ଯୋରନ୍ଦା ମହିମା ପୀଠର ରୂପାନ୍ତର ଓ ସୌନ୍ଦର୍ଯ୍ୟକରଣ ପାଇଁ ଭୂମିପୂଜନ: ଖର୍ଚ୍ଚ ହେବ ୧୧୨ କୋଟି, ୩ ବର୍ଷରେ କାମ ସରିବ
ଯୋରନ୍ଦା ମହିମା ପୀଠର ରୂପାନ୍ତର ଓ ସୌନ୍ଦର୍ଯ୍ୟକରଣ ପାଇଁ ଭୂମିପୂଜନ: ଖର୍ଚ୍ଚ ହେବ ୧୧୨ କୋଟି, ୩ ବର୍ଷରେ କାମ ସରିବ ଭାରତର ଆଧ୍ୟାତ୍ମିକ ପର୍ଯ୍ୟଟନ ମାନଚିତ୍ରରେ ଯୋରନ୍ଦା ଏକ ପ୍ରମୁଖ ପୀଠ ଭାବରେ ପରିଗଣିତ ହେବ- ମୁଖ୍ୟମନ୍ତ୍ରୀ [caption id="attachment_11863" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର/ଢେଙ୍କାନାଳ(ଏନ୍.ଏମ୍.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ପ୍ରସିଦ୍ଧ ମହିମା ପୀଠ ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଠାରେ ଉପାସନା ପୀଠ…




















