କେନାଲରୁ ମିଳିଲା ଶନିବାରରୁ ନିଖୋଜ ନାବାଳକର ଶବ
କେନାଲରୁ ମିଳିଲା ଶନିବାରରୁ ନିଖୋଜ ନାବାଳକର ଶବ @ଚୌଦ୍ୱାର (ଏନ୍.ଏମ୍.): ୩ଦିନ ତଳୁ ନିଖୋଜ ଥିବା ନାବାଳକର ମୃତ ଦେହ କେନାଲରୁ ମିଳିଛି। ଚୌଦ୍ୱାର ଥାନା ଅନ୍ତର୍ଗତ ଦେଉଳଚୁଆ ଆଦିବାସୀବସ୍ତିର ୧୨ବର୍ଷର ନାବାଳକ କୁନା ହେମ୍ବ୍ରମଙ୍କ ଅଲଣା ଅଞ୍ଚଳର ହାଇଲେବଲ କେନାଲରେ ସୋମବାର ସକାଳୁ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ତେବେ କୁନା ଗତ ଶନିବାର ରାତିରୁ ନିଖୋଜ ଥିଲେ। ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ କୁନାଙ୍କର କୌଣସି…

