ଚୌଦ୍ୱାର ଛାତ୍ରସଂସଦ ନିର୍ବାଚନ: ଜମୁଛି ଏବିଭିପିର ସମର୍ଥନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଚୌଦ୍ୱାର ଛାତ୍ରସଂସଦ ନିର୍ବାଚନ: ଜମୁଛି ଏବିଭିପିର ସମର୍ଥନ

ଚୌଦ୍ୱାର ଛାତ୍ରସଂସଦ ନିର୍ବାଚନ: ଜମୁଛି ଏବିଭିପିର ସମର୍ଥନ @ଚୌଦ୍ୱାର(ଏନ୍‌.ଏମ୍‌.): ରାଜ୍ୟରେ ଦୀର୍ଘ ୮ ବର୍ଷ ପରେ ହେଉଛି ଛାତ୍ରସଂସଦ ନିର୍ବାଚନ। ଏଥିପାଇଁ ସମସ୍ତ ମହାବିଦ୍ୟାଳୟରେ ଦେଖିବାକୁ ମିଳିଛି ଉତ୍ସାହ। ଚୌଦ୍ୱାର ମହାବିଦ୍ୟାଳୟରେ ଏବିଭିପି ଓ ବିଜୁ ଛାତ୍ରଜନତା ଦଳ ମଧ୍ୟରେ ହେଉଛି ପ୍ରତିଦ୍ୱନ୍ଦିତା। ତେବେ ଏହି ପ୍ରତିଦ୍ୱନ୍ଦିତାରେ ଏବିଭିପି ଆଗରେ ରହିଥିବା ଦେଖିବାକୁ ମିଳିଛି। କଲେଜରେ ଏବିଭିପିଙ୍କ ପାଇଁ ଛାତ୍ର ସମର୍ଥନ ବଢ଼ୁଥିବାବେଳେ ଏହାକୁ ଆଗକୁ ନେବା ପାଇଁ ବିଜେପି…