ଚୌଦ୍ୱାରରେ ଇମ୍ଫାର ୬୫ତମ ପ୍ରତିଷ୍ଠା ଦିବସ
Slider Uncategorized ପପୁଲାର ନିଓଜ ବାଣିଜ୍ୟ ରାଜ୍ୟ

ଚୌଦ୍ୱାରରେ ଇମ୍ଫାର ୬୫ତମ ପ୍ରତିଷ୍ଠା ଦିବସ

ଚୌଦ୍ୱାରରେ ଇମ୍ଫାର ୬୫ତମ ପ୍ରତିଷ୍ଠା ଦିବସ @ଚୌଦ୍ୱାର(ଏନ୍ଏମ୍): ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ ଲିମିଟେଡ୍ (ଇମ୍ଫା), ଚୌଦ୍ୱାର ୟୁନିଟ୍ ପକ୍ଷରୁ ଗତ ନଭେମ୍ବର ୨୬ ତାରିଖ ସନ୍ଧ୍ୟାରେ କମ୍ପାନୀର ୬୫ତମ ପ୍ରତିଷ୍ଠା ଏବଂ ଇମ୍ଫାର ପ୍ରତିଷ୍ଠାତା ସ୍ୱର୍ଗତ ଡଃ ବଂଶୀଧର ପଣ୍ଡାଙ୍କ ୯୪ତମ ଜନ୍ମବାର୍ଷିକୀ ପାଳିତ ହୋଇଯାଇଛି। ଇମ୍ଫା ଚୌଦ୍ବାରର ଉପସଭାପତି ବିନୟ ଅଗ୍ରୱାଲଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ଇମ୍ଫାର ପୂର୍ଣକାଳୀନ ନିର୍ଦ୍ଦେଶକ ତଥା ସିଓଓ ବିଜୟାନନ୍ଦ ମହାପାତ୍ର…