ରୋଟାରୀ ଅଭିନବ ପକ୍ଷରୁ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା
ରୋଟାରୀ ଅଭିନବ ପକ୍ଷରୁ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା @କଟକ(ଏନ.ଏମ୍): ଗୁରୁ ହିଁ ଜୀବନର ପଥ ପ୍ରଦର୍ଶକ।ଗୁରୁ କେବଳ ଶିକ୍ଷା ଦେଇନଥାନ୍ତି ବରଂ ଶୈକ୍ଷିକ, ଚାରିତ୍ରିକ ଓ ବୈଦ୍ଧିକ ବିକାଶ ପାଇଁ ମାର୍ଗ ଉନ୍ମୁକ୍ତ କରିଥାନ୍ତି। ତେଣୁ ମାନବ ଭିତରେ ମାନବିକତା ଗଠନ ଶ୍ରେୟ ଗୁରୁଙ୍କ ଠାରେ ରହିଛି ବୋଲି ସ୍ଥାନୀୟ ସିଡିଏ ସେକ୍ଟର ୬ ସ୍ଥିତ ଟାସ୍କବାର ଆସୋସେଶନ ପ୍ରେକ୍ଷାଳୟ ପରିସରରେ ରୋଟାରୀ କ୍ଲବ୍ ଅଫ୍ କଟକ ଅଭିନବ ପକ୍ଷରୁ ଆୟୋଜିତ…

