ଆଖିଧରା ରୋଗ ଓ ଚିକିତ୍ସା ନେଇ ସଚେତନତା ଶିବିର
ଆଖିଧରା ରୋଗ ଓ ଚିକିତ୍ସା ନେଇ ସଚେତନତା ଶିବିର [caption id="attachment_10141" align="alignnone" width="300"] News by Umakanta Jena (Cuttack)[/caption] #କଟକ(ଏନ୍.ଏମ୍.): ସମ୍ପ୍ରତି ରାଜ୍ୟରେ ଆଖିଧରା ରୋଗ ବୃଦ୍ଧି ପାଇବାରେ ଲାଗିଛି । ଆବାଳ ବୃଦ୍ଧ ବନିତା ଏବେ ଆଖିଧରା ରୋଗରେ ଆକ୍ରାନ୍ତ ହେଉଥିବାବେଳେ ଏଥିରୁ କିଭଳି ସୁରକ୍ଷା ମିଳିବ ସେ ନେଇ ବସୁଧୈବ କୁଟୁମ୍ବକମ ମିଶନ ଏବଂ ଦି ଲିଙ୍କ ଆଇ ହସ୍ପିଟାଲ ଚକ୍ଷୁ ଗବେଷଣା ପ୍ରତିଷ୍ଠାନ…




















