ପବିତ୍ର ଦୂର୍ଗା ପୂଜା ଅବସରରେ କନ୍ୟା ପୂଜନ ନୀତିକୁ ବଂଚାଇ ରଖିଛନ୍ତି ବିଜେପି ନେତା ସନ୍ତୋଷ
ପବିତ୍ର ଦୂର୍ଗା ପୂଜା ଅବସରରେ କନ୍ୟା ପୂଜନ ନୀତିକୁ ବଂଚାଇ ରଖିଛନ୍ତି ବିଜେପି ନେତା ସନ୍ତୋଷ @ଚୌଦ୍ୱାର(ଏନ୍.ଏମ୍.): ପୁରପଲ୍ଲୀ ଠାରୁ ସହର ବଜାର ପର୍ଯ୍ୟନ୍ତ ଏବେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନାରେ ଉଚ୍ଛୁଳି ପଡ଼ୁଛି ଗଗନ ପବନ । ବ୍ରାହ୍ମଣମାନଙ୍କ ମନ୍ତ୍ରଧ୍ୱନୀରେ ମୁଖରିତ ହୋଇପଡ଼ୁଛି ପୂଜାମଣ୍ଡପ । ଶରତର ସୁକୁମାରୀ ଶିଶିରର ସ୍ପର୍ଷରେ ମା’ ଆସିଛନ୍ତି ଧରାପୃଷ୍ଠକୁ । ଏହି ଅବସରରେ ପବିତ୍ର ତପ ଷଷ୍ଠୀ ଠାରୁ ଆରମ୍ଭ ହୋଇଛି ମା’ଙ୍କ…

