ଆଠଗଡ଼ ମେଘା ସେକ୍ଟରରେ ବିଶ୍ୱ ମାସିକ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଆଠଗଡ଼ ମେଘା ସେକ୍ଟରରେ ବିଶ୍ୱ ମାସିକ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ

ଆଠଗଡ଼ ମେଘା ସେକ୍ଟରରେ ବିଶ୍ୱ ମାସିକ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ [caption id="attachment_9710" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ(ଏନ୍‌.ଏମ୍‌.): ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ମେଘା ସେକ୍ଟରର ସମୂହ ଗାଁ କଲ୍ୟାଣ ସମିତି ଆନୁକୁଲ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବ୍ରହ୍ମପୁର ଭାରପ୍ରାପ୍ତ ଚିକିତ୍ସା ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସଙ୍କ ନିର୍ଦ୍ଦେଶରେ ମେଘା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍ ଅସ୍‌ଲମ୍‌ଙ୍କ ପୌରହିତ୍ୟରେ ବିଶ୍ୱ…

ଆଠଗଡ଼ ପାଇଁ ଗର୍ବ: ଜର୍ମାନୀରେ ହେବାକୁ ଥିବା ଅଲମ୍ପିକ୍ସ କ୍ରୀଡ଼ାରେ ଭାଗ ନେବେ କଳ୍ପନା
Slider କ୍ରୀଡା ଦେଶ ବିଦେଶ ବ୍ରେକିଙ୍ଗ ନିଉଜ ରାଜ୍ୟ

ଆଠଗଡ଼ ପାଇଁ ଗର୍ବ: ଜର୍ମାନୀରେ ହେବାକୁ ଥିବା ଅଲମ୍ପିକ୍ସ କ୍ରୀଡ଼ାରେ ଭାଗ ନେବେ କଳ୍ପନା

ଆଠଗଡ଼ ପାଇଁ ଗର୍ବ: ଜର୍ମାନୀରେ ହେବାକୁ ଥିବା ଅଲମ୍ପିକ୍ସ କ୍ରୀଡ଼ାରେ ଭାଗ ନେବେ କଳ୍ପନା [caption id="attachment_9707" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡ଼ ବ୍ଲକ୍ ଖୁଣ୍ଟକଟା ପଞ୍ଚାୟତ ଅଧୀନ ରେଗେଡାପଡ଼ା ଗାଁ ର ଝିଅ କଳ୍ପନା ଜେନା । ଆଜି ଆଠଗଡ଼ ପାଇଁ ଗର୍ବ ପାଲଟିଛନ୍ତି । ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିବା ଏହି ଝିଅ ଏବେ ଯିବେ ଚଳିତ…

ଜାପାନରେ ଓଡ଼ିଶା ମହୋତ୍ସବ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଜାପାନରେ ଓଡ଼ିଶା ମହୋତ୍ସବ

ଜାପାନରେ ଓଡ଼ିଶା ମହୋତ୍ସବ ‘ସହଭାଗିତା ବଳରେ ଓଡ଼ିଶା-ଜାପାନ ସଂପର୍କ ଦୃଢ଼ତର ହେବ’: ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା [caption id="attachment_9703" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଆ ଓ ଜାପାନୀମାନଙ୍କ ଜୀବନଧାରାରେ ବ୍ୟାପକ ସାମଞ୍ଜସ୍ୟ ରହିଛି । ଖାଦ୍ୟସଂସ୍କୃତି ସହିତ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ କର୍ମପ୍ରବଣତା ସମାନ ହୋଇଥିବାବେଳେ ଓଡ଼ିଶା ଓ ଜାପାନ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ବିଶେଷ ଉଲ୍ଲେଖଯୋଗ୍ୟ ବୋଲି ମନ୍ତ୍ରୀ ଅଶୋକ ଚନ୍ଦ୍ର…

ଗ୍ରାମୀଣ ଲୋକଙ୍କ ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ‘ମୋ ଘର’ ଯୋଜନା, ୧ରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ
Slider Uncategorized ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଗ୍ରାମୀଣ ଲୋକଙ୍କ ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ‘ମୋ ଘର’ ଯୋଜନା, ୧ରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ

ଗ୍ରାମୀଣ ଲୋକଙ୍କ ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ‘ମୋ ଘର’ ଯୋଜନା, ୧ରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ [caption id="attachment_9700" align="alignnone" width="300"] News by Smruti Ranjan Tripathy (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଗ୍ରାମୀଣ ଗରିବ ତଥା ବାସହୀନ ଲୋକଙ୍କ ପାଇଁ ରାଜ୍ୟସରକାର ‘ମୋ ଘର’ ଯୋଜନା ଆରମ୍ଭ କରିଛନ୍ତି । ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିବାବେଳେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ…

ଅହମଦୀୟା ମୁସଲିମ ପକ୍ଷରୁ ଖିଲାଫତ୍ ଦିବସ: ଖିଲାଫତ ବ୍ୟବସ୍ଥା ଏକ ଐଶ୍ୱରୀୟ ଉପହାର -ମୌଲାନା ଫଜଲ ହକ ଖାନ୍‌
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଅହମଦୀୟା ମୁସଲିମ ପକ୍ଷରୁ ଖିଲାଫତ୍ ଦିବସ: ଖିଲାଫତ ବ୍ୟବସ୍ଥା ଏକ ଐଶ୍ୱରୀୟ ଉପହାର -ମୌଲାନା ଫଜଲ ହକ ଖାନ୍‌

ଅହମଦୀୟା ମୁସଲିମ ପକ୍ଷରୁ ଖିଲାଫତ୍ ଦିବସ: ଖିଲାଫତ ବ୍ୟବସ୍ଥା ଏକ ଐଶ୍ୱରୀୟ ଉପହାର -ମୌଲାନା ଫଜଲ ହକ ଖାନ୍‌ [caption id="attachment_9697" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ସ୍ଥାନୀୟମଙ୍ଗଳାବାଗ ନିକଟସ୍ଥ ମିର କମଲପାଟଣାର ଅହମଦୀୟା ମୁସଲିମ ମିଶନରେ ଖିଲାଫତ୍ ଦିବସ ପାଳିତ ହୋଇଛି । ଏହି ସମ୍ମିଳନୀରେ ପୂର୍ବତନ ସଭାପତି ସୟଦ ତାହିର ଅହମଦ କଲିମ ପୌରହିତ୍ୟ କରିଥିଲେ । ସର୍ବ ପ୍ରଥମେ ସୟଦ…

କଟକ ଜିଲ୍ଲାର ମହାନଦୀ ଅବବାହିକା ବୁଲି ସ୍ଥିତି ଯାଞ୍ଚ କଲେ ଟ୍ରିବ୍ୟୁନାଲ ଟିମ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକ ଜିଲ୍ଲାର ମହାନଦୀ ଅବବାହିକା ବୁଲି ସ୍ଥିତି ଯାଞ୍ଚ କଲେ ଟ୍ରିବ୍ୟୁନାଲ ଟିମ

କଟକ ଜିଲ୍ଲାର ମହାନଦୀ ଅବବାହିକା ବୁଲି ସ୍ଥିତି ଯାଞ୍ଚ କଲେ ଟ୍ରିବ୍ୟୁନାଲ ଟିମ [caption id="attachment_9690" align="alignnone" width="300"] News by Kanhu Charan Panda (Jagatpur)[/caption] #କଟକ/ଜଗତପୁର(ଏନ୍‌.ଏମ୍‌.): ମହାନଦୀରେ ଉଦବେଗଜନକ ଭାବେ ଜଳସ୍ତର ହ୍ରାସ ପାଉଥିବାରୁ ଏବଂ ଏଥିନେଇ ଓଡିଶା ଓ ଛତିଶଗଡ ରାଜ୍ୟ ମଧ୍ୟରେ ଜଳବିବାଦ ଲାଗିରହଛି । ଏହି ପରିପ୍ରେକ୍ଷୀରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ନ୍ୟାୟାଧୀଶ ଏଏମ ଖାନୱିଲକର ଏବଂ ନ୍ୟାୟାଧୀଶ ଇନ୍ଦରମିତ କଉର…

ଓଡିଶା ଟ୍ରକ ମାଲିକ ସଂଘ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଓଡିଶା ଟ୍ରକ ମାଲିକ ସଂଘ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ

ଓଡିଶା ଟ୍ରକ ମାଲିକ ସଂଘ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ [caption id="attachment_9687" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ଓଡ଼ିଶା ଟ୍ରକ୍ ମାଲିକ ସଂଘର ନିର୍ବାଚିତ ନୂତନ କର୍ମକର୍ତ୍ତାଙ୍କର ଶପଥ ଗ୍ରହଣ ଉତ୍ସବ ସ୍ଥାନୀୟ ଗଣ୍ଡରପୁର ସ୍ଥିତ ସଂଘର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଉପଦେଷ୍ଟା ଭାବେ ଦେବେନ୍ଦ୍ର କୁମାର ପାତ୍ର, ରବିନାରାୟଣ ଶତପଥୀ, ଜର୍ମାନୀ ରାଉତ ଓ କ୍ଷେତ୍ରମୋହନ…

ଚୌଦ୍ୱାର ପୌରପାଳିକାର ବିଭିନ୍ନ ଦୁର୍ନୀତି ସମ୍ପର୍କରେ ତଦନ୍ତ ପାଇଁ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଚୌଦ୍ୱାର ପୌରପାଳିକାର ବିଭିନ୍ନ ଦୁର୍ନୀତି ସମ୍ପର୍କରେ ତଦନ୍ତ ପାଇଁ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଚୌଦ୍ୱାର ପୌରପାଳିକାର ବିଭିନ୍ନ ଦୁର୍ନୀତି ସମ୍ପର୍କରେ ତଦନ୍ତ ପାଇଁ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ [caption id="attachment_9684" align="alignnone" width="300"] News by Smruti Ranjan Tripathy (Choudwar)[/caption] #ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ପୌରପାଳିକାରେ ହୋଇଥିବା ଅହେତୁକ ଦୁର୍ନୀତି ବିରୁଦ୍ଧରେ ଚୌଦ୍ୱାର ସ୍ୱାଭିମାନ ମଞ୍ଚ ପକ୍ଷରୁ ଚୌଦ୍ୱାର ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି । ମଞ୍ଚର ଆବାହକ ଦୀପକ ମଙ୍ଗରାଜଙ୍କ ପୌରହିତ୍ୟରେ ଆୟୋଜିତ ଏହି…

ବିବଶ ମହାନଦୀ: ଚିତ୍ରକଳା ମାଧ୍ୟମରେ ଟ୍ରିବ୍ୟୁନାଲକୁ ବାର୍ତ୍ତା ଦେଲେ ଚିତ୍ର ଶିଳ୍ପୀ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବିବଶ ମହାନଦୀ: ଚିତ୍ରକଳା ମାଧ୍ୟମରେ ଟ୍ରିବ୍ୟୁନାଲକୁ ବାର୍ତ୍ତା ଦେଲେ ଚିତ୍ର ଶିଳ୍ପୀ

ବିବଶ ମହାନଦୀ: ଚିତ୍ରକଳା ମାଧ୍ୟମରେ ଟ୍ରିବ୍ୟୁନାଲକୁ ବାର୍ତ୍ତା ଦେଲେ ଚିତ୍ର ଶିଳ୍ପୀ [caption id="attachment_9681" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଗଡ଼ଗଡିଆ ମନ୍ଦିର ପ୍ରାଙ୍ଗଣରେ କଟକ ଆର୍ଟିଷ୍ଟ ସଂଗଠନ ତରଫରୁ ମହାନଦୀର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ "ତୁଳିରେ ବିବଶ ମହାନଦୀ’ ଶୀର୍ଷକ ଏକ ଚିତ୍ର ଅଙ୍କନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚିତ୍ରଶିଳ୍ପୀମାନେ ମହାନଦୀର ବିବଶ ସ୍ଥିତି ଉପରେ ନିଜ ନିଜ…

କେନ୍ଦ୍ରାପଡ଼ା-ପଟ୍ଟାମୁଣ୍ଡାଇ କେନାଲ ସଫେଇରେ ଅନିୟମିତତା ନେଇ ତେଜୁଛି ଅସନ୍ତୋଷ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କେନ୍ଦ୍ରାପଡ଼ା-ପଟ୍ଟାମୁଣ୍ଡାଇ କେନାଲ ସଫେଇରେ ଅନିୟମିତତା ନେଇ ତେଜୁଛି ଅସନ୍ତୋଷ

କେନ୍ଦ୍ରାପଡ଼ା-ପଟ୍ଟାମୁଣ୍ଡାଇ କେନାଲ ସଫେଇରେ ଅନିୟମିତତା ନେଇ ତେଜୁଛି ଅସନ୍ତୋଷ [caption id="attachment_9678" align="alignnone" width="300"] News by Kanhu Charan Panda (Jagatpur)[/caption] #ଜଗତପୁର(ଏନ୍‌.ଏମ୍‌.):କଟକ ମହାନଗର ନିଗମ ୪୮ନମ୍ବର ୱାର୍ଡ ଜଗତପୁର ଅଞ୍ଚଳର ମହାନଦୀରୁ ବାହାରିଥିବା କେନ୍ଦ୍ରାପଡା-ପଟ୍ଟାମୁଣ୍ଡେଇ ହାଇ ଲେବୁଲ କେନାଲ ସଫେଇ କାମରେ ନିୟମିତତା ନେଇ ଅଞ୍ଚଳରେ ଜନ ଅସନ୍ତୋଷ କୁହୁଳିବାରେ ଲାଗିଛି । ତେବେ କେନାଲ ସଫେଇ ନାମରେ ଲକ୍ଷାଧିକ ଟଙ୍କା ହରିଲୁଟ ହେବା ଭଳି ଅଞ୍ଚଳବାସୀ…

କାଳବୈଶାଖୀର ତାଣ୍ଡବ ଲୀଳା: ଉଡ଼ିଗଲା ହୋଟେଲ ଆଜବେଷ୍ଟ, କାର ଉପରେ ପଡ଼ିଗଲା ଗଛ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କାଳବୈଶାଖୀର ତାଣ୍ଡବ ଲୀଳା: ଉଡ଼ିଗଲା ହୋଟେଲ ଆଜବେଷ୍ଟ, କାର ଉପରେ ପଡ଼ିଗଲା ଗଛ

କାଳବୈଶାଖୀର ତାଣ୍ଡବ ଲୀଳା: ଉଡ଼ିଗଲା ହୋଟେଲ ଆଜବେଷ୍ଟ, କାର ଉପରେ ପଡ଼ିଗଲା ଗଛ ବଜ୍ରପାତରେ ଜଣେ ମହିଳା ମୃତ [caption id="attachment_9675" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼(ଏନ୍‌.ଏମ୍‌.): ଅପରାହ୍ନ ସମୟରେ ବାଙ୍କୀରେ ଦେଖିବାକୁ ମିଳିଛି କାଳବୈଶାଖୀର ତାଣ୍ଡବ ଲୀଳା । ହଠାତ କ୍ଷିପ୍ର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ଓ ଘନଘନ ବଜ୍ରପାତରେ ବାଙ୍କୀ- ଆଠଗଡ଼ ଅଞ୍ଚଳଟି ପ୍ରକମ୍ପିତ ହୋଇ ପଡ଼ିଥିଲା…

ବନ କର୍ମଚାରୀଙ୍କ ସୁରକ୍ଷା ପାଇଁ ୭ ଦଫା ଦାବିରେ ଅଣ୍ଟା ଭିଡିଲା ବାରିପଦା ବନ କର୍ମଚାରୀ ମିଳିତ କ୍ରିୟାନୁଷ୍ଠାନ କମିଟି
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବନ କର୍ମଚାରୀଙ୍କ ସୁରକ୍ଷା ପାଇଁ ୭ ଦଫା ଦାବିରେ ଅଣ୍ଟା ଭିଡିଲା ବାରିପଦା ବନ କର୍ମଚାରୀ ମିଳିତ କ୍ରିୟାନୁଷ୍ଠାନ କମିଟି

ବନ କର୍ମଚାରୀଙ୍କ ସୁରକ୍ଷା ପାଇଁ ୭ ଦଫା ଦାବିରେ ଅଣ୍ଟା ଭିଡିଲା ବାରିପଦା ବନ କର୍ମଚାରୀ ମିଳିତ କ୍ରିୟାନୁଷ୍ଠାନ କମିଟି [caption id="attachment_9672" align="alignnone" width="300"] News by Akshya Biswal (Rairangpur)[/caption] #ରାଇରଙ୍ଗପୁର(ଏନ୍‌.ଏମ୍‌.): ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳି ମାଡରେ ଫରେଷ୍ଟ ଗାର୍ଡ ବିମଳ ଜେନାଙ୍କ ସହିଦ ହୋଇ ଯାଇଛନ୍ତି । ବାରିପଦା ବନ କର୍ମଚାରୀ ମିଳିତ କ୍ରିୟାନୁଷ୍ଠାନ କମିଟି ସାଥୀଙ୍କୁ ହରାଇ ମର୍ମାହତ । ଏଥିସହ ଶିମିଳିପାଳ…

ଶୀତଳ ଷଷ୍ଠୀ ଯାତ୍ରାକୁ ନେଇ ଆଠଗଡ଼ରେ ବୋମାମାଡ଼
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଶୀତଳ ଷଷ୍ଠୀ ଯାତ୍ରାକୁ ନେଇ ଆଠଗଡ଼ରେ ବୋମାମାଡ଼

ଶୀତଳ ଷଷ୍ଠୀ ଯାତ୍ରାକୁ ନେଇ ଆଠଗଡ଼ରେ ବୋମାମାଡ଼ [caption id="attachment_9669" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼(ଏନ୍‌.ଏମ୍‌): ଶୀତଳ ଷଷ୍ଠୀ ଯାତ୍ରାକୁ କେନ୍ଦ୍ର କରି ବୋମାମାଡ଼ ଭଳି ଘଟଣା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ମେଘା ଅଞ୍ଚଳରେ । ସୂଚନା ଅନୁଯାୟୀ, ପବିତ୍ର ଶୀତଳଷଷ୍ଠୀ ଯାତ୍ରା ଚାଲିଥିବାବେଳେ ପ୍ରଭୁ ଭୋଳାନାଥ ଏବଂ ଜଗତଜନନୀ ମା’…

କୋଣାର୍କ ହାଇସ୍କୁଲ ୧୯୮୮ ମାଟ୍ରିକ୍ ବ୍ୟାଚର ବନ୍ଧୁ ମିଳନ ଉତ୍ସବ: ‘ଫେରିଆସନ୍ତାକି ସେ ଛାତ୍ରଜୀବନ’
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କୋଣାର୍କ ହାଇସ୍କୁଲ ୧୯୮୮ ମାଟ୍ରିକ୍ ବ୍ୟାଚର ବନ୍ଧୁ ମିଳନ ଉତ୍ସବ: ‘ଫେରିଆସନ୍ତାକି ସେ ଛାତ୍ରଜୀବନ’

କୋଣାର୍କ ହାଇସ୍କୁଲ ୧୯୮୮ ମାଟ୍ରିକ୍ ବ୍ୟାଚର ବନ୍ଧୁ ମିଳନ ଉତ୍ସବ: 'ଫେରିଆସନ୍ତାକି ସେ ଛାତ୍ରଜୀବନ' [caption id="attachment_9665" align="alignnone" width="300"] News by Ajit Kumar Mallick (Konark)[/caption] #କୋଣାର୍କ(ଏନ୍‌.ଏମ୍‌.): ସ୍ଥାନୀୟ ଯାତ୍ରୀନିବାସ ଠାରେ କୋଣାର୍କ ହାଇସ୍କୁଲର ୧୯୮୮ ମସିହା ମାଟ୍ରିକ୍ ବ୍ୟାଚ ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁ ମିଳନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୩୫ବର୍ଷ ପରେ ପ୍ରଥମ ଥର ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୦୦ରୁ…

ଶୈବ ପୀଠରେ ଆନନ୍ଦ ଉଲ୍ଲାସର ସହ ପାଳନ ହେଲା ଶୀତଳଷଷ୍ଠୀ: ବେଦୀରେ ବସିଲେ ଦେବ ଦମ୍ପତ୍ତି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଶୈବ ପୀଠରେ ଆନନ୍ଦ ଉଲ୍ଲାସର ସହ ପାଳନ ହେଲା ଶୀତଳଷଷ୍ଠୀ: ବେଦୀରେ ବସିଲେ ଦେବ ଦମ୍ପତ୍ତି

ଶୈବ ପୀଠରେ ଆନନ୍ଦ ଉଲ୍ଲାସର ସହ ପାଳନ ହେଲା ଶୀତଳଷଷ୍ଠୀ: ବେଦୀରେ ବସିଲେ ଦେବ ଦମ୍ପତ୍ତି [caption id="attachment_9662" align="alignnone" width="300"] News by Smruti Ranjan Tripathy (Cuttack)[/caption] #କଟକ(ଏନ୍‍.ଏମ୍‍.): ରାଜ୍ୟର ପ୍ରାୟ ପ୍ରତ୍ୟେକ ଶୈବପୀଠରେ ଦେବ ଦେବ ମହାଦେବଙ୍କ ବିବାହ ଉତ୍ସବ ବେଶ ଧୁମ ଧାମରେ ପାଳିତ ହୋଇଯାଇଛି । ବିଶେଷ କରି ଏହି ପର୍ବଟି ପଶ୍ଚିମ ଓଡ଼ିଶା ତଥା ସମ୍ବଲପୁରର ଏକ ପ୍ରମୁଖ ପର୍ବ ହୋଇଥିବାବେଳେ…

କ୍ଷତିଗ୍ରସ୍ତ ବସ୍ତିବାସିନ୍ଦାଙ୍କୁ ଆର୍ଥିକ ସହାୟତା ଓ ମୌଳିକ ସମସ୍ୟାର ସମାଧାନ ଦାବିରେ ମୋ କଟକ ସୁରକ୍ଷା ମଞ୍ଚର ବିକ୍ଷୋଭ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

କ୍ଷତିଗ୍ରସ୍ତ ବସ୍ତିବାସିନ୍ଦାଙ୍କୁ ଆର୍ଥିକ ସହାୟତା ଓ ମୌଳିକ ସମସ୍ୟାର ସମାଧାନ ଦାବିରେ ମୋ କଟକ ସୁରକ୍ଷା ମଞ୍ଚର ବିକ୍ଷୋଭ

କ୍ଷତିଗ୍ରସ୍ତ ବସ୍ତିବାସିନ୍ଦାଙ୍କୁ ଆର୍ଥିକ ସହାୟତା ଓ ମୌଳିକ ସମସ୍ୟାର ସମାଧାନ ଦାବିରେ ମୋ କଟକ ସୁରକ୍ଷା ମଞ୍ଚର ବିକ୍ଷୋଭ [caption id="attachment_9659" align="alignnone" width="300"] News by Smrutiranjan Tripathy (Cuttack)[/caption] #କଟକ(ଏନ୍‌.ଏମ୍‌.): କଟକ ସହରରେ ବସ୍ତିବାସିନ୍ଦାମାନଙ୍କୁ ଅନ୍ୟତ୍ର ଥଇଥାନ କରାଯାଇଥିଲେ ମଧ୍ୟ ସେମାନେ ସୁରକ୍ଷିତ ନଥିବା ଦେଖିବାକୁ ମିଳିଛି । ରାଜ୍ୟ ସରକାର କଟକ ସହରକୁ ସ୍ୱଛ, ସୁନ୍ଦର କରିବାପାଇଁ ସହରରେ ବାସ କରୁଥିବା ବସ୍ତିବାସିନ୍ଧାଙ୍କୁ ସହରର ଉପକଣ୍ଠ…

ତିରିଂ ତହସିଲ ରାମବେଡା ନଦୀଘାଟରୁ ଝାଡଖଣ୍ଡକୁ ଚୋରା ବାଲି ଚାଲାଣ ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ତିରିଂ ତହସିଲ ରାମବେଡା ନଦୀଘାଟରୁ ଝାଡଖଣ୍ଡକୁ ଚୋରା ବାଲି ଚାଲାଣ ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ତିରିଂ ତହସିଲ ରାମବେଡା ନଦୀଘାଟରୁ ଝାଡଖଣ୍ଡକୁ ଚୋରା ବାଲି ଚାଲାଣ ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ [caption id="attachment_9655" align="alignnone" width="300"] News by Akshya Kumar Biswal (Rairangpur)[/caption] #ରାଇରଙ୍ଗପୁର(ଏନ୍‌.ଏମ୍‌.): ଦିନକୁ ଦିନ ଚୋରା ବାଲି ମାଫିଆଙ୍କ ପ୍ରାଦୁର୍ଭାବ ହୁ ହୁ ହୋଇ ବଢି ଚାଲିଛି । ଦିବାରାତ୍ର ପ୍ରଶାସନ ଓ ପୋଲିସ ଜଣାତରେ ଚୋରା ବାଲି ଚାଲାଣ ବାହାର ରାଜ୍ୟକୁ ଭାରିଯାନ ଦ୍ୱାରା ବେଧଡକ ଭାବେ…

ଅଘୋଷିତ ଘନଘନ ବିଜୁଳି କାଟ ବିରୁଦ୍ଧରେ ବିଜେପିର ଲଣ୍ଟନ ଧରି ଅଭିନବ ପଦଯାତ୍ରା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଅଘୋଷିତ ଘନଘନ ବିଜୁଳି କାଟ ବିରୁଦ୍ଧରେ ବିଜେପିର ଲଣ୍ଟନ ଧରି ଅଭିନବ ପଦଯାତ୍ରା

ଅଘୋଷିତ ଘନଘନ ବିଜୁଳି କାଟ ବିରୁଦ୍ଧରେ ବିଜେପିର ଲଣ୍ଟନ ଧରି ଅଭିନବ ପଦଯାତ୍ରା [caption id="attachment_9652" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ଉର୍ଦ୍ଧ୍ୱରେ ପହଞ୍ଚିଥିବା ବେଳେ ବାରମ୍ବାର ଓ ଅଘୋଷିତ ବିଜୁଳି କାଟ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି । ଯାହା ଅସହ୍ୟ ଗରମରେ ସଙ୍ଘର୍ଷ…

ମାଟ୍ରିକ ପରୀକ୍ଷା ଉତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତ କଲେ ସରକାର : +୨ରେ ୧୩୪୬୮ଟି ସିଟ ବୃଦ୍ଧି, ୧୦୬ଟି ହାଇସ୍କୁଲ ହେଲା ଅପଗ୍ରେଡ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମାଟ୍ରିକ ପରୀକ୍ଷା ଉତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତ କଲେ ସରକାର : +୨ରେ ୧୩୪୬୮ଟି ସିଟ ବୃଦ୍ଧି, ୧୦୬ଟି ହାଇସ୍କୁଲ ହେଲା ଅପଗ୍ରେଡ

ମାଟ୍ରିକ ପରୀକ୍ଷା ଉତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତ କଲେ ସରକାର +୨ରେ ୧୩୪୬୮ଟି ସିଟ ବୃଦ୍ଧି, ୧୦୬ଟି ହାଇସ୍କୁଲ ହେଲା ଅପଗ୍ରେଡ [caption id="attachment_9648" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଚଳିତ ଶିକ୍ଷାବର୍ଷରେ ରାଜ୍ୟରେ ମାଟ୍ରିକ ପରୀକ୍ଷାରେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ +୨ ଅଧ୍ୟୟନ ନେଇ ଅନିଶ୍ଚିତତାରେ ଥିଲେ । ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟରେ +୨ କଲେଜର ଅଭାବ ଦୃଷ୍ଟିରୁ ଏଥର ପଢ଼ିବା ପାଇଁ…

ଶୈବ ପୀଠରେ ବି ଗଞ୍ଜେଇ ଉପରେ ଲାଗିଲା କଟକଣା: ଜିଲ୍ଲାପାଳ ଓ ଏସପିଙ୍କୁ ସଂସ୍କୃତି ବିଭାଗର ଚିଠି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ଶୈବ ପୀଠରେ ବି ଗଞ୍ଜେଇ ଉପରେ ଲାଗିଲା କଟକଣା: ଜିଲ୍ଲାପାଳ ଓ ଏସପିଙ୍କୁ ସଂସ୍କୃତି ବିଭାଗର ଚିଠି

ଶୈବ ପୀଠରେ ବି ଗଞ୍ଜେଇ ଉପରେ ଲାଗିଲା କଟକଣା: ଜିଲ୍ଲାପାଳ ଓ ଏସପିଙ୍କୁ ସଂସ୍କୃତି ବିଭାଗର ଚିଠି [caption id="attachment_9645" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାର ସମସ୍ତ ଶୈବ ପୀଠରେ ଗଞ୍ଜେଇ ବ୍ୟବହାରକୁ ନିଷିଦ୍ଧ କରାଯାଇଛି । ଶୈବପୀଠ ମାନଙ୍କରେ ଗଞ୍ଜେଇ ବ୍ୟବହାର ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷେଧ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି…