କଟକ ବାଲିଯାତ୍ରାରୁ ରାଷ୍ଟ୍ରପତିଙ୍କ ଆହ୍ୱାନ: ଅତୀତରୁ ପ୍ରେରଣା ନେଇ ବର୍ତ୍ତମାନ ଗଢ଼, ଭବିଷ୍ୟତକୁ କର ଉଜ୍ଜ୍ୱଳ
କଟକ ବାଲିଯାତ୍ରାରୁ ରାଷ୍ଟ୍ରପତିଙ୍କ ଆହ୍ୱାନ: ଅତୀତରୁ ପ୍ରେରଣା ନେଇ ବର୍ତ୍ତମାନ ଗଢ଼, ଭବିଷ୍ୟତକୁ କର ଉଜ୍ଜ୍ୱଳ କଟକ ପାଇଁ ଦୁଇଟି ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ @କଟକ(ଏନ୍.ଏମ୍.): କଟକର ଐତିହାସିକ ବାଲିଯାତ୍ରା କେବଳ ଇତିହାସର ରୋମନ୍ଥନ କରୁନାହିଁ ବରଂ ନୂତନ ଜୀବନ ଜୀବିକା ପାଇଁ ବଡ଼ ଆଶା ମଧ୍ୟ ସୃଷ୍ଟି କରିଛି। ଚଳିତ ବର୍ଷ ଏହି ଐତିହାସିକ ବାଲିଯାତ୍ରାରେ ଇତିହାସର ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି। ଏହି ବାଲିଯାତ୍ରାକୁ…

