ଦୀର୍ଘ ୮ବର୍ଷ ପରେ ପୁଣି କଲେଜ ନିର୍ବାଚନ: ନେତୃତ୍ୱରେ ଏବିଭିପି ଆଗରେ
ଦୀର୍ଘ ୮ବର୍ଷ ପରେ ପୁଣି କଲେଜ ନିର୍ବାଚନ: ନେତୃତ୍ୱରେ ଏବିଭିପି ଆଗରେ @କଟକ (ଏନ୍.ଏମ୍.): ଦୀର୍ଘ ୮ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ। ଏଥିପାଇଁ ସମସ୍ତ ଡିଗ୍ରୀ କଲେଜମାନଙ୍କରେ ଉତ୍ସାହ ଉଦ୍ଦିପନା ଦେଖିବାକୁ ମିଳିଛି। ଛାତ୍ରଛାତ୍ରୀମାନଙ୍କ ମନରେ ପୁଣି ଜାଗ୍ରତ ହୋଇଛି ଛାତ୍ର ନେତା ହେବାର ଆଶା। ଦୀର୍ଘ ୮ବର୍ଷ ତଳେ ତତ୍କାଳୀନ ସରକାର ଛାତ୍ର ସଂସଦ ନିର୍ବାଚନକୁ ସମ୍ଭାଳିବାରେ ଅକ୍ଷମ ହେବା ଫଳରେ ସମଗ୍ର ରାଜ୍ୟରେ ଏହାକୁ ବନ୍ଦ…


