ଚୌଦ୍ୱାରରେ ୧୨ଟି ଏଲପିଜି ସିଲିଣ୍ଡର ଓ ୧ଟି ପଲସର ଜବତ, ଜଣେ ଗିରଫ

ଚୌଦ୍ୱାରରେ ୧୨ଟି ଏଲପିଜି ସିଲିଣ୍ଡର ଓ ୧ଟି ପଲସର ଜବତ, ଜଣେ ଗିରଫ ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଓ ଜଗତପୁର ଅଞ୍ଚଳରେ ଗ୍ୟାସ୍ ସିଲିଣ୍ଡର ଚୋରି ରାକେଟ୍‌ର ପର୍ଦ୍ଦାଫାସ୍ କରିଛି ଚୌଦ୍ୱାର ପୁଲିସ। ସିଲିଣ୍ଡର ଚୋରି ଅଭିଯୋଗରେ ଟୁଙ୍ଗା ଓରଫ ସନ୍ତୋଷ ବାରିକ (୨୪)କୁ ଗିରଫ କରାଯାଇଛି। ତେବେ ଟୁଙ୍ଗା ଠାରୁ ୧୨ଟି ସିଲିଣ୍ଡର ଓ ପଲସର ବାଇକ୍ ଜବତ ହୋଇଛି। ସୂଚନା ଯୋଗ୍ୟ ଯେ, ଗତ ୫ତାରିଖରେ ଗାନ୍ଧୀଛକସ୍ଥିତ ଗ୍ୟାସ୍ ଏଜେନ୍ସିର ଡେଲିଭରି ଗାଡ଼ିରୁ ଗୋଟିଏ ସିଲିଣ୍ଡର…

Read More