ଜାତୀୟ କୁଡୋ ପ୍ରତିଯୋଗିତାରେ ଓଡ଼ିଶାକୁ ୪୯ ପଦକ

ଜାତୀୟ କୁଡୋ ପ୍ରତିଯୋଗିତାରେ ଓଡ଼ିଶାକୁ ୪୯ ପଦକ କଟକ(ଏନ୍‌.ଏମ୍‌.): ଗୁଜରାଟର ଅହମ୍ମଦାବାଦଠାରେ ନଭେମ୍ବର ୧୩ରୁ ୧୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ୧୭ତମ ଜାତୀୟ କୁଡୋ ପ୍ରତିଯୋଗିତା, ୧୮ତମ ଅକ୍ଷୟ କୁମାର ଆନ୍ତର୍ଜାତିକ କୁଡୋ ଚାମ୍ପିୟନସିପ୍ ଏବଂ ୭ମ ଫେଡେରେସନ୍ କପ୍‌ରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି। କୁଡୋ ଓଡ଼ିଶାର ସହ ସମ୍ପାଦକ ତଥା ରାଜ୍ୟ ମୁଖ୍ୟ ପ୍ରଶିକ୍ଷକ ସିହାନ୍ ନିତାଇ ଶଙ୍କର ଗୁଇଁଙ୍କ ନେତୃତ୍ୱରେ ରାଜ୍ୟରୁ ମୋଟ ୪୪…