ବେଆଇନ ବାଲି ଚାଲଣ ବେଳେ ପ୍ରଶାସନର ଚଢ଼ାଉ: ୫ଟ୍ରାକ୍ଟର ଜବତ
ବେଆଇନ ବାଲି ଚାଲଣ ବେଳେ ପ୍ରଶାସନର ଚଢ଼ାଉ: ୫ଟ୍ରାକ୍ଟର ଜବତ [caption id="attachment_8930" align="alignnone" width="300"] News by Basanta Ratha (Cuttack Sadar)[/caption] #କଟକ ସଦର(ଏନ୍.ଏମ୍.): କଟକ ଜିଲ୍ଲା ନିଶ୍ଚିତକୋଇଲି ବ୍ଲକ ଅନ୍ତର୍ଗତ ମାଣପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ କଲରାବାଙ୍କ ଗ୍ରାମରେ ବେଆଇନ ବାଲି ଚାଲଣ ନେଇ ପ୍ରଶାସନ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି । ଏହି ଅଞ୍ଚଳରେ ଦିନ ଦ୍ୱିପହରେ ମାଫିଆମାନେ ବେନିୟମ ଭାବେ ଚୋରାରେ ବାଲି…




















