ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଅକଭାନ୍’: ଗୋପାଳପୁର ନିକଟରେ ହୋଇପାରେ ଲ୍ୟାଣ୍ଡଫଲ, ୬ ଜିଲ୍ଲାକୁ ରେଡ୍ ଆଲର୍ଟ
ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଅକଭାନ୍’: ଗୋପାଳପୁର ନିକଟରେ ହୋଇପାରେ ଲ୍ୟାଣ୍ଡଫଲ, ୬ ଜିଲ୍ଲାକୁ ରେଡ୍ ଆଲର୍ଟ @ଭୁବନେଶ୍ୱର(ଏନ୍.ଏମ୍.): ଏବେ ସମୟକ୍ରମେ ମୋଡ଼ ବଦଳାଇଛି ସାମୁଦ୍ରିକ ଝଡ଼ ‘ଅକଭାନ୍’। ସମୁଦ୍ର ଭିତରେ ଏହି ଝଡ଼ ଅଧିକ ପ୍ରଭାବଶାଳୀ ହେବା ସହ ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ିଆସୁଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ନରସାପୁରରୁ ପୁରୀ ମଧ୍ୟରେ, ବିଶେଷକରି ଗୋପାଳପୁର ନିକଟରେ ବାତ୍ୟା ସ୍ଥଳଭାଗ ଛୁଇଁବାର…



