ବିକଶିତ ଭାରତର ଅବଧାରଣା ‘ଥାର୍ଡ ୱେ’ ଉପରେ ବୁଦ୍ଧିଜୀବୀ ସମ୍ମିଳନୀ
ବିକଶିତ ଭାରତର ଅବଧାରଣା ‘ଥାର୍ଡ ୱେ’ ଉପରେ ବୁଦ୍ଧିଜୀବୀ ସମ୍ମିଳନୀ @କଟକ (ଏନ୍.ଏମ୍.): ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ସ୍ଥାନୀୟ ଶତାବ୍ଦୀ ଭବନଠାରେ "ବିକାଶର ଭାରତୀୟ ଅବଧାରଣା' ବିଷୟବସ୍ତୁକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ସ୍ୱଦେଶୀ ଜାଗରଣ ମଞ୍ଚର ଓଡିଶା ପୂର୍ବ ପ୍ରାନ୍ତ ବିଚାର ବିଭାଗ ପ୍ରମୁଖ ଡକ୍ଟର ଆଇ.ସୁବ୍ରମଣ୍ୟମ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। "ଦତ୍ତୋପନ୍ଥ ଠେଙ୍ଗଡି ଜୀ ବିଚାର ପ୍ରବାହ'ର ଆବାହକ ଗୋକୁଳାନନ୍ଦ ଜେନା ସ୍ୱାଗତ…

