ବିଜେଡି ପାଇଁ ଚର୍ଚ୍ଚାରେ ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀ: ନେତୃତ୍ୱ ଶୂନ ହୋଇ ପଡ଼ିବା ପରେ ପ୍ରାର୍ଥୀ ନେଇ ବିଜେଡିର ଚାଲିଛି ଅଙ୍କକଷା
ବିଜେଡି ପାଇଁ ଚର୍ଚ୍ଚାରେ ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀ ନେତୃତ୍ୱ ଶୂନ ହୋଇ ପଡ଼ିବା ପରେ ପ୍ରାର୍ଥୀ ନେଇ ବିଜେଡିର ଚାଲିଛି ଅଙ୍କକଷା @ଚୌଦ୍ୱାର(ଏନ୍.ଏମ୍.): ଏବେ ରାଜ୍ୟର ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ସବୁଠୁ ହିଟ ଲିଷ୍ଟରେ ଅଛି ଚୌଦ୍ୱାରର-କଟକ ନିର୍ବାଚନ ମଣ୍ଡଳୀ। ପୂର୍ବରୁ ଏହି ନିର୍ବାଚନମଣ୍ଡଳୀଟି ଚୌଦ୍ୱାର ନିର୍ବାଚନମଣ୍ଡଳୀ ଥିବାବେଳେ ଏହି ୨୦୦୯ ମସିହାରେ ଏହାର ସୀମା ପରିବର୍ତ୍ତନ କରାଯାଇ ଏହାକୁ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ନାମକରଣ କରାଗଲା। ତେବେ…


