ଟେଟ୍ରାହେଡ୍ରନ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନରେ ଗୁରୁପୂଜନ
ଟେଟ୍ରାହେଡ୍ରନ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନରେ ଗୁରୁପୂଜନ ଚୌଦ୍ୱାର (ଏନ୍.ଏମ୍.): ଗୁରୁଙ୍କ ଆର୍ଶିବାଦ ମିଳିଲେ ଜୀବନର ଚଲାପଥ କୁସୁମିତ ହୋଇ ପଡେ। ଗୁରୁଙ୍କ ଆଦେଶ ପାଳନ କଲେ ସଂସାରରେ ଯଶ ମିଳିଥାଏ ବୋଲି ଓଡ଼ିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଟେଟ୍ରାହେଡ୍ରନ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନରେ ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ। ସ୍ଥାନୀୟ…

