‘ସ୍ୱାଧୀନ ଭାବେ ଲଢ଼ିବି, ଜିତିଲେ ବିଜେପିରେ ଯୋଗଦେବି’: ମହାମେଘ ବାହନ
‘ସ୍ୱାଧୀନ ଭାବେ ଲଢ଼ିବି, ଜିତିଲେ ବିଜେପିରେ ଯୋଗଦେବି’: ମହାମେଘ ବାହନ #ବାଲେଶ୍ୱର(ଏନ୍.ଏମ୍.): ବିଜେପି ପକ୍ଷରୁ ଓଡ଼ିଶା ରାଜ୍ୟ ପାଇଁ ବିଭିନ୍ନ ଆସନରୁ ପ୍ରାର୍ଥୀତ୍ୱ ନାମ ଘୋଷଣା କରାଯିବା ପରେ କିଛି ଆଗଧାଡ଼ିର କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ବାରିହୋଇ ପଡ଼ୁଛି । ବିଜେପି ପକ୍ଷରୁ ଲୋକସଭା ନିର୍ବାଚନ ନିମନ୍ତେ ପଞ୍ଚମ…


