ଅବକାରୀ ବିଭାଗର ଚଢ଼ାଉ ଦେଶୀ ମଦ ଜବତ, ୩ ଗିରଫ 
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଅବକାରୀ ବିଭାଗର ଚଢ଼ାଉ ଦେଶୀ ମଦ ଜବତ, ୩ ଗିରଫ 

ଅବକାରୀ ବିଭାଗର ଚଢ଼ାଉ ଦେଶୀ ମଦ ଜବତ, ୩ ଗିରଫ  ଚୌଦ୍ୱାର (ଏନ୍ଏମ୍): ଚୌଦ୍ୱାର ଥାନା ଅଞ୍ଚଳରେ କଟକ ଅବକାରୀ ମୋବାଇଲ ୟୁନିଟ ପକ୍ଷରୁ ବୁଧବାର ତିନୋଟି ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି। ଏଥିରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ସୂଚନା ଅନୁଯାୟୀ, ଚାରିଘରିଆ ନର୍ସିଂକଲେଜ ନିକଟରୁ ରାହୁଲ କୁମାର ମଲ୍ଲିକ (୧୯) ଓଟିଏମ୍ କଲୋନୀ ଅଞ୍ଚଳରୁ ଆଶିଷ ମଲ୍ଲିକ (୨୭)ଏବଂ ମୁଣ୍ଡମାଳ…