ପାରୁନାହାନ୍ତି ଚକ୍ରାନ୍ତକାରୀ
ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଟାଙ୍ଗୀରେ ତ୍ରିରଙ୍ଗା ଅବମାନନା ଅଭିଯୋଗ : ତ୍ରିଦେବଙ୍କ ଲୋକପ୍ରିୟତାକୁ ସହି ପାରୁନାହାନ୍ତି ଚକ୍ରାନ୍ତକାରୀ

ଟାଙ୍ଗୀରେ ତ୍ରିରଙ୍ଗା ଅବମାନନା ଅଭିଯୋଗ ତ୍ରିଦେବଙ୍କ ଲୋକପ୍ରିୟତାକୁ ସହି ପାରୁନାହାନ୍ତି ଚକ୍ରାନ୍ତକାରୀ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.) : ଚଳିତ ବର୍ଷ ଦେଶ ୮୦ତମ ସ୍ୱାଧୀନତା ଦିବସ ପାଳନ କରୁଥିବାବେଳେ କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଏହାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ଏପରିକି ଜଣେ ସମାଜସେବୀ ତଥା ଶିକ୍ଷାବିତଙ୍କ ଲୋକପ୍ରିୟତାକୁ ଦେଖି କିଛି ଲୋକ ସହି ନପାରି ତ୍ରିରଙ୍ଗା ପତାକକୁ ନେଇ ରାଜନୀତି କରୁଥିବା ଦେଖିବାକୁ ମିଳିଛି। ସ୍ୱାଧୀନତା ଦିବସ ପାଳନ ଅବସରରେ…

ଗଭୀର ସମୁଦ୍ର ମାଛଧରା ମିଶନ ମତ୍ସ୍ୟଜୀବୀଙ୍କ ଭାଗ୍ୟ ବଦଳାଇବ : ଧର୍ମେନ୍ଦ୍ର ପ୍ରଧାନ
କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଗଭୀର ସମୁଦ୍ର ମାଛଧରା ମିଶନ ମତ୍ସ୍ୟଜୀବୀଙ୍କ ଭାଗ୍ୟ ବଦଳାଇବ : ଧର୍ମେନ୍ଦ୍ର ପ୍ରଧାନ

ଗଭୀର ସମୁଦ୍ର ମାଛଧରା ମିଶନ ମତ୍ସ୍ୟଜୀବୀଙ୍କ ଭାଗ୍ୟ ବଦଳାଇବ : ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର(ଏନ୍‌.ଏମ୍‌.): ‘ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ’ ଦ୍ୱାରା ବ୍ଲୁ-ଇକୋନୋମି ମାଧ୍ୟମରେ ରାଜ୍ୟର ଗ୍ରାମୀଣ ଅର୍ଥନୀତି ସମୃଦ୍ଧ ହେବ ଏବଂ ହଜାର ହଜାର ମତ୍ସ୍ୟଜୀବୀ ପରିବାର ପାଇଁ ଆଗାମୀ ଦିନରେ ନୂତନ ଜୀବିକାର ସୁଯୋଗ ସୃଷ୍ଟି ହେବ। ଆଜିର ପଦକ୍ଷେପ ମତ୍ସ୍ୟଜୀବୀ ଭାଇ ଭଉଣୀମାନଙ୍କ ଭାଗ୍ୟ ବଦାଇବା ସହ ଏହି ନୂତନ ବ୍ୟବସ୍ଥା ଦ୍ୱାରା ଆମ…

ବିଧାନସଭା ପ୍ରଶ୍ନର ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ : ୨୫ଟି ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍‌
ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିଧାନସଭା ପ୍ରଶ୍ନର ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ : ୨୫ଟି ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍‌

ବିଧାନସଭା ପ୍ରଶ୍ନର ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ ୨୫ଟି ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍‌ ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ବିଭିନ୍ନ ଶିଳ୍ପାନୁଷ୍ଠାନ ଉପରେ ରାଜ୍ୟ ସରକାର ନେଇଛନ୍ତି କଡ଼ା ଆକ୍ସନ। ସରକାର୨୫ଟି ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଜମି ନେଇ ଶିଳ୍ପ କରୁ ନଥିବାରୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ତେବେ ୭ଟି ଶିଳ୍ପାନୁଷ୍ଠାନ ଜମି ଆବଣ୍ଟନ ରଦ୍ଦ, ୫ଟି ମାମଲା କୋର୍ଟରେ ବିଚାରାଧୀନ ରହିଥିବାବେଳେ…

ଓଡ଼ିଶାବାସୀଙ୍କୁ ମିଳିଲା ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଓଡ଼ିଶାବାସୀଙ୍କୁ ମିଳିଲା ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ

ଓଡ଼ିଶାବାସୀଙ୍କୁ ମିଳିଲା ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭୁବନେଶ୍ୱର(ଏନ୍‌.ଏମ୍‌.): ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ପଦୋନ୍ନତି ହୋଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀମତୀ ଗର୍ଗଙ୍କୁ ନୂଆ ଦାୟିତ୍ୱ ମିଳିଛି। ମନୋଜ ଆହୁଜାଙ୍କ ସ୍ଥାନରେ ରାଜ୍ୟ ସରକାର ଅନୁ ଗର୍ଗଙ୍କୁ ଅବସ୍ଥାପିତ କରିଛନ୍ତି। ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ପଦୋନ୍ନତି ହୋଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।…

ସାମ୍ବାଦିକମାନଙ୍କୁ ଭିତରକୁ ଛାଡିଲାନି ସୁବର୍ଣ୍ଣପୁର ପୋଲିସ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ସାମ୍ବାଦିକମାନଙ୍କୁ ଭିତରକୁ ଛାଡିଲାନି ସୁବର୍ଣ୍ଣପୁର ପୋଲିସ

ସରକାରଙ୍କ କାର୍ଯ୍ୟକୁ ନେଇ ଆଶଙ୍କାରେ ଜନତା ସାମ୍ବାଦିକମାନଙ୍କୁ ଭିତରକୁ ଛାଡିଲାନି ସୁବର୍ଣ୍ଣପୁର ପୋଲିସ ସୁବର୍ଣ୍ଣପୁର (ଏନ୍‌.ଏମ୍‌.): ଜନସାଧାରଣଙ୍କ ସୁଖ ଦୁଃଖରେ ଠିଆ ହେବାର ପ୍ରତିଶ୍ରୁତି ଦେଇ ସରକାରକୁ ଆସିଥିବା ବିଜେପି ପୂର୍ବ ସରକାରଙ୍କ ଭଳି ଏବେ ମନମୁଖୀ କାର୍ଯ୍ୟ ଚଳାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏକଦା ଲୋକଙ୍କ ସରକାର କହୁଥିବା ବିଜେପି ଏବେ ଲୋକଙ୍କ ସ୍ୱାର୍ଥ ଶୁଣିବାକୁ ବି ସୁଯୋଗ ଦେଉନଥିବା ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି। ଏପରିକି ପୁଲିସ…

ବଦଳିଲା ମନରେଗା: ‘ଭିବି-ଜି ରାମ ଜି’ରେ ବର୍ଷକୁ ୧୨୫ ଦିନର କାମ
କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବଦଳିଲା ମନରେଗା: ‘ଭିବି-ଜି ରାମ ଜି’ରେ ବର୍ଷକୁ ୧୨୫ ଦିନର କାମ

ବଦଳିଲା ମନରେଗା: ‘ଭିବି-ଜି ରାମ ଜି’ରେ ବର୍ଷକୁ ୧୨୫ ଦିନର କାମ @Newdelhi #ନୂଆଦିଲ୍ଲୀ(ଏଜେନ୍ସି): କୋଡ଼ିଏ ବର୍ଷ ପୁରୁଣା ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ ବ୍ୟାପକ ପରିବର୍ତ୍ତନ କରି ‘ବିକଶିତ ଭାରତ-ରୋଜଗାର ଓ ଜୀବିକା ପାଇଁ ଗ୍ୟାରେଣ୍ଟି ଅଭିଯାନ (ଭିବି-ଜି ରାମ ଜି) ଆଇନ, ୨୦୨୫’ ପ୍ରସ୍ତୁତ କରାଯାଇଛି। ପିଆଇବି ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ଏହି ଆଇନ ଅଧୀନରେ ପ୍ରତ୍ୟେକ ଗ୍ରାମୀଣ ପରିବାରକୁ…

ବିକଶିତ ଭାରତର ଆଉଗୋଟେ ଝଲକ: ଲୋକସଭାରେ ତିନି ନୂଆ ବିଲ୍ ଆଗତ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିକଶିତ ଭାରତର ଆଉଗୋଟେ ଝଲକ: ଲୋକସଭାରେ ତିନି ନୂଆ ବିଲ୍ ଆଗତ

ବିକଶିତ ଭାରତର ଆଉଗୋଟେ ଝଲକ: ଲୋକସଭାରେ ତିନି ନୂଆ ବିଲ୍ ଆଗତ @Newdelhi #ନୂଆଦିଲ୍ଲୀ (ଏଜେନ୍ସି): କେନ୍ଦ୍ର ସରକାର ଦେଶର ପ୍ରଗତି ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇ ଚାଲିଛନ୍ତି। ଏବେ ବିକଶିତ ଭାରତର ଆଉ ଗୋଟିଏ ଝଲକ ମଧ୍ୟ ଦେଖିବାକୁ ମିଳିଛି। ଲୋକସଭାରେ ତିନି ନୂଆ ବିଲ୍ ଆଗତ କରାଯାଇଛି। ସୋମବାର ଆଗତ କରାଯାଇଥିବା ବିଲଗୁଡିକ ହେଲା ବିକଶିତ ଭାରତ ଶିକ୍ଷା ଅଧିସ୍ଥାନ (ଭିବିଏସ୍‌ଏ) ବିଲ୍ ୨୦୨୫,…

ବିଶାଖାପଟ୍ଟନମ ବଦଳରେ ରାୟଗଡ଼ାରୁ ଡିଆରଏମ କାର୍ଯ୍ୟାଳୟ ଅପରେସନ ଦାବି କଲେ କୋରାପୁଟ ସାଂସଦ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିଶାଖାପଟ୍ଟନମ ବଦଳରେ ରାୟଗଡ଼ାରୁ ଡିଆରଏମ କାର୍ଯ୍ୟାଳୟ ଅପରେସନ ଦାବି କଲେ କୋରାପୁଟ ସାଂସଦ

ବିଶାଖାପଟ୍ଟନମ ବଦଳରେ ରାୟଗଡ଼ାରୁ ଡିଆରଏମ କାର୍ଯ୍ୟାଳୟ ଅପରେସନ ଦାବି କଲେ କୋରାପୁଟ ସାଂସଦ #ରାୟଗଡ଼ା(ଏନ୍‌.ଏମ୍‌.): ରାୟଗଡା ଠାରେ ସ୍ଥାପିତ ହୋଇଥିବା ନୂତନ ଡିଆରଏମ କାର୍ଯ୍ୟାଳୟ ବିଶାଖାପଟ୍ଟନମ ବଦଳରେ ରାୟଗଡ଼ାରୁ ଅପରେସନ କରିବାକୁ କୋରାପୁଟ ସାଂସଦ ସପ୍ତଗିରି ଉଲାକା ଦାବି କରିଛନ୍ତି। ଏଥିସହ ଦିନବେଳେ କୋରାପୁଟ ରାୟଗଡାରୁ ଭୁବନେଶ୍ୱର ରେଳ ଚଳାଚଳ ପାଇଁ ମଧ୍ୟ ସେ ଦାବି କରିଛନ୍ତି। ରାୟଗଡ଼ା ରେଳ ଡିଭିଜନର କାର୍ଯ୍ୟକାରିତାକୁ ନେଇ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର…

କଟକରେ ଭଙ୍ଗା ହେବ ବିପଦସଂକୁଳ କୋଠା: ନଗର ଉନ୍ନୟନ ମନ୍ତ୍ରୀ
ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

କଟକରେ ଭଙ୍ଗା ହେବ ବିପଦସଂକୁଳ କୋଠା: ନଗର ଉନ୍ନୟନ ମନ୍ତ୍ରୀ

କଟକରେ ଭଙ୍ଗା ହେବ ବିପଦସଂକୁଳ କୋଠା: ନଗର ଉନ୍ନୟନ ମନ୍ତ୍ରୀ #ଭୁବନେଶ୍ୱର/କଟକ (ଏନ୍‌.ଏମ୍‌.): କଟକରେ ଏଣିକି ଭଙ୍ଗା ହେବ ବିପଦସଂକୁଳ କୋଠା। ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର। କିଛିଦିନ ତଳେ କଟକରେ ଏକ ପୁରୁଣା କୋଠା ଭାଙ୍ଗି କିଛି ଲୋକଙ୍କ ମୃତ୍ୟୁ ହେବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଥିଲା। ଏନେଇ ଏବେ ବିଭାଗୀୟ ମନ୍ତ୍ରୀ ବିଧାନସଭାରେ ଏକ…

କଟକରେ ଆରମ୍ଭ ହୋଇଗଲା ନିର୍ବାଚନୀ ସଂଗ୍ରାମ: ସଂତୃପ୍ତଙ୍କ ଆଟାକକୁ ଭର୍ତ୍ତୃହରିଙ୍କ କାଉଣ୍ଟର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

କଟକରେ ଆରମ୍ଭ ହୋଇଗଲା ନିର୍ବାଚନୀ ସଂଗ୍ରାମ: ସଂତୃପ୍ତଙ୍କ ଆଟାକକୁ ଭର୍ତ୍ତୃହରିଙ୍କ କାଉଣ୍ଟର

କଟକରେ ଆରମ୍ଭ ହୋଇଗଲା ନିର୍ବାଚନୀ ସଂଗ୍ରାମ: ସଂତୃପ୍ତଙ୍କ ଆଟାକକୁ ଭର୍ତ୍ତୃହରିଙ୍କ କାଉଣ୍ଟର #କଟକ (ଏନ୍‌.ଏମ୍‌.): କଟକରେ ଆରମ୍ଭ ହୋଇଯାଇଛି ନିର୍ବାଚନୀ ସଂଗ୍ରାମ । ପ୍ରାର୍ଥୀମାନେ ପ୍ରତିପକ୍ଷ ପ୍ରାର୍ଥୀଙ୍କ ଆଟାକ କରିବା ଭଳି ବକ୍ତବ୍ୟ ଦେଉଥିବାବେଳେ ପ୍ରତିପକ୍ଷ ମଧ୍ୟ କାଉଣ୍ଟର କରିବାରେ ଲାଗିପଡ଼ିଛନ୍ତି । ତେବେ କଟକ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ପରେ ଆରମ୍ଭ ହୋଇଛି ରାଜନୀତିର ଯୁଦ୍ଧ । ଏକାଧିକବାର ସାଂସଦ ଭାବେ ବିଜୟ ଲାଭ କରିଥିବା…