ବସ୍ତିବାସୀଙ୍କ ସହ ଜନସମ୍ପର୍କ କାର୍ଯ୍ୟକ୍ରମରେ ଯୋଗଦେଲେ ବିଜେପି ନେତା ସନ୍ତୋଷ ମହାନ୍ତି
ବସ୍ତିବାସୀଙ୍କ ସହ ଜନସମ୍ପର୍କ କାର୍ଯ୍ୟକ୍ରମରେ ଯୋଗଦେଲେ ବିଜେପି ନେତା ସନ୍ତୋଷ ମହାନ୍ତି କଟକ (ଏନ୍ ଏମ୍): ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମାଲଗୋଦାମର ବେହେରାସାହି ବସ୍ତି, ତେଲୁଗୁ ବସ୍ତି ଓ ହରିଜନ ବସ୍ତିରେ ବିଜେପି ନେତା ସନ୍ତୋଷ ମହାନ୍ତିଙ୍କ ପକ୍ଷରୁ 'ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ' ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ସଂଖ୍ୟାରେ ଯୁବକ ଓ ମହିଳା ଯୋଗଦେଇ ଗଣତନ୍ତ୍ର, ଶାସନ ବ୍ୟବସ୍ଥା ଏବଂ ସରକାରଙ୍କ…

