ହ୍ୟାକରଙ୍କ କବଜାରେ ସିଏମସି ମେୟରଙ୍କ ଅଫିସିଆଲ୍ ଫେସବୁକ ପେଜ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ହ୍ୟାକରଙ୍କ କବଜାରେ ସିଏମସି ମେୟରଙ୍କ ଅଫିସିଆଲ୍ ଫେସବୁକ ପେଜ

ହ୍ୟାକରଙ୍କ କବଜାରେ ସିଏମସି ମେୟରଙ୍କ ଅଫିସିଆଲ୍ ଫେସବୁକ ପେଜ [caption id="attachment_11794" align="alignnone" width="300"] News by Smruti ranjan Tripathy (Cuttack)[/caption] #କଟକ(ଏନ୍‌.ଏମ୍‌.): ସମ୍ପ୍ରତି ସାଇବର ଅପରାଧୀଙ୍କ ପ୍ରାଦୂର୍ଭାବ ବଢ଼ିବାରେ ଲାଗିଥିବାବେଳେ ବହୁ ନାମୀ ଦାମୀ ଲୋକଙ୍କ ସୋସିଆଲ ଆକାଉଣ୍ଟସ ହ୍ୟାକ ହେଉଥିବା ଦେଖିବାକୁ ମିଳିଛି । ଏପରିକି ବହୁ ବରିଷ୍ଠ ଅଧିକାରୀମାନଙ୍କ ସୋସିଆଲ ଆକାଉଣ୍ଟସ ହ୍ୟାକ ହୋଇ ଫଲୋର କିମ୍ବା ଫ୍ରେଣ୍ଡସମାନଙ୍କୁ ଟଙ୍କା ମଗାଯାଉଥିବାବେଳେ ଏବେ ହ୍ୟାକରମାନେ…

ସଂଗ୍ରାମ ଭୋଇଙ୍କ ସ୍ମୃତି ଉଦ୍ଦେଶ୍ୟରେ କ୍ୟାଣ୍ଡେଲ୍ ଶୋଭାଯାତ୍ରା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସଂଗ୍ରାମ ଭୋଇଙ୍କ ସ୍ମୃତି ଉଦ୍ଦେଶ୍ୟରେ କ୍ୟାଣ୍ଡେଲ୍ ଶୋଭାଯାତ୍ରା

ସଂଗ୍ରାମ ଭୋଇଙ୍କ ସ୍ମୃତି ଉଦ୍ଦେଶ୍ୟରେ କ୍ୟାଣ୍ଡେଲ୍ ଶୋଭାଯାତ୍ରା [caption id="attachment_11791" align="alignnone" width="300"] News by Umakanta Jena (Cuttack Sadar)[/caption] #କଟକ ସଦର (ଏନ୍‌.ଏମ୍‌.): କଟକ ସଦର ବ୍ଲକ ଅନ୍ତର୍ଗତ ସୁମାଣ୍ଡି ଗ୍ରାମର ଜଣେ ଯୁବ ବ୍ୟକ୍ତିଙ୍କ ଅକାଳ ବିୟୋଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏତେ କମ ବୟସରେ ସାଙ୍ଗ ସାଥୀଙ୍କୁ ଛାଡ଼ି ଆରପାରିକୁ ଚାଲିଯିବାର ଦୁଃଖକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ମାତ୍ର ୨୪ବର୍ଷ…

ଏସଟିଏଫ କବଜାରେ କଶ୍ମୀରର ସନ୍ଦିଗ୍ଧ ଆତଙ୍କବାଦୀ, ଯାଜପୁରରୁ ଧରା ପଡ଼ିଲା
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଏସଟିଏଫ କବଜାରେ କଶ୍ମୀରର ସନ୍ଦିଗ୍ଧ ଆତଙ୍କବାଦୀ, ଯାଜପୁରରୁ ଧରା ପଡ଼ିଲା

ଏସଟିଏଫ କବଜାରେ କଶ୍ମୀରର ସନ୍ଦିଗ୍ଧ ଆତଙ୍କବାଦୀ, ଯାଜପୁରରୁ ଧରା ପଡ଼ିଲା ଯାଜପୁର(ଏନ୍‌.ଏମ୍‌.): କ୍ରାଇମବ୍ରାଞ୍ଚ ଏସଟିଫ୍ କବଜାରେ ସନ୍ଦିଗ୍ଧ କାଶ୍ମୀର ଯୁବକ । ଦେଶ ବିରୋଧୀ ତତ୍ତ୍ୱ, ଠକେଇ, ଜାଲିଆତି ଏବଂ ଛଦ୍ମବେଶୀ ଯୁବକକୁ ଯାଜପୁର ଧର୍ମଶାଳାରୁ ଧରିଛି କ୍ରାଇମବ୍ରାଞ୍ଚ । ତାକୁ ଏବେ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରାଯାଉଛି । ଗିରଫ ଯୁବକର ନାଁ ସଇଦ ଇଶାନ ବୁଖାରୀ ଓ ତା’ଘର ଖୁପୱାଡାରେ । ଛଦ୍ମ ପରିଚୟରେ…

ବଜ୍ରକବାଟି ବକ୍ସଡ୍ରେନ ଉପରେ ନିର୍ମାଣ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କଲେ ସିଏମସି ମେୟର ଓ କମିଶନର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବଜ୍ରକବାଟି ବକ୍ସଡ୍ରେନ ଉପରେ ନିର୍ମାଣ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କଲେ ସିଏମସି ମେୟର ଓ କମିଶନର

ବଜ୍ରକବାଟି ବକ୍ସଡ୍ରେନ ଉପରେ ନିର୍ମାଣ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କଲେ ସିଏମସି ମେୟର ଓ କମିଶନର [caption id="attachment_11784" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): କଟକ ସହରରେ ବିଭିନ୍ନ ଉନ୍ନତି କରଣ କାର୍ଯ୍ୟମଧ୍ୟରେ ଅନ୍ୟତମ ପାଲଟିଛି ବକ୍ସଡ୍ରେନ ପ୍ରକଳ୍ପ । ଏହି ପ୍ରକଳ୍ପ ଦ୍ୱାରା ସହରରେ ରାସ୍ତାଘାଟ ଓ ବର୍ଜ୍ୟଜଳ ନିଷ୍କାସନ ବ୍ୟବସ୍ଥା ସୁଧୁରି ଯିବ । ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ବକ୍ସଡ୍ରେନ କାର୍ଯ୍ୟ…

ବଡମ୍ବା ନାବାଳିକା ବଳତ୍କାର ମାମଲା: ଆସାମୀକୁ ୭ ବର୍ଷ ସଶ୍ରମ କରାଦଣ୍ଡ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବଡମ୍ବା ନାବାଳିକା ବଳତ୍କାର ମାମଲା: ଆସାମୀକୁ ୭ ବର୍ଷ ସଶ୍ରମ କରାଦଣ୍ଡ

ବଡମ୍ବା ନାବାଳିକା ବଳତ୍କାର ମାମଲା: ଆସାମୀକୁ ୭ ବର୍ଷ ସଶ୍ରମ କରାଦଣ୍ଡ [caption id="attachment_11777" align="alignnone" width="300"] News by Padmalochan Mishra (Cuttack )[/caption] #କଟକ(ଏନ୍‌.ଏମ୍‌.): ଏକ ନାବାଳିକା ବଳତ୍କାର ମାମଲାରେ କଟକର ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ପୋଷ୍କୋ କୋର୍ଟ ବଡମ୍ବା ଥାନା କୃଷ୍ଣଚନ୍ଦ୍ରପୁର ଅଞ୍ଚଳର ଆସାମୀ ଅକ୍ଷୟ କୁମାର ନାୟକକୁ ୭ ବର୍ଷ ସଶ୍ରମ କରାଦଣ୍ଡ ଆଦେଶ ପ୍ରଦାନ କରିଛନ୍ତି । ଏଥିସହିତ…

ବିଜେଡି କାର୍ଯ୍ୟକାରିଣୀରେ ପାଣ୍ଡିଆନଙ୍କ ସ୍ପଷ୍ଟୋକ୍ତି: ଲଢ଼ିବେନି ନିର୍ବାଚନ, ୧୪୭ ଦଳୀୟ ପ୍ରାର୍ଥୀଙ୍କ ପାଇଁ କାମ କରିବେ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିଜେଡି କାର୍ଯ୍ୟକାରିଣୀରେ ପାଣ୍ଡିଆନଙ୍କ ସ୍ପଷ୍ଟୋକ୍ତି: ଲଢ଼ିବେନି ନିର୍ବାଚନ, ୧୪୭ ଦଳୀୟ ପ୍ରାର୍ଥୀଙ୍କ ପାଇଁ କାମ କରିବେ

ବିଜେଡି କାର୍ଯ୍ୟକାରିଣୀରେ ପାଣ୍ଡିଆନଙ୍କ ସ୍ପଷ୍ଟୋକ୍ତି: ଲଢ଼ିବେନି ନିର୍ବାଚନ, ୧୪୭ ଦଳୀୟ ପ୍ରାର୍ଥୀଙ୍କ ପାଇଁ କାମ କରିବେ [caption id="attachment_11773" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ସ୍ପଷ୍ଟ କରିଛନ୍ତି ନବୀନ ଓଡ଼ିଶା ଓ ଫାଇପ-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ । କ୍ଷମତାସୀନ ବିଜେଡିର ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଭିକେ ପାଣ୍ଡିଆନଙ୍କ ଡେବ୍ୟୁ ହୋଇଛି । ପାଣ୍ଡିଆନ ଆଗାମୀ ସାଧାରଣ…

ଚୌଦ୍ୱାର ମହାବିଦ୍ୟାଳୟରେ ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଚୌଦ୍ୱାର ମହାବିଦ୍ୟାଳୟରେ ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା

ଚୌଦ୍ୱାର ମହାବିଦ୍ୟାଳୟରେ ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା [caption id="attachment_11769" align="alignnone" width="300"] News by Smrutiranjan Tripathy (Choudwar)[/caption] #ଚୌଦ୍ୱାର(ଏନ୍‌.ଏମ୍‌.): ଯୁବପିଢିଙ୍କୁ ସଂଗଠିତ ଓ ସଶକ୍ତ କରିବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ନୂଆ ସାମାଜିକ, କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଚୌଦ୍ୱାର ମହାବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଉଦ୍ଘାଟନ ହୋଇଯାଇଛି । ପ୍ରଥମେ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସାଙ୍କୃତିକ…

ସାମ୍ବାଦିକ ବନବିହାରୀ ମହାନ୍ତି ସମ୍ମାନ ପାଇବେ ସୁକେଶ ବେହେରା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ସାମ୍ବାଦିକ ବନବିହାରୀ ମହାନ୍ତି ସମ୍ମାନ ପାଇବେ ସୁକେଶ ବେହେରା

ସାମ୍ବାଦିକ ବନବିହାରୀ ମହାନ୍ତି ସମ୍ମାନ ପାଇବେ ସୁକେଶ ବେହେରା [caption id="attachment_11766" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ଚଳିତ ବର୍ଷ ମର୍ଯ୍ୟାଦାଜନକ ସାମ୍ବାଦିକ ବନବିହାରୀ ମହାନ୍ତି ସ୍ମୃତି ସମ୍ମାନ ପାଇବା ପାଇଁ ଯୁବ ସାମ୍ବାଦିକ ସୁକେଶ ବେହେରା ମନୋନୀତ ହୋଇଛନ୍ତି । ବନବିହାରୀ ମହାନ୍ତି ଫାଉଣ୍ଡେସନ ଓ ପ୍ରେସ୍‌କ୍ଲବ ପକ୍ଷରୁ ଏନେଇ ଆଜି ଘୋଷଣା କରାଯାଇଛି । ଶ୍ରୀ ବେହେରା ୧୨ ବର୍ଷରୁ ଉର୍ଦ୍ଧ୍ୱକାଳ…

ବିଜେପିରେ ମିଶିଲେ ଟାଣୁଆ ସରପଞ୍ଚ ପବିତ୍ର ଉପାଧ୍ୟାୟ: ଶଙ୍ଖ ଶିବିରରେ ଆତଙ୍କ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିଜେପିରେ ମିଶିଲେ ଟାଣୁଆ ସରପଞ୍ଚ ପବିତ୍ର ଉପାଧ୍ୟାୟ: ଶଙ୍ଖ ଶିବିରରେ ଆତଙ୍କ

ବିଜେପିରେ ମିଶିଲେ ଟାଣୁଆ ସରପଞ୍ଚ ପବିତ୍ର ଉପାଧ୍ୟାୟ: ଶଙ୍ଖ ଶିବିରରେ ଆତଙ୍କ [caption id="attachment_11762" align="alignnone" width="300"] News by Smruti Ranjan Tripathy (Choudwar)[/caption] #ଚୌଦ୍ୱାର (ଏନ୍‌.ଏମ୍‌.): ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀ ତଥା ଟାଙ୍ଗୀ-ଚୌଦ୍ୱାର ବ୍ଲକର ଜଣେ ଟାଣୁଆ ରାଜନୈତିକ ବ୍ୟକ୍ତିବିଶେଷ ଭାବେ ବେଶ ପରିଚିତ ପବିତ୍ର ଉପାଧ୍ୟାୟ ଆଜି ରାଜ୍ୟ ବିଜେପିରେ ସାମିଲ ହୋଇଛନ୍ତି । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ କଟକ ଜିଲ୍ଲା ବିଜେପି ସଭାପତି…

ମଣ୍ଡି ଖୋଲିବା ପୂର୍ବରୁ ଚାଲିଛି ଧାନ ବିକ୍ରି, ମିଲରେ ଧାନ ଭର୍ତ୍ତି ହୋଇଥିବା ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଦାବି
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମଣ୍ଡି ଖୋଲିବା ପୂର୍ବରୁ ଚାଲିଛି ଧାନ ବିକ୍ରି, ମିଲରେ ଧାନ ଭର୍ତ୍ତି ହୋଇଥିବା ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଦାବି

ମଣ୍ଡି ଖୋଲିବା ପୂର୍ବରୁ ଚାଲିଛି ଧାନ ବିକ୍ରି, ମିଲରେ ଧାନ ଭର୍ତ୍ତି ହୋଇଥିବା ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଦାବି #ନୟାଗଡ଼ (ଏନ୍‌.ଏମ୍‌.): ନୟାଗଡ଼ ଜିଲ୍ଲାରେ ଆସନ୍ତା ୨୭ ତାରିଖରେ ମଣ୍ଡି ଖୋଲିବ, କିନ୍ତୁ ଏହା ପୂର୍ବରୁ ବେଆଇନ ଭାବେ ଜୋରଦାର ଧାନକିଣା ଚାଲିଥିବା ଅଭିଯୋଗ ଆସିଛି । ମଣ୍ଡି ଖୋଲିବା ପୂର୍ବରୁ ମିଲରମାନେ ଚାଷୀଙ୍କ ଠାରୁ ସିଧାସଳଖ କମ୍ ଦରରେ ଧାନ କିଣି ମିଲରେ ଭର୍ତ୍ତି କରିଥିବା ନବନିର୍ମାଣ…

ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା

ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା [caption id="attachment_11755" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ୨୦୨୪ ଅର୍ଥାତ ଆସନ୍ତା ବର୍ଷ ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା । ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବାକୁ ଥିବା ଏହି ପରୀକ୍ଷା ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ଦିଆଯାଇଛି । ତେବେ ଏ ନେଇ…

ଚୌଦ୍ୱାର-କଟକ ବିଧାୟକଙ୍କ ଦ୍ୱାରା ସରକାରୀ କାର୍ଯ୍ୟର ସମୀକ୍ଷା ଓ ବିଭିନ୍ନ ପ୍ରଳ୍ପର ଶିଳାନ୍ୟାସ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଚୌଦ୍ୱାର-କଟକ ବିଧାୟକଙ୍କ ଦ୍ୱାରା ସରକାରୀ କାର୍ଯ୍ୟର ସମୀକ୍ଷା ଓ ବିଭିନ୍ନ ପ୍ରଳ୍ପର ଶିଳାନ୍ୟାସ

ଚୌଦ୍ୱାର-କଟକ ବିଧାୟକଙ୍କ ଦ୍ୱାରା ସରକାରୀ କାର୍ଯ୍ୟର ସମୀକ୍ଷା ଓ ବିଭିନ୍ନ ପ୍ରଳ୍ପର ଶିଳାନ୍ୟାସ [caption id="attachment_11752" align="alignnone" width="300"] News by Smruti Ranjan Tripathy (Choudwar)[/caption] #ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ କୟଳପଡ଼ା ପଞ୍ଚାୟତରେ ବିଭିନ୍ନ ସରକାରୀ ପ୍ରକଳ୍ପର ଶିଳାନ୍ୟାସ କରାଯିବା ସହ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ । ରାଜ୍ୟସରକାରଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ୫୦ଲକ୍ଷ ଏବଂ ମୁଖ୍ୟମନ୍ତ୍ରୀଙ୍କ…

ରାଇରଙ୍ଗପୁର ଡାକମଣ୍ଡଳ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମୀଣ ଡାକ ସେବକ ସଂଘର ଧାରଣା ଓ ପ୍ରତିବାଦ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ରାଇରଙ୍ଗପୁର ଡାକମଣ୍ଡଳ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମୀଣ ଡାକ ସେବକ ସଂଘର ଧାରଣା ଓ ପ୍ରତିବାଦ

ରାଇରଙ୍ଗପୁର ଡାକମଣ୍ଡଳ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମୀଣ ଡାକ ସେବକ ସଂଘର ଧାରଣା ଓ ପ୍ରତିବାଦ [caption id="attachment_11749" align="alignnone" width="300"] News by Akshya Biswal (RairangPur)[/caption] #ରାଇରଙ୍ଗପୁର(ଏନ୍‌.ଏମ୍‌.): ଦେଶର ପ୍ରଗତି ପଥରେ ଡାକ କର୍ମଚାରୀଙ୍କ ଭୂମିକା ଅନନ୍ୟ । ଦୁଇଶହ ବର୍ଷରୁ ଉର୍ଦ୍ଧ୍ୱ ଇଂରେଜ ଅମଳରୁ ଆଜି ପର୍ଯ୍ୟନ୍ତ ଡାକ କର୍ମଚାରୀଙ୍କ ତ୍ୟାଗ, ଅବଦାନ, କାର୍ଯ୍ୟ ଦକ୍ଷତା ଅବର୍ଣ୍ଣନୀୟ । ଅଲ୍ ଇଣ୍ଡିଆ ଗ୍ରାମୀଣ ଡାକ ସେବକ…

ପାଲେଷ୍ଟାଇନ ଉପରେ ଇସ୍ରାଏଲର ଆକ୍ରମଣ ବନ୍ଦ ଦାବି ନେଇ କଟକରେ ଶୋଭାଯାତ୍ରା ଓ ସଭା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପାଲେଷ୍ଟାଇନ ଉପରେ ଇସ୍ରାଏଲର ଆକ୍ରମଣ ବନ୍ଦ ଦାବି ନେଇ କଟକରେ ଶୋଭାଯାତ୍ରା ଓ ସଭା

ପାଲେଷ୍ଟାଇନ ଉପରେ ଇସ୍ରାଏଲର ଆକ୍ରମଣ ବନ୍ଦ ଦାବି ନେଇ କଟକରେ ଶୋଭାଯାତ୍ରା ଓ ସଭା [caption id="attachment_11746" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ପାଲେଷ୍ଟାଇନ ବିରୋଧରେ ଇସ୍ରାଏଲ ଅତ୍ୟନ୍ତ ଅମାନୁଷିକ ଏବଂ ଅଦ୍ଭୂତପୂର୍ବ ଆକ୍ରମଣ ଚଳାଇ ରଖିଛନ୍ତି । ଜାତିସଂଘରେ ଯୁଦ୍ଧ ବନ୍ଦ କରିବା ପାଇଁ ପ୍ରସ୍ତାବ ବହୁ ମତରେ ଗୃହିତ ହୋଇଥିଲେ ମଧ୍ୟ ଆମେରିକା ନିଜେ ଭୋଟ ନଦେବା ଏବଂ ତାର କାର୍ଯ୍ୟକାରିତା…

ଖୋର୍ଦ୍ଧା-ବେଗୁନିଆ-ପରିଛଳ ଗ୍ରାମରେ ମାନବ ଅଧିକାର ଦିବସ ପାଳିତ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଖୋର୍ଦ୍ଧା-ବେଗୁନିଆ-ପରିଛଳ ଗ୍ରାମରେ ମାନବ ଅଧିକାର ଦିବସ ପାଳିତ

ଖୋର୍ଦ୍ଧା-ବେଗୁନିଆ-ପରିଛଳ ଗ୍ରାମରେ ମାନବ ଅଧିକାର ଦିବସ ପାଳିତ [caption id="attachment_11742" align="alignnone" width="300"] News By Saroj Kumar Muduli (Khordha)[/caption] #ଖୋର୍ଦ୍ଧା (ଏନ୍‌.ଏମ୍‌.): ବିଶ୍ୱ ମାନବ ଅଧିକାର ରକ୍ଷକ ଦିବସର ସୁ-ଅବସରରେ ଆନ୍ତର୍ଜାତିକ ମାନବାଧିକାର ରକ୍ଷକ ଖୋର୍ଦ୍ଧା ଜିଲ୍ଲା ବୋର୍ଡର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଖୋର୍ଦ୍ଧା ଜିଲ୍ଲା, ବେଗୁନିଆ ବ୍ଲକ ପରିଚ୍ଛଳ ଛକରେ ଆନୁଷ୍ଠାନିକ ଭାବରେ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଖଣ୍ଡାୟତ…

ରାଇରଙ୍ଗପୁର ମହାବିଦ୍ୟାଳୟରେ ‘ନୂଆ ଓଡିଶା’ କାର୍ଯ୍ୟକ୍ରମ ଉଦଘାଟିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ରାଇରଙ୍ଗପୁର ମହାବିଦ୍ୟାଳୟରେ ‘ନୂଆ ଓଡିଶା’ କାର୍ଯ୍ୟକ୍ରମ ଉଦଘାଟିତ

ରାଇରଙ୍ଗପୁର ମହାବିଦ୍ୟାଳୟରେ 'ନୂଆ ଓଡିଶା' କାର୍ଯ୍ୟକ୍ରମ ଉଦଘାଟିତ ସୁଯୋଗ ଅଭାବରେ ବଣମଲ୍ଲୀ ପରି ଝରିପଡୁଥିବା ପ୍ରତିଭାର ବିକାଶ ହିଁ ମୂଳ ଉଦ୍ଦେଶ୍ୟ [caption id="attachment_11739" align="alignnone" width="300"] News By Akshya Kumar Biswal (Rairangpur)[/caption] #ରାଇରଙ୍ଗପୁର(ଏନ୍‌.ଏମ୍‌.): ରାଇରଙ୍ଗପୁର ମହାବିଦ୍ୟାଳୟରେ ନୃତ୍ୟ, ସଂଗୀତ, ସାହିତ୍ୟ, କ୍ରୀଡା ଓ ସମାଜସେବା ପରି ସମନ୍ୱିତ ଯୁବ ବିକାଶମୂଳକ ‘ନୂଆ ଓଡିଶା' କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଶୁଭ ଉଦଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ…

ଶିଶୁକୁ କୁକୁର ଝୁଣି ଖାଇବା ଘଟଣା; ୧୦ ଲକ୍ଷ ଟଙ୍କା ତଣ୍ଡ ଗଣିବ ପୁରୀ ପୌରପାଳିକା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଶିଶୁକୁ କୁକୁର ଝୁଣି ଖାଇବା ଘଟଣା; ୧୦ ଲକ୍ଷ ଟଙ୍କା ତଣ୍ଡ ଗଣିବ ପୁରୀ ପୌରପାଳିକା

ଶିଶୁକୁ କୁକୁର ଝୁଣି ଖାଇବା ଘଟଣା; ୧୦ ଲକ୍ଷ ଟଙ୍କା ତଣ୍ଡ ଗଣିବ ପୁରୀ ପୌରପାଳିକା [caption id="attachment_10564" align="alignnone" width="300"] News by Padmalochan Mishra (Cuttack)[/caption] #କଟକ (ଏନ୍‌.ଏମ୍‌.): ଜଣେ ଶିଶୁକୁ କୁକୁର ଝୁଣି ଖାଇବା ନେଇ ୧୦ ଲକ୍ଷ ଟଙ୍କା ତଣ୍ଡ ଗଣିବେ ପୁରୀ ପୌରପାଳିକା । ପୁରୀରେ ଜଣେ ଶିଶୁକୁ କୁକୁର କାମୁଡ଼ି କାମୁଡ଼ି ମାରିଦେବା ମାମଲାରେ ପୁରୀ ପୌରପାଳିକାକୁ ୧୦ ଲକ୍ଷ ଟଙ୍କା…

ଦୋକାନ ଭଙ୍ଗା ବିରୋଧରେ ଉଠାଦୋକାନୀଙ୍କ ରାସ୍ତାରୋକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଦୋକାନ ଭଙ୍ଗା ବିରୋଧରେ ଉଠାଦୋକାନୀଙ୍କ ରାସ୍ତାରୋକ

ଦୋକାନ ଭଙ୍ଗା ବିରୋଧରେ ଉଠାଦୋକାନୀଙ୍କ ରାସ୍ତାରୋକ [caption id="attachment_11730" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଭୁବନେଶ୍ୱର ମହାନଗର ନିଗମର ପକ୍ଷରୁ ଉଠା ଦୋକାନ ଉଛେଦ ଓ ଭଙ୍ଗା ରୁଜା ବିରୋଧରେ ଏଆଇଟିୟୁସି ସହବନ୍ଧିତ ଭୁବନେଶ୍ୱର ଉଠା ଦୋକାନୀ ଓ କ୍ଷୁଦ୍ର ବ୍ୟବସାୟୀ ସଂଘ ପକ୍ଷରୁ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ ସହ ଅଶୋକ ନଗର ଜନପଥ ଠାରେ ରାସ୍ତା ରୋକ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ…

ଡିସେମ୍ବରରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି!
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଡିସେମ୍ବରରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି!

ଡିସେମ୍ବରରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି! [caption id="attachment_11727" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ ବୋଲି ଜଣାପଡ଼ିଛି । ଡିସେମ୍ବର ମାସର ଶେଷ ସୁଦ୍ଧା ମୋଦିଙ୍କର ଓଡ଼ିଶା ଗସ୍ତ ସମ୍ଭାବନା ରହିଛି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଆଜି ସୂଚନା ଦେଇଛନ୍ତି । ମୋଦିଙ୍କ ଓଡ଼ିଶା ଗସ୍ତ ସୂଚୀରେ ସମ୍ବଲପୁରରେ ୩ଟି ସରକାରୀ…

ହିତାଧିକାରୀଙ୍କ ଭତ୍ତା ବୃଦ୍ଧି ନେଇ କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ହିତାଧିକାରୀଙ୍କ ଭତ୍ତା ବୃଦ୍ଧି ନେଇ କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ହିତାଧିକାରୀଙ୍କ ଭତ୍ତା ବୃଦ୍ଧି ନେଇ କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର [caption id="attachment_11722" align="alignnone" width="300"] News by Kanhu Charan Panda (Cuttack)[/caption] #କଟକ(ଏନ୍‌.ଏମ୍‌.): "କଟକ-ଚୌଦ୍ୱାର ବିକାଶ ପରିଷଦ’ ପକ୍ଷରୁ ସଭାପତି ମାନସ ପରିଡାଙ୍କ ନେତୃତ୍ୱରେ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ରାଶି ୫୦୦ ଟଙ୍କା ପରିବର୍ତ୍ତେ ଅନ୍ୟୁନ ୧୫୦୦/ଟଙ୍କା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ଜଗତପୁର ସ୍ଥିତ…