ପାଲା ଗାୟକ ବୀରବର ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି
ପାଲା ଗାୟକ ବୀରବର ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି #ଚୌଦ୍ୱାର (ଏନ୍.ଏମ୍.): ପାଲା ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଜୀବନବ୍ୟାପୀ ସାଧନା କରୁଥିବା ବିଶିଷ୍ଟ ପାଲା ଗାୟକ ବୀରବର ପାତ୍ର ଆଉ ନାହାନ୍ତି। ନିରବୀ ଯାଇଛି ତାଙ୍କର ସୁଲଳିତ କଣ୍ଠର ବିଭିନ୍ନ ପୁରାଣ ଶାସ୍ତ୍ରର ଉପମା ଆଉ ଅଳଙ୍କାର। ସେ ପାଲଟି ଯାଇଛନ୍ତି ଅଫେରା ପଥର ପଥିକ। ତେବେ ସ୍ୱର୍ଗତ ପାତ୍ର ପାଲା ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ନିରନ୍ତର କାର୍ଯ୍ୟକରି ରାଜ୍ୟପାଳଙ୍କ…




















