ଚୌଦ୍ବାର ରୂପଯାତ୍ରା: ସୂଚନା କେନ୍ଦ୍ର ଉଦ୍ଘାଟିତ
ଚୌଦ୍ବାର ରୂପଯାତ୍ରା: ସୂଚନା କେନ୍ଦ୍ର ଉଦ୍ଘାଟିତ ଚୌଦ୍ବାର(ଏନ୍. ଏମ୍): ପାଗର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଚୌଦ୍ବାରର ରୁପଯାତ୍ରା ଆଗେଇ ଚାଲିଛି।ସକାଳୁ ସକାଳୁ କିଛି ସମୟ ପାଇଁ ବର୍ଷା ହୋଇଯାଇଥିବା ବେଳେ ଦିନ ତମାମ ପାଗ କୋହଲା ରହିଥିଲା। ତଥାପି ଆସନ୍ତାକାଲି ରୂପଯାତ୍ରା ମେଲଣ ପଡ଼ିଆକୁ ମଣ୍ଡପରୁ ମେଢ଼ ଗୁଡ଼ିକ ଆସିବାକୁ ଥିବାବେଳେ ଆଜି ଚୌଦ୍ଵର କଟକ ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ପ୍ରଭାତ ରଞ୍ଜନ ବିଶ୍ୱାଳ ପୂଜା…

