ସଂଜୀବନ ପୁସ୍ତକ ଉନ୍ମୋଚନ
ସଂଜୀବନ ପୁସ୍ତକ ଉନ୍ମୋଚନ ଚୌଦ୍ଵାର,(ଏନ.ଏମ): ସ୍ଥାନୀୟ ଆଶ୍ରିବାଦ ଭବନରେ ଆୟୋଜିତ ସଂଜିବନ ପତ୍ରିକାର ଉନ୍ମୋଚନ ଉସ୍କ୍ୟବରେ ମୁଖ୍ୟ ବକ୍ତା ଭାବେ ଉତ୍କଳ ସାହିତ୍ୟ ସମାଜ ସାଧାରଣ ସମ୍ପାଦକ ଆଇନଜୀବୀ ରାଜୀବ ଷଡ଼ଙ୍ଗୀ ଯୋଗ ଦେଇ ଚୌଦ୍ୱାର ଏକ ଐତିହାସିକ କିମ୍ବଦନ୍ତୀ ର ଅଞ୍ଚଳ ମହାନଦୀ ଓ ବିରୂପାର ସଂଯୋଗ ସ୍ଥଳୀ ରେ ଗଢ଼ି ଉଠିଛି ଏହି ଚୌଦ୍ଵାର ଯାହା କଳା, ସାହିତ୍ୟ ଓ ସଂସ୍କୃତି କୁ ସମୃଦ୍ଧ କରିପାରିଛି ।…

