ରୋଟାରୀ ଅଭିନବ ପକ୍ଷରୁ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ରୋଟାରୀ ଅଭିନବ ପକ୍ଷରୁ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ରୋଟାରୀ ଅଭିନବ ପକ୍ଷରୁ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା @କଟକ(ଏନ.ଏମ୍): ଗୁରୁ ହିଁ ଜୀବନର ପଥ ପ୍ରଦର୍ଶକ।ଗୁରୁ କେବଳ ଶିକ୍ଷା ଦେଇନଥାନ୍ତି ବରଂ ଶୈକ୍ଷିକ, ଚାରିତ୍ରିକ ଓ ବୈଦ୍ଧିକ ବିକାଶ ପାଇଁ ମାର୍ଗ ଉନ୍ମୁକ୍ତ କରିଥାନ୍ତି। ତେଣୁ ମାନବ ଭିତରେ ମାନବିକତା ଗଠନ ଶ୍ରେୟ ଗୁରୁଙ୍କ ଠାରେ ରହିଛି ବୋଲି ସ୍ଥାନୀୟ ସିଡିଏ ସେକ୍ଟର ୬ ସ୍ଥିତ ଟାସ୍କବାର ଆସୋସେଶନ ପ୍ରେକ୍ଷାଳୟ ପରିସରରେ ରୋଟାରୀ କ୍ଲବ୍ ଅଫ୍ କଟକ ଅଭିନବ ପକ୍ଷରୁ ଆୟୋଜିତ…

ଚୌଦ୍ବାର ଛାତ୍ର ସଂସଦ ନିର୍ବାଚନରେ ଜିତିଲା ବିସିଜେଡି 
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଚୌଦ୍ବାର ଛାତ୍ର ସଂସଦ ନିର୍ବାଚନରେ ଜିତିଲା ବିସିଜେଡି 

ଚୌଦ୍ବାର ଛାତ୍ର ସଂସଦ ନିର୍ବାଚନରେ ଜିତିଲା ବିସିଜେଡି  @ଚୌଦ୍ବାର(ଏନ.ଏମ୍): ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଛି ଚୌଦ୍ବାର ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ।ଏହି ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ ବାଜିମାତ୍ କରିଛି। ତୃତୀୟ ସ୍ଥାନୀୟ ଶ୍ରମିକ ସଂଗଠନ ରହିଥିବା ବେଳେ ଏବିଭିପି ଦ୍ଵିତୀୟ ସ୍ଥାନରେ ରହିଛି। ଏହି ନିର୍ବାଚନରେ ପ୍ରେସିଡେଣ୍ଟ ଭାବେ କେ ବି ସ୍ୱାତିସୋମାଲିନି ସ୍ୱାଇଁ ୪୨୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି।ସେହିଭଳି ସାଧାରଣ ସଂପାଦକ…

ଚୌଦ୍ୱାର ଛାତ୍ରସଂସଦ ନିର୍ବାଚନ: ଜମୁଛି ଏବିଭିପିର ସମର୍ଥନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଚୌଦ୍ୱାର ଛାତ୍ରସଂସଦ ନିର୍ବାଚନ: ଜମୁଛି ଏବିଭିପିର ସମର୍ଥନ

ଚୌଦ୍ୱାର ଛାତ୍ରସଂସଦ ନିର୍ବାଚନ: ଜମୁଛି ଏବିଭିପିର ସମର୍ଥନ @ଚୌଦ୍ୱାର(ଏନ୍‌.ଏମ୍‌.): ରାଜ୍ୟରେ ଦୀର୍ଘ ୮ ବର୍ଷ ପରେ ହେଉଛି ଛାତ୍ରସଂସଦ ନିର୍ବାଚନ। ଏଥିପାଇଁ ସମସ୍ତ ମହାବିଦ୍ୟାଳୟରେ ଦେଖିବାକୁ ମିଳିଛି ଉତ୍ସାହ। ଚୌଦ୍ୱାର ମହାବିଦ୍ୟାଳୟରେ ଏବିଭିପି ଓ ବିଜୁ ଛାତ୍ରଜନତା ଦଳ ମଧ୍ୟରେ ହେଉଛି ପ୍ରତିଦ୍ୱନ୍ଦିତା। ତେବେ ଏହି ପ୍ରତିଦ୍ୱନ୍ଦିତାରେ ଏବିଭିପି ଆଗରେ ରହିଥିବା ଦେଖିବାକୁ ମିଳିଛି। କଲେଜରେ ଏବିଭିପିଙ୍କ ପାଇଁ ଛାତ୍ର ସମର୍ଥନ ବଢ଼ୁଥିବାବେଳେ ଏହାକୁ ଆଗକୁ ନେବା ପାଇଁ ବିଜେପି…

ଚୌଦ୍ୱାର ମହାବିଦ୍ୟାଳୟରେ ନାମାଙ୍କନ ଦାଖଲ କଲେ ବିଜୁ ଛାତ୍ରଜନତା ଦଳର ୯ଜଣ ପ୍ରାର୍ଥୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଚୌଦ୍ୱାର ମହାବିଦ୍ୟାଳୟରେ ନାମାଙ୍କନ ଦାଖଲ କଲେ ବିଜୁ ଛାତ୍ରଜନତା ଦଳର ୯ଜଣ ପ୍ରାର୍ଥୀ

ଚୌଦ୍ୱାର ମହାବିଦ୍ୟାଳୟରେ ନାମାଙ୍କନ ଦାଖଲ କଲେ ବିଜୁ ଛାତ୍ରଜନତା ଦଳର ୯ଜଣ ପ୍ରାର୍ଥୀ @ଚୌଦ୍ୱାର(ଏନ୍‌.ଏମ୍‌.): ଦୀର୍ଘ ୮ବର୍ଷ ପରେ ଆରମ୍ଭ ହୋଇଛି ଛାତ୍ର ସଂସଦ ନିର୍ବାଚନ। ଏହି ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିଭିନ୍ନ ପଦବୀପାଇଁ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସ୍ଥାନୀୟ କପାଳେଶ୍ୱର ମନ୍ଦିର ପ୍ରାଙ୍ଗଣରୁ ପ୍ରାର୍ଥୀମାନେ ଏକ ବିରାଟ ପଟୁଆର ନେଇ ଶୋଭାଯାତ୍ରାରେ ଯାଇ ନାମାଙ୍କନପତ୍ର ଦାଖଲ କରିଥିଲେ। କଟକ ଜିଲ୍ଲା ବିଜେଡି ସାଧାରଣ…

ଚୌଦ୍ୱାର ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ : ଏବିଭିପି ପକ୍ଷରୁ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଚୌଦ୍ୱାର ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ : ଏବିଭିପି ପକ୍ଷରୁ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଚୌଦ୍ୱାର ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ଏବିଭିପି ପକ୍ଷରୁ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ @ଚୌଦ୍ୱାର (ଏନ୍‌.ଏମ୍‌.): ଚୌଦ୍ୱାର ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ପ୍ରଥମ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇଛି। ଦୀର୍ଘ ୮ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବା ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂତନ ଉଦ୍ଦିପନା ଦେଖିବାକୁ ମିଳିଛି। ଏହି ମହାବିଦ୍ୟାଳୟରେ ଏବିଭିପି ପକ୍ଷରୁ ପ୍ରାର୍ଥୀ ଦିଆଯାଇଥିବାବେଳେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ…

ଦୀର୍ଘ ୮ବର୍ଷ ପରେ ପୁଣି କଲେଜ ନିର୍ବାଚନ: ନେତୃତ୍ୱରେ ଏବିଭିପି ଆଗରେ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଦୀର୍ଘ ୮ବର୍ଷ ପରେ ପୁଣି କଲେଜ ନିର୍ବାଚନ: ନେତୃତ୍ୱରେ ଏବିଭିପି ଆଗରେ

ଦୀର୍ଘ ୮ବର୍ଷ ପରେ ପୁଣି କଲେଜ ନିର୍ବାଚନ: ନେତୃତ୍ୱରେ ଏବିଭିପି ଆଗରେ @କଟକ (ଏନ୍‌.ଏମ୍‌.): ଦୀର୍ଘ ୮ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ। ଏଥିପାଇଁ ସମସ୍ତ ଡିଗ୍ରୀ କଲେଜମାନଙ୍କରେ ଉତ୍ସାହ ଉଦ୍ଦିପନା ଦେଖିବାକୁ ମିଳିଛି। ଛାତ୍ରଛାତ୍ରୀମାନଙ୍କ ମନରେ ପୁଣି ଜାଗ୍ରତ ହୋଇଛି ଛାତ୍ର ନେତା ହେବାର ଆଶା। ଦୀର୍ଘ ୮ବର୍ଷ ତଳେ ତତ୍‌କାଳୀନ ସରକାର ଛାତ୍ର ସଂସଦ ନିର୍ବାଚନକୁ ସମ୍ଭାଳିବାରେ ଅକ୍ଷମ ହେବା ଫଳରେ ସମଗ୍ର ରାଜ୍ୟରେ ଏହାକୁ ବନ୍ଦ…

ଦୀର୍ଘ ୮ବର୍ଷ ପରେ ହେବ ନିର୍ବାଚନ: ଏବେ ସରଗରମ ହୋଇଛି ଚୌଦ୍ୱାର ମହାବିଦ୍ୟାଳୟ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଦୀର୍ଘ ୮ବର୍ଷ ପରେ ହେବ ନିର୍ବାଚନ: ଏବେ ସରଗରମ ହୋଇଛି ଚୌଦ୍ୱାର ମହାବିଦ୍ୟାଳୟ

ଦୀର୍ଘ ୮ବର୍ଷ ପରେ ହେବ ନିର୍ବାଚନ: ଏବେ ସରଗରମ ହୋଇଛି ଚୌଦ୍ୱାର ମହାବିଦ୍ୟାଳୟ ଚୌଦ୍ୱାର (ଏନ୍‌.ଏମ୍‌.): ଦୀର୍ଘ ୮ବର୍ଷ ପରେ ପୁଣି ହେବ ଛାତ୍ର ସଂସଦ ନିର୍ବାଚନ। ଏଥିପାଇଁ ବିଭିନ୍ନ କଲେଜରେ ଦେଖିବାକୁ ମିଳିଛି ନୂତନ ଉଦ୍ଦିପନା। ରାଜ୍ୟର ସମସ୍ତ ସରକାରୀ, ସ୍ୱୟଂଶାସିତ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜ ସମେତ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ୨୦୨୬-୨୭ଶିକ୍ଷାବର୍ଷ ପାଇଁ ଏହି ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏ ନେଇ ଆଜି ଅର୍ଥାତ…

ଚୌଦ୍ୱାରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଚୌଦ୍ୱାରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ଚୌଦ୍ୱାରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ @ଚୌଦ୍ୱାର(ଏନ୍‌.ଏମ୍‌.): ଆଜି ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ। ୧୮୬୯ ମସିହା ଆଜିର ଦିନରେ ଜାତୀର ପିତା ମହାତ୍ମାଗାନ୍ଧୀ ଜନ୍ମଗ୍ରହଣ କରିଥିଲେ। ସେହିଭଳି ୧୯୦୪ ମସିହା ଆଜିର ତାରିଖରେ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାନ୍ତ୍ରୀ ମଧ୍ୟ ଜନ୍ମଗ୍ରହଣ କରିଥିଲେ। ତେଣୁ ଆଜିର ଦିନକୁ ଅଂହିସାର ଦିନ ଭାବେ ଗ୍ରହଣ କରାଯାଏ। ଏହି ଅବସରରେ ଚୌଦ୍ୱାର ହିଙ୍ଗୁଳାଇ ରୋଡ ସ୍ଥିତ ବିବେକାନନ୍ଦ ଶିକ୍ଷା…

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାର ସମାଧାନ ଦାବିରେ ସେପ୍ଟେମ୍ବର ୨୮ରେ ବିଧାନସଭା ସମ୍ମୁଖରେ ବିଶାଳ ଛାତ୍ର ବିକ୍ଷୋଭ
Slider ପପୁଲାର ନିଓଜ ବାଣିଜ୍ୟ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାର ସମାଧାନ ଦାବିରେ ସେପ୍ଟେମ୍ବର ୨୮ରେ ବିଧାନସଭା ସମ୍ମୁଖରେ ବିଶାଳ ଛାତ୍ର ବିକ୍ଷୋଭ

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାର ସମାଧାନ ଦାବିରେ ସେପ୍ଟେମ୍ବର ୨୮ରେ ବିଧାନସଭା ସମ୍ମୁଖରେ ବିଶାଳ ଛାତ୍ର ବିକ୍ଷୋଭ @କଟକ(ଏନ୍‌.ଏମ୍‌.): ଦେଶ ତଥା ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଚରମ ବିପର୍ଯ୍ୟସ୍ତ ହୋଇଛି। ଏହାର ସମାଧାନ ଦାବିରେ ଏଆଇଡିଏସଓ ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଆସନ୍ତା ୨୮ ସେପ୍ଟେମ୍ୱର ବିଧାନସଭା ସମ୍ମୁଖରେ ଏକ ରାଜ୍ୟସ୍ତରୀୟ ବିଶାଳ ଛାତ୍ର ବିକ୍ଷୋଭ ଅନୁଷ୍ଠିତ ହେବ। ସେହି ପରିପ୍ରେକ୍ଷୀରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବ୍ୟାପକ ପ୍ରଚାର ପ୍ରସାର ସହ ଏହି…

କାନପୁରରେ ଟେଟ୍ରାହେଡ୍ରନ ପକ୍ଷରୁ ରକ୍ତଦାନ ଶିବିର,୨୦ ୟୁନିଟ୍ ସଂଗ୍ରହ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

କାନପୁରରେ ଟେଟ୍ରାହେଡ୍ରନ ପକ୍ଷରୁ ରକ୍ତଦାନ ଶିବିର,୨୦ ୟୁନିଟ୍ ସଂଗ୍ରହ

କାନପୁରରେ ଟେଟ୍ରାହେଡ୍ରନ ପକ୍ଷରୁ ରକ୍ତଦାନ ଶିବିର,୨୦ ୟୁନିଟ୍ ସଂଗ୍ରହ #ଟାଙ୍ଗୀ- ଚୌଦ୍ୱାର (ଏନ୍‌.ଏମ୍‌.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମ ଦିବସ ପାଳନ ଉପଲକ୍ଷେ ଓଡ଼ିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଟାଙ୍ଗୀରେ ଅବସ୍ଥିତ ଟେଟ୍ରାହେଡ୍ରନ ଗୃପ ଅଫ ଇନଷ୍ଟିଚ୍ୟୁସନର ଟେଟ୍ରାହେଡ୍ରନ ଏଡୁକେସନାଲ ଟ୍ରଷ୍ଟ ପକ୍ଷରୁ ଟାଙ୍ଗୀ ଚୌଦ୍ବାର ବ୍ଲକ ଗରୁଡ଼ଗାଁ ପଞ୍ଚାୟତ କାନପୁର ଗ୍ରାମସ୍ଥ ବାବା କାନନେଶ୍ଵର ସ୍ପୋର୍ଟସ କ୍ଲବ ପରିସରରେ ଏକ ରକ୍ତଦାନ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା…

୯ମ ଏଆଇଏଏମଏସ ଅଧ୍ୟକ୍ଷ ସମ୍ମିଳନୀ ପାଇଁ ଭୁବନେଶ୍ୱରରେ ଯୋଗଦେବେ ୧୮ଟି ରାଜ୍ୟରୁ ୧୫୦ ଜଣ ଶିକ୍ଷାବିତ୍
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

୯ମ ଏଆଇଏଏମଏସ ଅଧ୍ୟକ୍ଷ ସମ୍ମିଳନୀ ପାଇଁ ଭୁବନେଶ୍ୱରରେ ଯୋଗଦେବେ ୧୮ଟି ରାଜ୍ୟରୁ ୧୫୦ ଜଣ ଶିକ୍ଷାବିତ୍

୯ମ ଏଆଇଏଏମଏସ ଅଧ୍ୟକ୍ଷ ସମ୍ମିଳନୀ ପାଇଁ ଭୁବନେଶ୍ୱରରେ ଯୋଗଦେବେ ୧୮ଟି ରାଜ୍ୟରୁ ୧୫୦ ଜଣ ଶିକ୍ଷାବିତ୍ #କଟକ (ଏନ୍‌.ଏମ୍‌.): ଅଲ ଇଣ୍ଡିଆ ଆସୋସିଏସନ୍ ଅଫ୍ ମଣ୍ଟଫୋର୍ଟ ସ୍କୁଲସର ୯ମ ଏଆଇଏଏମଏସ ଅଧ୍ୟକ୍ଷ ସମ୍ମିଳନୀ (ପ୍ରିନ୍ସିପାଲସ କନଫରେନ୍ସ) ଆସନ୍ତା ୧୧ ରୁ ୧୩ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀରେ ଭାରତର ୧୮ଟି ରାଜ୍ୟରୁ ୧୫୦ ଜଣ ଶିକ୍ଷାବିତ୍ ଏକତ୍ରିତ ହେବେ। ଉଦଘାଟନୀ…

୨୭ତମ ଭାରତ ପ୍ରତିଭା ସମ୍ମାନ: ଡକ୍ଟର ଅଚ୍ୟୁତ ସାମନ୍ତ ପାଇବେ ଭାରତ ଗୌରବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

୨୭ତମ ଭାରତ ପ୍ରତିଭା ସମ୍ମାନ: ଡକ୍ଟର ଅଚ୍ୟୁତ ସାମନ୍ତ ପାଇବେ ଭାରତ ଗୌରବ

୨୭ତମ ଭାରତ ପ୍ରତିଭା ସମ୍ମାନ: ଡକ୍ଟର ଅଚ୍ୟୁତ ସାମନ୍ତ ପାଇବେ ଭାରତ ଗୌରବ #କଟକ(ଏନ୍‌.ଏମ୍‌.): ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଭାରତ ମସଲା ପକ୍ଷରୁ ପୂଜ୍ୟପୂଜାର ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖି ୨୭ତମ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲାର ପ୍ରତିଷ୍ଠା ଦିବସ ଆସନ୍ତା ସେପ୍ଟେମ୍ବର ୧୪ତାରିଖ ପଚିତ୍ର ଗଣେଶ ପୂଜା ଅବସରରେ ସ୍ଥାନୀୟ ସହିଦ ଭବନ ପରିସରରେ ଅନୁଷ୍ଠିତ ହେବ। ଏହି ଅବସରରେ ଦେଶର ବିଭିନ୍ନ କ୍ଷେତ୍ରରେ…

ଟେଟ୍ରାହେଡ୍ରନ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନରେ ଗୁରୁପୂଜନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଟେଟ୍ରାହେଡ୍ରନ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନରେ ଗୁରୁପୂଜନ

ଟେଟ୍ରାହେଡ୍ରନ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନରେ ଗୁରୁପୂଜନ ଚୌଦ୍ୱାର (ଏନ୍‌.ଏମ୍‌.): ଗୁରୁଙ୍କ ଆର୍ଶିବାଦ ମିଳିଲେ ଜୀବନର ଚଲାପଥ କୁସୁମିତ ହୋଇ ପଡେ। ଗୁରୁଙ୍କ ଆଦେଶ ପାଳନ କଲେ ସଂସାରରେ ଯଶ ମିଳିଥାଏ ବୋଲି ଓଡ଼ିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଟେଟ୍ରାହେଡ୍ରନ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନରେ ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ। ସ୍ଥାନୀୟ ଟାଙ୍ଗୀ ସ୍ଥତ ଟେଟ୍ରାହେଡେନର ନୂଆ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଟେଟ୍ରାହେଡ୍ରନ କଲେଜ ଅଧ୍ୟକ୍ଷ ତ୍ରିଦେବ…

ଜିଲ୍ଲା ଅବକାରୀ ସିପାହୀ ସଂଘର ନୂତନ କର୍ମକର୍ତ୍ତା ଘୋଷଣା
ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଜିଲ୍ଲା ଅବକାରୀ ସିପାହୀ ସଂଘର ନୂତନ କର୍ମକର୍ତ୍ତା ଘୋଷଣା

ଜିଲ୍ଲା ଅବକାରୀ ସିପାହୀ ସଂଘର ନୂତନ କର୍ମକର୍ତ୍ତା ଘୋଷଣା କଟକ (ଏନ୍‌.ଏମ୍‌.) : କଟକ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲା ଅବକାରୀ ସିପାହୀ ସଂଘ (କଟକ, କେନ୍ଦ୍ରାପଡ଼ା ଓ ଯାଜପୁର)ର ଦ୍ୱିବାର୍ଷିକ ସାଧାରଣ ସଭା ଓ କାର୍ଯ୍ୟନିର୍ବାହୀ ପରିଷଦର କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥରେ କଟକ, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାର ଅବକାରୀ ବିଭାଗର ସିପହୀମାନେ ଯୋଗ ଦେଇଥିଲେ। ସଭାପତି ଭାବେ କଟକର ଆଶିଷ କୁମାର…

ଚୌଦ୍ୱାର ଆମ୍ବିସନ କ୍ଲବରେ ମେଗା ରକ୍ତଦାନ ଶିବିର
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ଚୌଦ୍ୱାର ଆମ୍ବିସନ କ୍ଲବରେ ମେଗା ରକ୍ତଦାନ ଶିବିର

ଚୌଦ୍ୱାର ଆମ୍ବିସନ କ୍ଲବରେ ମେଗା ରକ୍ତଦାନ ଶିବିର ଚୌଦ୍ୱାର (ଏନ୍‌.ଏମ୍‌.): ଚୌଦ୍ୱାର ସ୍ଥିତ ମା’ ବିରଜା କ୍ରିକେଟ କ୍ଲବ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ସ୍ଥାନୀୟ ଓଟିଏମ କଲୋନୀସ୍ଥିତ ଆମ୍ବିସନ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରେଡକ୍ରସର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଏହି ରକ୍ତଦାନ ଶିବିର ପରିଚାଳନା କରାଯାଇଥିଲା। ଏହି ଶିବିରରେ ମୋଟ ୫୫ୟୁନିଟ ରକ୍ତ ସଂଗ୍ରହ ହୋଇଛି। ରକ୍ତଦାନ ଶିବିରକୁ କ୍ରିକେଟ କ୍ଲବର କର୍ମକର୍ତ୍ତାଙ୍କ ସହିତ ଟେଟ୍ରାହେଡନ…

ଚାକିରୀ ନମିଳିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଚାକିରୀ ନମିଳିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ

ଚାକିରୀ ନମିଳିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ #ଭଦ୍ରକ (ଏନ୍‌.ଏମ୍‌.): ବାରମ୍ବାର ଦାବି ଓ ଆନ୍ଦୋଳନ ପରେ ମିଳିଲାନି ଚାକିରୀ । ଶେଷରେ ମାନସିକ ଭାରସାମ୍ୟ ହରାଇ ଯୁବତୀ ଜଣକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ସୂଚନା ଅନୁସାରେ, ତିହିଡ଼ି ବ୍ଲକ୍ ଶ୍ୟାମସୁନ୍ଦରପୁର ଅଞ୍ଚଳର ବିଜୟଲକ୍ଷ୍ମୀ ଦାସ ଅର୍ଲି ଚାଇଲ୍ଡହୁଡ୍ କେୟାର୍ ଏଜୁକେସନ୍ ପାଠ୍ୟକ୍ରମ ଶେଷ କରିଛନ୍ତି।…

କଟକରେ ନିର୍ମାଣ ଶ୍ରମିକଙ୍କ ଆକାଉଣ୍ଟକୁ ଗଲା ଟଙ୍କା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କଟକରେ ନିର୍ମାଣ ଶ୍ରମିକଙ୍କ ଆକାଉଣ୍ଟକୁ ଗଲା ଟଙ୍କା

କଟକରେ ନିର୍ମାଣ ଶ୍ରମିକଙ୍କ ଆକାଉଣ୍ଟକୁ ଗଲା ଟଙ୍କା କଟକ (ଏନ୍‌.ଏମ୍‌.): ନିର୍ମାଣ ଶ୍ରମିକ ମାନଙ୍କ ଆକାଉଣ୍ଟକୁ ଗଲା ୨୬ କୋଟିରୁ ଉର୍ଦ୍ଧ୍ୱ ଟଙ୍କା। କଟକ ଜିଲ୍ଲାରେ ଥିବା ୪ ହଜାର ୪୯ ଜଣ ନିର୍ମାଣ ଶ୍ରମିକଙ୍କୁ ଶ୍ରମ ବିଭାଗ ତରଫରୁ ୨୬ କୋଟି ୨୦ ଲକ୍ଷ ୭୮ ହଜାର ରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ଅର୍ଥ ରାଶି ପ୍ରଦାନ କରାଯାଇଛି। ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ ବିଭାଗ ର…

ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶକୁ ସିଏମସିରେ ଖୁଲମଖୁଲା ଚାଲେଞ୍ଜ : ମେୟର ଓ କମିଶନରଙ୍କୁ ଦାବିପତ୍ର
ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶକୁ ସିଏମସିରେ ଖୁଲମଖୁଲା ଚାଲେଞ୍ଜ : ମେୟର ଓ କମିଶନରଙ୍କୁ ଦାବିପତ୍ର

ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶକୁ ସିଏମସିରେ ଖୁଲମଖୁଲା ଚାଲେଞ୍ଜ : ମେୟର ଓ କମିଶନରଙ୍କୁ ଦାବିପତ୍ର @Cuttack #କଟକ(ଏନ୍‌.ଏମ୍‌.): ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶକୁ ଖୁଲମଖୁଲା ଚାଲେଞ୍ଜ କରୁଛି କଟକ ମହାନଗର ନଗମ (ସି.ଏମ୍‌.ସି)। ଚାକିରୀ ଶେଷ ପରେ ମଧ୍ୟ ବିଭିନ୍ନ ବିଭାଗରେ ଅଧିକାରୀ ଓ କର୍ମଚାରୀଙ୍କୁ ବେଆଇନ ଭାବରେ ପୁନଃ ନିଯୁକ୍ତି ଓ ଥଇଥାନ କରୁଛି ସି.ଏମ୍‌.ସି । ଯାହା ଫଳରେ ବେକାରୀ ଯୁବକ ଯୁବତୀଙ୍କ…

ତଦନ୍ତ ପାଣ୍ଠିକୁ ଲୁଟି ନେଲା ଓଡ଼ିଶା ପୁଲିସ !
ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ତଦନ୍ତ ପାଣ୍ଠିକୁ ଲୁଟି ନେଲା ଓଡ଼ିଶା ପୁଲିସ !

ତଦନ୍ତ ପାଣ୍ଠିକୁ ଲୁଟି ନେଲା ଓଡ଼ିଶା ପୁଲିସ ! ୮ମାସରେ ୨୩କୋଟି ଖର୍ଚ୍ଚ, ପୁଣି ମାଗିଲେ ୧୫୦କୋଟି #Cuttack , କଟକ (ଏନ୍‌.ଏମ୍‌.): ରାଜ୍ୟରେ ଅପରାଧ ଯେତେ ଅଧିକ ହେଉଛି ଓଡ଼ିଶା ପୁଲିସର ଲାଭ ସେତେ ବଢ଼ିଚାଲିଛି। ଏ କଥା ଆମ୍ଭେ କହୁନାହୁଁ କହୁଛନ୍ତି ହଜାର ହଜାର ବୁଦ୍ଧିଜୀବୀ। ରାଜ୍ୟର ସମସ୍ତ ଥାନାରେ ଏଭଳି ସରକାରୀ ଅର୍ଥକୁ ହରିଲୁଟ ଚାଲୁଥିବା ଭଳି ସଂଗୀନ ଅଭିଯୋଗ ଉଠିଛି। ପୁଲିସ ବିଭାଗର ଥିବା…

ପୁଣି ବିବାଦରେ କିଟ ବିଶ୍ୱବିଦ୍ୟାଳୟ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ପୁଣି ବିବାଦରେ କିଟ ବିଶ୍ୱବିଦ୍ୟାଳୟ

ପୁଣି ବିବାଦରେ କିଟ ବିଶ୍ୱବିଦ୍ୟାଳୟ #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ଉଚ୍ଚ ଶିକ୍ଷାର ସଦୃଢ଼ିକରଣ ନିମନ୍ତେ ଦାୟିତ୍ୱ ନେଇଥିବା କିଟି ବିଶ୍ୱବିଦ୍ୟାଳୟ ସବୁବେଳେ ବିବାଦରେ ଛନ୍ଦି ହୋଇ ପଡ଼ୁଛି। ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ହେଉ ବା ପରିଚାଳନାଗତ ତ୍ରୁଟି। ବିଭିନ୍ନ ଘଟଣାକୁ ନେଇ ଏବେ କିଟ ଚର୍ଚ୍ଚାରେ। ଗତ ଫେବ୍ରୁଆରି ୧୬ ତାରିଖରେ ଘଟିଥିବା ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ‘କିଟ୍‌’କୁ ପକ୍ଷଭୁକ୍ତ କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ଏହି ମାମଲାରେ…