ଚୌଦ୍ବାର ଛାତ୍ର ସଂସଦ ନିର୍ବାଚନରେ ଜିତିଲା ବିସିଜେଡି 
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଚୌଦ୍ବାର ଛାତ୍ର ସଂସଦ ନିର୍ବାଚନରେ ଜିତିଲା ବିସିଜେଡି 

ଚୌଦ୍ବାର ଛାତ୍ର ସଂସଦ ନିର୍ବାଚନରେ ଜିତିଲା ବିସିଜେଡି  @ଚୌଦ୍ବାର(ଏନ.ଏମ୍): ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଛି ଚୌଦ୍ବାର ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ।ଏହି ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ ବାଜିମାତ୍ କରିଛି। ତୃତୀୟ ସ୍ଥାନୀୟ ଶ୍ରମିକ ସଂଗଠନ ରହିଥିବା ବେଳେ ଏବିଭିପି ଦ୍ଵିତୀୟ ସ୍ଥାନରେ ରହିଛି। ଏହି ନିର୍ବାଚନରେ ପ୍ରେସିଡେଣ୍ଟ ଭାବେ କେ ବି ସ୍ୱାତିସୋମାଲିନି ସ୍ୱାଇଁ ୪୨୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି।ସେହିଭଳି ସାଧାରଣ ସଂପାଦକ…