ଦୀର୍ଘ ୮ବର୍ଷ ପରେ ହେବ ନିର୍ବାଚନ: ଏବେ ସରଗରମ ହୋଇଛି ଚୌଦ୍ୱାର ମହାବିଦ୍ୟାଳୟ
ଦୀର୍ଘ ୮ବର୍ଷ ପରେ ହେବ ନିର୍ବାଚନ: ଏବେ ସରଗରମ ହୋଇଛି ଚୌଦ୍ୱାର ମହାବିଦ୍ୟାଳୟ ଚୌଦ୍ୱାର (ଏନ୍.ଏମ୍.): ଦୀର୍ଘ ୮ବର୍ଷ ପରେ ପୁଣି ହେବ ଛାତ୍ର ସଂସଦ ନିର୍ବାଚନ। ଏଥିପାଇଁ ବିଭିନ୍ନ କଲେଜରେ ଦେଖିବାକୁ ମିଳିଛି ନୂତନ ଉଦ୍ଦିପନା। ରାଜ୍ୟର ସମସ୍ତ ସରକାରୀ, ସ୍ୱୟଂଶାସିତ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜ ସମେତ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ୨୦୨୬-୨୭ଶିକ୍ଷାବର୍ଷ ପାଇଁ ଏହି ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏ ନେଇ ଆଜି ଅର୍ଥାତ…




















