୨୭ରୁ ବିଶ୍ୱଶାନ୍ତି ମହାଯଜ୍ଞ
୨୭ରୁ ବିଶ୍ୱଶାନ୍ତି ମହାଯଜ୍ଞ ମାହାଙ୍ଗା(ଏନ୍.ଏମ୍.): କଟକ ଜିଲ୍ଲା ମାହାଙ୍ଗା ବ୍ଲକ ମଉଦା ଗ୍ରାମର ଅନନ୍ତଗୋପାଳ ଆଶ୍ରମ (ଛୁଆବାବା ମଠ)ରେ ଆସନ୍ତା ୨୭ରୁ ହେବ ବିଶ୍ୱଶାନ୍ତି ମହାଯଜ୍ଞ। ନବନିର୍ମିତ ଅନନ୍ତ ଗୋପାଳଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଲାଗି ବିଶ୍ୱଶାନ୍ତି ମହାଯଜ୍ଞ କରାଯିବ। ଏନେଇ ୨୭ ତାରିଖରେ ଅଙ୍କୁରାରୋପଣ, ୨୮…