ଚଳିତ ବର୍ଷ ଐତିହାସିକ ବାଲିଯାତ୍ରା ଉଦ୍ଘାଟନ କରିବେ ରାଷ୍ଟ୍ରପତି
ଚଳିତ ବର୍ଷ ଐତିହାସିକ ବାଲିଯାତ୍ରା ଉଦ୍ଘାଟନ କରିବେ ରାଷ୍ଟ୍ରପତି କଡ଼ା ସୁରକ୍ଷା, ପଡ଼ିଆରେ ରହିବେ ୧୦୦ ପ୍ଲାଟୁନ୍ ଫୋର୍ସ @କଟକ(ଏନ୍.ଏମ୍.): କଟକର ଐତିହାସିକ ବାଲିଯାତ୍ରା ଆଉଏକ ଇତିହାସ ଯୋଡ଼ୁଛି। ଚଳିତ ବର୍ଷ ଏହି ବାଲିଯାତ୍ରାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ଘାଟନ କରିବେ। ମହାମହିମଙ୍କ ଗସ୍ତରେ ସୁରକ୍ଷାକୁ ନେଇ ରାଜ୍ୟ ପୁଲିସ ପକ୍ଷରୁ କଡ଼ା ବ୍ୟବସ୍ଥା କରାଯାଉଛି। ରାଷ୍ଟ୍ରପତି ପଡ଼ିଆରେ ଉପସ୍ଥିତ ରହିବା ସମୟରେ ପ୍ରାୟ ୧୦୦ ପ୍ଲାଟୁନ୍ ଫୋର୍ସ ନିୟୋଜିତ…


