ବିଜେଡି ପାଇଁ ଚର୍ଚ୍ଚାରେ ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀ: ନେତୃତ୍ୱ ଶୂନ ହୋଇ ପଡ଼ିବା ପରେ ପ୍ରାର୍ଥୀ ନେଇ ବିଜେଡିର ଚାଲିଛି ଅଙ୍କକଷା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିଜେଡି ପାଇଁ ଚର୍ଚ୍ଚାରେ ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀ: ନେତୃତ୍ୱ ଶୂନ ହୋଇ ପଡ଼ିବା ପରେ ପ୍ରାର୍ଥୀ ନେଇ ବିଜେଡିର ଚାଲିଛି ଅଙ୍କକଷା

ବିଜେଡି ପାଇଁ ଚର୍ଚ୍ଚାରେ ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀ ନେତୃତ୍ୱ ଶୂନ ହୋଇ ପଡ଼ିବା ପରେ ପ୍ରାର୍ଥୀ ନେଇ ବିଜେଡିର ଚାଲିଛି ଅଙ୍କକଷା @ଚୌଦ୍ୱାର(ଏନ୍‌.ଏମ୍‌.): ଏବେ ରାଜ୍ୟର ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ସବୁଠୁ ହିଟ ଲିଷ୍ଟରେ ଅଛି ଚୌଦ୍ୱାରର-କଟକ ନିର୍ବାଚନ ମଣ୍ଡଳୀ। ପୂର୍ବରୁ ଏହି ନିର୍ବାଚନମଣ୍ଡଳୀଟି ଚୌଦ୍ୱାର ନିର୍ବାଚନମଣ୍ଡଳୀ ଥିବାବେଳେ ଏହି ୨୦୦୯ ମସିହାରେ ଏହାର ସୀମା ପରିବର୍ତ୍ତନ କରାଯାଇ ଏହାକୁ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ନାମକରଣ କରାଗଲା। ତେବେ…

୫ ଟଙ୍କା ବଢିଲା ପେଟ୍ରୋଲ, ଡିଜେଲ୍ ଦାମ୍ ବି ବୃଦ୍ଧି
Slider ଦେଶ ବିଦେଶ ପପୁଲାର ନିଓଜ ବାଣିଜ୍ୟ ବ୍ରେକିଙ୍ଗ ନିଉଜ

୫ ଟଙ୍କା ବଢିଲା ପେଟ୍ରୋଲ, ଡିଜେଲ୍ ଦାମ୍ ବି ବୃଦ୍ଧି

୫ ଟଙ୍କା ବଢିଲା ପେଟ୍ରୋଲ, ଡିଜେଲ୍ ଦାମ୍ ବି ବୃଦ୍ଧି @ନୂଆଦିଲ୍ଲୀ(ଏନ୍‌.ଏମ୍‌.): ବିଶ୍ୱ ଉତ୍ତେଜନା ମଧ୍ୟରେ ଭାରତରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇବା ଆରମ୍ଭ କରିଛି। ଭାରତର ସର୍ବବୃହତ ଘରୋଇ ଇନ୍ଧନ ଖୁଚୁରା କମ୍ପାନୀ ନାୟାରା ଏନର୍ଜି ପେଟ୍ରୋଲର ମୂଲ୍ୟ ଲିଟର ପିଛା ୫ ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୩ ଟଙ୍କା ବୃଦ୍ଧି କରିଛି। ବିଶ୍ୱ ସ୍ତରରେ ଶକ୍ତି ମୂଲ୍ୟ ବୃଦ୍ଧି ଯୋଗୁଁ…

ଗାନ୍ଧୀଥିଲେ ସବଳ, ଅହିଂସାର ପ୍ରଚାରକ: ଡଃ ମହତାବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଗାନ୍ଧୀଥିଲେ ସବଳ, ଅହିଂସାର ପ୍ରଚାରକ: ଡଃ ମହତାବ

ଗାନ୍ଧୀଥିଲେ ସବଳ, ଅହିଂସାର ପ୍ରଚାରକ: ଡଃ ମହତାବ @କଟକ(ଏନ୍‌.ଏମ୍‌.): ସବଳ ଅହିଂସାର ପ୍ରଚାରକ ବୋଲି ଐତିହାସିକ ସ୍ୱରାଜ ଆଶ୍ରମରେ କେନ୍ଦ୍ରାଞ୍ଚଳ ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ପକ୍ଷରୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବେ କଟକ ଲୋକସଭା ସାଂସଦ ଡ. ଭର୍ତ୍ତୃହରି ମହତାବ ଯୋଗଦେଇ ଗାନ୍ଧିଜୀ ସବଳ ଅହିଂସାର ପ୍ରଚାରକ ବୋଲି କହିଥିଲେ। ସ୍ୱରାଜ ଆଶ୍ରମ ସ୍ୱାଧୀନତା ସଂଗ୍ରାମୀଙ୍କ ଏକ…

ଜ୍ଞାନେସ କୁମାରଙ୍କ ଇସ୍ତଫା ଓ ଗିରଫ ଦାବିରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଜ୍ଞାନେସ କୁମାରଙ୍କ ଇସ୍ତଫା ଓ ଗିରଫ ଦାବିରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର

ଜ୍ଞାନେସ କୁମାରଙ୍କ ଇସ୍ତଫା ଓ ଗିରଫ ଦାବିରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର @ଚୌଦ୍ୱାର (ଏନ୍‌.ଏମ୍‌.): ଶ୍ରମିକ ପରିବାର ଯୁବକ ସଂଘ ତରଫରୁ ଜାତିର ଜନକ ମାହାତ୍ମା ଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଚୌଦ୍ୱାର ଓ.ଟି.ଏମ୍‌. କଲୋନୀସ୍ଥିତ ସଂଘ କାର୍ଯ୍ୟାଳୟରେ ପାଳନ କରାଯିବା ପରେ ଭାରତର ମୁଖ୍ୟ ନିର୍ବାଚନ କମିଶନରଙ୍କ ଜ୍ଞାନେସ୍ କୁମାରଙ୍କ ଇସ୍ତଫା ଓ ଗିରଫ ଦାବିରେ ସଂଘ ସଭାପତି ତଥା ଆଇନ୍‌ଜୀବୀ କୈଳାସ ଚନ୍ଦ୍ର…

ଚୌଦ୍ୱାରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଚୌଦ୍ୱାରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ଚୌଦ୍ୱାରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ @ଚୌଦ୍ୱାର(ଏନ୍‌.ଏମ୍‌.): ଆଜି ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ। ୧୮୬୯ ମସିହା ଆଜିର ଦିନରେ ଜାତୀର ପିତା ମହାତ୍ମାଗାନ୍ଧୀ ଜନ୍ମଗ୍ରହଣ କରିଥିଲେ। ସେହିଭଳି ୧୯୦୪ ମସିହା ଆଜିର ତାରିଖରେ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାନ୍ତ୍ରୀ ମଧ୍ୟ ଜନ୍ମଗ୍ରହଣ କରିଥିଲେ। ତେଣୁ ଆଜିର ଦିନକୁ ଅଂହିସାର ଦିନ ଭାବେ ଗ୍ରହଣ କରାଯାଏ। ଏହି ଅବସରରେ ଚୌଦ୍ୱାର ହିଙ୍ଗୁଳାଇ ରୋଡ ସ୍ଥିତ ବିବେକାନନ୍ଦ ଶିକ୍ଷା…