ପୁଣି ସମୁଦ୍ରରେ ଘୁର୍ଣ୍ଣିବଳୟ ଆସୁଛି ବଡ଼ ବର୍ଷା, ନେଇପାରେ ବାତ୍ୟାର ରୂପ !
ପୁଣି ସମୁଦ୍ରରେ ଘୁର୍ଣ୍ଣିବଳୟ ଆସୁଛି ବଡ଼ ବର୍ଷା, ନେଇପାରେ ବାତ୍ୟାର ରୂପ ! @ଭୁବନେଶ୍ୱର (ଏନ୍.ଏମ୍.) : ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ଆସନ୍ତା ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୧୪ ତାରିଖ ସୁଦ୍ଧା ସୁଦୃଶ୍ୟ ଲଘୁଚାପ ଏବଂ ୧୫ ତାରିଖ ବେଳକୁ ଅବପାତର ରୂପ ନେବା ସମ୍ଭାବନା…

