ଜାମିନ ପାଇଁ ହାଇକୋର୍ଟରେ ଚୌଦ୍ୱାର ଜେଲ ପୂର୍ବତନ ଅଧୀକ୍ଷକ ସୁଜିତ ରାଉଳ
ଜାମିନ ପାଇଁ ହାଇକୋର୍ଟରେ ଚୌଦ୍ୱାର ଜେଲ ପୂର୍ବତନ ଅଧୀକ୍ଷକ ସୁଜିତ ରାଉଳ @କଟକ(ଏନ୍.ଏମ୍.): ଚୌଦ୍ୱାର ଜେଲ୍ ମଣ୍ଡଳ କାରାଗାରର ପୂର୍ବତନ ଜେଲ ଅଧିକ୍ଷକ ସୁଜିତ ରାଉଳ ଏବେ ଜେଲରେ ଥିବାବେଳେ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସମ୍ପ୍ରତି ଶ୍ରୀ ରାଉଳଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କୁ କଟକ ବଡ଼ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଏବେ ସେ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚିକିତ୍ସିତ ଅଛନ୍ତି। ସୂଚନା ଅନୁଯାୟୀ ଚୌଦ୍ୱାର କାରାଗାରରୁ ଗତ…

