ଦାବି ପୂରଣ ନହେବାରୁ ଆମରଣ ଅନଶନରେ ବସିଲେ କାରା କର୍ମଚାରୀ
ଦାବି ପୂରଣ ନହେବାରୁ ଆମରଣ ଅନଶନରେ ବସିଲେ କାରା କର୍ମଚାରୀ [caption id="attachment_10951" align="alignnone" width="300"] News by Smruti Ranjan Tripathy (Choudwar)[/caption] #ଚୌଦ୍ୱାର(ଏନ୍.ଏମ୍.): ଦୀର୍ଘ ଦିନ ଧରି ଦାବି କରି ଆସୁଥିବାବେଳେ ସେମାନଙ୍କ ଦାବି ପ୍ରତି ସରକାର ଦୃଷ୍ଟି ନଦେବା ଯୋଗୁଁ କାର୍ଯ୍ୟରତ କାରା କର୍ମଚାରୀଙ୍କ ଅସନ୍ତୋଷ ତେଜିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ନିଖିଳ ଓଡିଶା କାରା କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟ ବ୍ୟାପୀ ଆନ୍ଦୋଳନ…



















