ମୋବାଇଲ୍ ଚୋରି ସନ୍ଦେହରେ ଥାନାରେ ଅଟକ ଦୁଇ ଯୁବକ
ମୋବାଇଲ୍ ଚୋରି ସନ୍ଦେହରେ ଥାନାରେ ଅଟକ ଦୁଇ ଯୁବକ ବସ୍ତା(ଏନ୍.ଏମ୍.): ଏବେ ବିଭିନ୍ନ ଉପାୟରେ ଦୁବୃର୍ତ୍ତମାନେ ଚୋରି କରିବାରେ ଲାଗିପଡ଼ିଛନ୍ତି। ଏପରିକି ଫେରି କରିବା ବାହାନାରେ ଦୁବୃର୍ତ୍ତମାନେ ଲୋକଙ୍କ ଠା ଠିକଣା ଜାଣି ଚୋରି କରୁଛନ୍ତି ବୋଲି ଅଭିଯୋଗ ମଧ୍ୟ ଉଠୁଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର…


