ଭାରତରେ ୧୬୦ ବର୍ଷର ବ୍ରିଟିଶ ଆଇନରେ ହେବ ପରିବର୍ତ୍ତନ, ବଦଳିବ ଆଇପିସି, ସିଆରପିସି ଓ ଆଇଇଏ
ଭାରତରେ ୧୬୦ ବର୍ଷର ବ୍ରିଟିଶ ଆଇନରେ ହେବ ପରିବର୍ତ୍ତନ, ବଦଳିବ ଆଇପିସି, ସିଆରପିସି ଓ ଆଇଇଏ [caption id="attachment_10510" align="alignnone" width="300"] News by T.Kumar (New Delhi)[/caption] #ନୂଆଦିଲ୍ଲୀ(ଏଜେନ୍ସି): ଦେଶରେ ୧୬୦ ବର୍ଷର ବ୍ରିଟିଶ ଆଇନରେ ହେବ ଆମୁଳଚୂଳ ପରିବର୍ତ୍ତନ । ଏଥର ହଟିବ ଆଇପିସି, ସିଆରପିସି ଆଇଇଏ ଆଇନ । ଭାରତୀୟ ଦଣ୍ଡବିଧି ଆଇନର ସ୍ୱରୂପ ବଦଳିବ । ଆଜି ସଂସଦର ଶେଷ ଦିନରେ ପ୍ରବଳ ହଟ୍ଟଗୋଳ…




















