ଇମ୍ଫାର ୬୦ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ୪୦୭ଜଣ ବ୍ୟକ୍ତିଙ୍କୁ କୋଭିଡ ଟୀକା ପ୍ରଦାନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଇମ୍ଫାର ୬୦ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ୪୦୭ଜଣ ବ୍ୟକ୍ତିଙ୍କୁ କୋଭିଡ ଟୀକା ପ୍ରଦାନ

ଇମ୍ଫାର ୬୦ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ୪୦୭ଜଣ ବ୍ୟକ୍ତିଙ୍କୁ କୋଭିଡ ଟୀକା ପ୍ରଦାନ ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାରସ୍ଥିତ ଇମ୍ଫା ଶିଳ୍ପଗୋଷ୍ଠୀର ୬୦ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ୪୦୭ଜଣ ବ୍ୟକ୍ତିଙ୍କୁ କୋଭିଡ ଟୀକା ପ୍ରଦାନ କରାଯାଇଛି । ଇମ୍ଫାର ସାମାଜିକ ଓ ଦାୟିତ୍ୱବୋଧ ଶାଖା ତରଫରୁ ଚୌଦ୍ୱାର ଯାତ୍ରା ପଡ଼ିଆରେ ଅବସ୍ଥିତ ୟୁନିଅନ୍ ସ୍ପୋର୍ଟିଙ୍ଗ୍ କ୍ଲବ୍ ପରିସରରେ ଏକ କୋଭିଡ଼ ଟୀକାକରଣ କେନ୍ଦ୍ର କରାଯାଇ ଚୌଦ୍ୱାର ଅଞ୍ଚଳବାସୀଙ୍କୁ ଟୀକା ପ୍ରଦାନ କରାଯାଇଥିଲା ।…

୧୪୦କୋଟି ଟଙ୍କାର ଋଣ ଫାଙ୍କୁଛି କମ୍ପାନୀ: ଜଗତପୁର ଶିଳ୍ପାଞ୍ଚଳରେ ସିବିଆଇ ଚଢାଉ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

୧୪୦କୋଟି ଟଙ୍କାର ଋଣ ଫାଙ୍କୁଛି କମ୍ପାନୀ: ଜଗତପୁର ଶିଳ୍ପାଞ୍ଚଳରେ ସିବିଆଇ ଚଢାଉ

୧୪୦କୋଟି ଟଙ୍କାର ଋଣ ଫାଙ୍କୁଛି କମ୍ପାନୀ: ଜଗତପୁର ଶିଳ୍ପାଞ୍ଚଳରେ ସିବିଆଇ ଚଢାଉ କଟକ(ଏନ୍‌.ଏମ୍‌.): ଜଗତପୁର ଶିଳ୍ପାଞ୍ଚଳରରେ ଥିବା ଏକ କମ୍ପାନୀ ନକଲି କାଗଜପତ୍ର ଦେଇ ୨ଟି ବ୍ୟାଙ୍କରୁ କୋଟିକୋଟି ଟଙ୍କା ଋଣ ନେଇ ନଶୁଝିବା ଘଟଣାରେ ଆଜି ସଂପୃକ୍ତ କମ୍ପାନୀ ଉପରେ ସିବିଆଇ ଚଢଉ କରିଛି । ଏସ୍ ଆର୍ ଆଲକୋଭେଦ ପ୍ରାଇଭେଟ ଲିମିଟେଡ୍ ନାମକ ଏକ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ରଞ୍ଜନ କୁମାର ପାଢି ପ୍ରଥମେ ୭୭ କୋଟି…

ବାରବାଟୀ-କଟକ ବିଧାୟକଙ୍କ ଦ୍ୱାରା ବସ୍ତି ବାସିନ୍ଦାଙ୍କୁ କମ୍ବଳ ବଣ୍ଟନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ବାରବାଟୀ-କଟକ ବିଧାୟକଙ୍କ ଦ୍ୱାରା ବସ୍ତି ବାସିନ୍ଦାଙ୍କୁ କମ୍ବଳ ବଣ୍ଟନ

ବାରବାଟୀ-କଟକ ବିଧାୟକଙ୍କ ଦ୍ୱାରା ବସ୍ତି ବାସିନ୍ଦାଙ୍କୁ କମ୍ବଳ ବଣ୍ଟନ କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ ଅନ୍ତର୍ଗତ ୩ ନମ୍ବର ୱାର୍ଡ ଷଣ୍ଢ ଆଶ୍ରମ ସ୍ଥିତ ବସ୍ତି, ୭ ନମ୍ବର ୱାର୍ଡର ଇଦ୍‌ଘା ଓ ୨୬ ନମ୍ବର ୱାର୍ଡର କାଠଗଡା ସାହି ଆଦି ବସ୍ତି ଅଞ୍ଚଳର ବାସିନ୍ଦାଙ୍କ ମଧ୍ୟରେ ବାରବାଟୀ-କଟକ ବିଧାୟକ ଇଂ ମହମ୍ମଦ ମୋକିମ ଶୀତବସ୍ତ୍ର ବିତରଣ କରିଛନ୍ତି । ବସ୍ତିର ଗରିବ, ଅସହାୟ, ବରିଷ୍ଠ ବୃଦ୍ଧ–ବୃଦ୍ଧାମାନଙ୍କୁ କମ୍ବଳ ପ୍ରଦାନ…

୨୬ରୁ ୨୮ ଏସସିବି ପ୍ଲାଟିନମ ଜୁବୁଲି ଉଦଯାପନୀ: ଭର୍ଚୁଆଲ ପ୍ଲାଟଫର୍ମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

୨୬ରୁ ୨୮ ଏସସିବି ପ୍ଲାଟିନମ ଜୁବୁଲି ଉଦଯାପନୀ: ଭର୍ଚୁଆଲ ପ୍ଲାଟଫର୍ମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

୨୬ରୁ ୨୮ ଏସସିବି ପ୍ଲାଟିନମ ଜୁବୁଲି ଉଦଯାପନୀ: ଭର୍ଚୁଆଲ ପ୍ଲାଟଫର୍ମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ କଟକ(ଏନ୍‌.ଏମ୍‌.): ଦୀର୍ଘ ୭୫ଦିନ ଧରି ଚାଲିଥିବା ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ପ୍ଲାଟିନମ ଜୁବୁଲି ଓ ଏସସିବିଆନ ଗ୍ଲୋବାଲ କନକ୍ଲେଭ ଉଦଯାପିତ ହେବାକୁ ଯାଉଛି । ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମ ଆରମ୍ଭ ହେବ । ୨୬ ତାରିଖରେ ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତିଥି…

‘ଓମ୍‌ସା’ର ୬୮ତମ ବାର୍ଷିକ ସମ୍ମିଳନୀ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

‘ଓମ୍‌ସା’ର ୬୮ତମ ବାର୍ଷିକ ସମ୍ମିଳନୀ

‘ଓମ୍‌ସା’ର ୬୮ତମ ବାର୍ଷିକ ସମ୍ମିଳନୀ କେବଳ ଦେହର ଚିକିତ୍ସା ନୁହେଁ, ଆତ୍ମାର ଚିକିତ୍ସା ମଧ୍ୟ ଜରୁରୀ: ରାଜ୍ୟପାଳ ଭୁବନେଶ୍ୱର(ଏନ୍‌.ଏମ୍‌.): ମଣିଷ ବସ୍ତୁତଃ ଏକ ଆତ୍ମା ଯେ ଦେହରେ ଅବସ୍ଥାନ କରେ । କେବଳ ଦେହର ଚିକିତ୍ସା ନୁହେଁ, ଆତ୍ମା ଓ ମନର ଚିକିତ୍ସା ଏକାନ୍ତ ଜରୁରୀ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍ (ଓମ୍‌ସା)ର ୬୮ତମ ବାର୍ଷିକ ଉତ୍ସବରେ ଯୋଗଦେଇ…

‘ପ୍ରୟାସ’ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରିତା ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

‘ପ୍ରୟାସ’ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରିତା ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ

‘ପ୍ରୟାସ’ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରିତା ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ ୨୦୨୨ ମସିହା ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟରେ ୧୩,୦୨୦ ଏସ୍‌ସି, ଏସ୍‌ଟି ଏବଂ ଓବିସି ଯୁବବର୍ଗଙ୍କୁ ଦକ୍ଷତା ବିକାଶ ତାଲିମ ସହ ନିଯୁକ୍ତି ଲକ୍ଷ୍ୟ ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ୫-‘ଟି’ ଉପକ୍ରମରେ ‘ପ୍ରୟାସ’ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର କାର୍ଯ୍ୟକାରିତା ନିମନ୍ତେ ଏକ ବୁଝାମଣାପତ୍ର…

ୱାର୍ଲଡ ସ୍କିଲ ସେଣ୍ଟରରେ ଆରମ୍ଭ ହେଲା ପ୍ରଥମ ବ୍ୟାଚ୍ ପାଠ୍ୟକ୍ରମ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ୱାର୍ଲଡ ସ୍କିଲ ସେଣ୍ଟରରେ ଆରମ୍ଭ ହେଲା ପ୍ରଥମ ବ୍ୟାଚ୍ ପାଠ୍ୟକ୍ରମ

ୱାର୍ଲଡ ସ୍କିଲ ସେଣ୍ଟରରେ ଆରମ୍ଭ ହେଲା ପ୍ରଥମ ବ୍ୟାଚ୍ ପାଠ୍ୟକ୍ରମ ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ(ଓଏସ୍‌ଡିଏ) ଅଧୀନରେ ୱାର୍ଲଡ ସ୍କିଲ ସେଣ୍ଟରଠାରେ ପ୍ରଥମ ବ୍ୟାଚ୍ ଉନ୍ନତ ସ୍କିଲ ପାଠ୍ୟକ୍ରମ ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଯାଇଛି । ଏହା ନେଇ ୱାର୍ଲଡ ସ୍କିଲ ସେଣ୍ଟରଠାରେ ଏକ ଭବ୍ୟ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆଦିତ୍ୟ ବିରଲା ଗ୍ରୁପ୍‌ର ନିର୍ଦ୍ଦେଶକ ଡକ୍ଟର ସନ୍ତୃପ୍ତ ମିଶ୍ର…

ବିଜେପି କଟକ ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ହେଲେ ସୌମେନ୍ଦ୍ର ପଲାଇ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିଜେପି କଟକ ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ହେଲେ ସୌମେନ୍ଦ୍ର ପଲାଇ

ବିଜେପି କଟକ ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ହେଲେ ସୌମେନ୍ଦ୍ର ପଲାଇ କଟକ(ଏନ୍‌.ଏମ୍‌.): ଭାରତୀୟ ଜନତା ପାର୍ଟି ଓବିସି ମୋର୍ଚ୍ଚା କଟକ ନଗର ସାଧାରଣ ସମ୍ପାଦକ ଭାବେ ସୌମେନ୍ଦ୍ର ପଲାଇ ମନୋନୀତ ହୋଇଛନ୍ତି । ସେ ତୃଣମୂଳସ୍ତରରୁ ମୋର୍ଚ୍ଚାର ଦାୟିତ୍ୱ ତୁଳାଇବା ସହିତ ଦଳକୁ ସାଙ୍ଗଠନିକ ମଜବୁତ କରିବାର ପ୍ରତିଶୁତି ବଦ୍ଧ । ଏହି ଦାୟିତ୍ୱ ପାଇଁ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ…

ଜନଶିକ୍ଷଣ ସଂସ୍ଥା ପକ୍ଷରୁ ଛତୁ ଉତ୍ପାଦକ ନିମନ୍ତେ ପ୍ରଶିକ୍ଷଣ ଶିବିର
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଜନଶିକ୍ଷଣ ସଂସ୍ଥା ପକ୍ଷରୁ ଛତୁ ଉତ୍ପାଦକ ନିମନ୍ତେ ପ୍ରଶିକ୍ଷଣ ଶିବିର

ଜନଶିକ୍ଷଣ ସଂସ୍ଥା ପକ୍ଷରୁ ଛତୁ ଉତ୍ପାଦକ ନିମନ୍ତେ ପ୍ରଶିକ୍ଷଣ ଶିବିର ବଡ଼ମ୍ବା(ଏନ୍‌.ଏମ୍‌.): ଜନଶିକ୍ଷଣ ସଂସ୍ଥା ପକ୍ଷରୁ ବଡ଼ମ୍ବା ବ୍ଲକ ଗୋପାଳପୁର ଠାରେ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଏବଂ ଜନ ଶିକ୍ଷଣ ନିର୍ଦ୍ଦେଶାଳୟର କଟକ ସିଡିଏ ଜନ ଶିକ୍ଷଣ ସଂସ୍ଥା ଆନୁକୂଲ୍ୟରେ ଛତୁ ଚାଷୀମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଏକ ପ୍ରଶିକ୍ଷଣ କେନ୍ଦ୍ର ପରିଚ।।ଳନା କରାଯିବାର ବ୍ୟବସ୍ଥା କରାଯାଇଛି । ଏହି ଉପଲକ୍ଷେ ଅମାତିଆ ଗ୍ରାମ…

ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ପ୍ରସଂଗକୁ ନେଇ ବିବାଦ: ସତ୍ୟପାଠ ମାଧ୍ୟମରେ ଜବାବ ରଖିବାକୁ ରାଜ୍ୟ ନିର୍ବାଚନ କମିସନଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ପ୍ରସଂଗକୁ ନେଇ ବିବାଦ: ସତ୍ୟପାଠ ମାଧ୍ୟମରେ ଜବାବ ରଖିବାକୁ ରାଜ୍ୟ ନିର୍ବାଚନ କମିସନଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ପ୍ରସଂଗକୁ ନେଇ ବିବାଦ: ସତ୍ୟପାଠ ମାଧ୍ୟମରେ ଜବାବ ରଖିବାକୁ ରାଜ୍ୟ ନିର୍ବାଚନ କମିସନଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କଟକ(ଏନ୍‌.ଏମ୍‌.): ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ ପ୍ରସଂଗକୁ ନେଇ ଦାୟର ମାମଲାରେ ରାଜ୍ୟ ନିର୍ବାଚନ କମିସନଙ୍କ ନିକଟରୁ ହାଇକୋର୍ଟ ଜବାବ ତଲବ କରିଛନ୍ତି । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବୀରେନ୍ଦ୍ର ଦାସଙ୍କ ଆବେଦନର ଶୁଣାଣି…

ବିଶ୍ୱପ୍ରସିଦ୍ଧ ସମ୍ବଲପୁରୀ ବାନ୍ଧକଳା ଓ ଚିତ୍ରକଳାର ଯୁଗଳବନ୍ଦୀ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବିଶ୍ୱପ୍ରସିଦ୍ଧ ସମ୍ବଲପୁରୀ ବାନ୍ଧକଳା ଓ ଚିତ୍ରକଳାର ଯୁଗଳବନ୍ଦୀ

ବିଶ୍ୱପ୍ରସିଦ୍ଧ ସମ୍ବଲପୁରୀ ବାନ୍ଧକଳା ଓ ଚିତ୍ରକଳାର ଯୁଗଳବନ୍ଦୀ ଉନ୍ମୋଚିତ ହେଲା ମୁକ୍ତାକାଶ ଆର୍ଟ ଗ୍ୟାଲେରୀ ଭୁବନେଶ୍ୱର(ଏନ୍‌.ଏମ୍‌.): ସମ୍ବଲପୁର ଜିଲ୍ଲାର ଧନକଉଡା ବ୍ଲକ କର୍ଡୋଲା ଗାଁରେ ୪ ଦିନ ଧରି ଓଡ଼ିଶା ଲଳିତ କଳା ଏକାଡେମୀ ଓ ସମ୍ବଲପୁର ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଅନୁଷ୍ଠିତ ପାରମ୍ପରିକ ସମ୍ବଲପୁରୀ ବସ୍ତ୍ରର ରୂପାଙ୍କନ ଆଧାରିତ ଚିତ୍ରକଳା ଶିବିର ଉଦଯାପିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ଓଡ଼ିଶାର ପଶ୍ଚିମାଞ୍ଚଳ ଶିଳ୍ପୀମାନଙ୍କୁ ପ୍ରୋତ୍ସାହିତ କରିବା ସହ…

ଗ୍ୟାସ ଦର ବୃଦ୍ଧିକୁ ନେଇ କେନ୍ଦ୍ର ବିରୋଧରେ କଟକ ବିଜେଡିର ରଣ ହୁଙ୍କାର
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଗ୍ୟାସ ଦର ବୃଦ୍ଧିକୁ ନେଇ କେନ୍ଦ୍ର ବିରୋଧରେ କଟକ ବିଜେଡିର ରଣ ହୁଙ୍କାର

ଗ୍ୟାସ ଦର ବୃଦ୍ଧିକୁ ନେଇ କେନ୍ଦ୍ର ବିରୋଧରେ କଟକ ବିଜେଡିର ରଣ ହୁଙ୍କାର କଟକ(ଏନ୍‌.ଏମ୍‌.): ଦୀର୍ଘଦିନ ପରେ ବିଜୁ ଜନତା ଦଳ କେନ୍ଦ୍ରର ବିଜେପି ସରକାର ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛି । ପେଟ୍ରୋଲ୍ ଡିଜେଲ୍ ସହ ରନ୍ଧନ ଗ୍ୟାସ ଦର ଅହେତୁକ ଭାବେ ବୃଦ୍ଧି ପାଇଥିବାରୁ କେନ୍ଦ୍ରର ବିଜେପି ନେତୃତ୍ୱାଧିନ ଏନଡିଏ ସରକାରଙ୍କୁ ଦାୟୀ କରି ବିଜେଡି ପ୍ରତିବାଦ ଆରମ୍ଭ କରିଛି । ଆଜିଠାରୁ ସମଗ୍ର ରାଜ୍ୟରେ ଯୁବ ବିଜେଡି,…

ମହଙ୍ଗା ହେଲା ମୋବାଇଲ୍ ରିଚାର୍ଜ, ପ୍ରିପେଡ୍ ଶୁଳ୍କ ୨୦ ରୁ ୨୫ ପ୍ରତିଶତକୁ ବୃଦ୍ଧି କଲା ଏୟାରଟେଲ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମହଙ୍ଗା ହେଲା ମୋବାଇଲ୍ ରିଚାର୍ଜ, ପ୍ରିପେଡ୍ ଶୁଳ୍କ ୨୦ ରୁ ୨୫ ପ୍ରତିଶତକୁ ବୃଦ୍ଧି କଲା ଏୟାରଟେଲ

ମହଙ୍ଗା ହେଲା ମୋବାଇଲ୍ ରିଚାର୍ଜ, ପ୍ରିପେଡ୍ ଶୁଳ୍କ ୨୦ ରୁ ୨୫ ପ୍ରତିଶତକୁ ବୃଦ୍ଧି କଲା ଏୟାରଟେଲ ନୂଆଦିଲ୍ଲୀ (ଏନ୍‌.ଏମ୍‌.):  ମୋବାଇଲରେ କଥାବାର୍ତ୍ତା କରି ନେଟ୍ ସର୍ଫିଂ ପାଇଁ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ । ମୋବାଇଲ୍ ଫୋନ୍ ରିଚାର୍ଜ ବର୍ତ୍ତମାନ ମହଙ୍ଗା ହୋଇଛି । ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲ୍ ମୋବାଇଲ୍ ଶୁଳ୍କକୁ ୨୦ ରୁ ୨୫ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା…

ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ

ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ ଚୌଦ୍ୱାର(ଏନ୍‌.ଏମ୍‌.): ସମ୍ପ୍ରତି ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ରୋଷେଇ ଘରକୁ ସ୍ଥାଣୁ କରିଦେଇଛି । ବାରମ୍ବାର ଦରବୃଦ୍ଧି ଯୋଗୁଁ ମହିଳାମାନେ ପ୍ରଭାବିତ ହୋଇଛନ୍ତି । ତେବେ ଏହାର ପ୍ରତିବାଦରେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଚୌଦ୍ୱାର-କଟକର ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ରନ୍ଧନ…

ଭିନ୍ନକ୍ଷମଙ୍କୁ ଦାଦାବଟି ମାଗି କ୍ୟାବିିନକୁ ଓଲଟାଇ ଦେଲେ ଦୁବୃର୍ତ୍ତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଭିନ୍ନକ୍ଷମଙ୍କୁ ଦାଦାବଟି ମାଗି କ୍ୟାବିିନକୁ ଓଲଟାଇ ଦେଲେ ଦୁବୃର୍ତ୍ତ

ଭିନ୍ନକ୍ଷମଙ୍କୁ ଦାଦାବଟି ମାଗି କ୍ୟାବିିନକୁ ଓଲଟାଇ ଦେଲେ ଦୁବୃର୍ତ୍ତ ଜଗତପୁର(ଏନ୍‌.ଏମ୍‌.): କମିଶନରେଟ ପୁଲିସ ଅଞ୍ଚଳରେ ଦିନକୁ ଦିନ ଚୋରି, ଡକାୟତି, ଲୁଟ, ଦାଦାବଟି ଓ ହତ୍ୟାକାଣ୍ଡ ଭଳି ଘଟଣା ବୃଦ୍ଧିପାଇ ପୁଲିସକୁ ଖୋଲା ଚାଲେଞ୍ଜ କରି ଚାଲିଛନ୍ତି ଦୁର୍ବୃତ୍ତ । ଅପରାଧ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ ପୁଲିସ ବିଭିନ୍ନ ପଦକ୍ଷେପ ନେଉଥିଲେ ମଧ୍ୟ ଦୁବୃର୍ତ୍ତମାନେ ଏହାକୁ ହଜମ କରି ଦେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ବିଶେଷ କରି…

ବେଆଇନ ବାଲି ଚାଲଣ ପ୍ରତିବାଦରେ ଟାଙ୍ଗୀ-ଚୌଦ୍ୱାର ତହସିଲ ସମ୍ମୁଖରେ ସିପିଆଇ(ଏମ୍‌) ପକ୍ଷରୁ ଗଣବିକ୍ଷୋଭ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବେଆଇନ ବାଲି ଚାଲଣ ପ୍ରତିବାଦରେ ଟାଙ୍ଗୀ-ଚୌଦ୍ୱାର ତହସିଲ ସମ୍ମୁଖରେ ସିପିଆଇ(ଏମ୍‌) ପକ୍ଷରୁ ଗଣବିକ୍ଷୋଭ

ବେଆଇନ ବାଲି ଚାଲଣ ପ୍ରତିବାଦରେ ଟାଙ୍ଗୀ-ଚୌଦ୍ୱାର ତହସିଲ ସମ୍ମୁଖରେ ସିପିଆଇ(ଏମ୍‌) ପକ୍ଷରୁ ଗଣବିକ୍ଷୋଭ କଟକ(ଏନ୍‌.ଏମ୍‌.): ବିରୂପା ନଦୀରୁ ବାଲି ମାଫିଆମାନେ ବେଆଇନ ଭାବେ ବାଲି ଚାଲଣ କରୁଥିବାବେଳେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପ୍ରଶାସନ । ବିଭାଗୀୟ ଅଧିକାରୀଙ୍କ ଗୋଚରରେ ପ୍ରତିଦିନ ଶହ ଶହ ଟ୍ରିପ ବାଲି ହେଉଛି ଚୋରା ଚାଲଣ । ଅନ୍ୟପକ୍ଷରେ ଦୁର୍ବଳ ନଦୀବନ୍ଧ ରାସ୍ତାରେ ଭାରିଯାନ ଚଳାଚଳ ପାଇଁ ସ୍ଥାନୀୟ ତହସିଲଦାର ନିଷେଧାଦେଶ ଦେଇଥିଲେ ମଧ୍ୟ ବାଲି…

ତିନିଦିନ ଧରି ଗାନ୍ଧୀ ଯୁବଶିବିର ପାଇଁ ପ୍ରସ୍ତୁତି ବୈଠକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ତିନିଦିନ ଧରି ଗାନ୍ଧୀ ଯୁବଶିବିର ପାଇଁ ପ୍ରସ୍ତୁତି ବୈଠକ

ତିନିଦିନ ଧରି ଗାନ୍ଧୀ ଯୁବଶିବିର ପାଇଁ ପ୍ରସ୍ତୁତି ବୈଠକ ନିଆଳୀ(ଏନ୍‌.ଏମ୍‌.): ଓଡିଶାର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ଗ୍ରାମୀଣ ସେବକ ସମାଜ ଟ୍ରଷ୍ଟ ପରିବାର ତରଫରୁ ଆଗାମୀ ଦିନରେ ତ୍ରିଦିବସ ଗାନ୍ଧୀଯୁବ ଶିବିର ଆୟୋଜନ ହେବା ପାଇଁ ପ୍ରସ୍ତୁତି ବୈଠକ ବଢିଆସାହି ସ୍ଥିତ କାର୍ଯ୍ୟାଳୟ ତଥା ଏଲ.ଏଚ.ଏସ କୋଚିଂ ସେଣ୍ଟର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଚେୟାରମ୍ୟାନ ଯୁବ ସମାଜସେବୀ ତଥା ଓଡିଶା ଗାନ୍ଧୀବାଦୀ ଫୋରମର ରାଜ୍ୟ ଯୁବ ସଭାପତି…

ସମଗ୍ର ଦେଶର ମତ୍ସ୍ୟ କ୍ଷେତ୍ରରେ ‘ଶ୍ରେଷ୍ଠ ପ୍ରଦର୍ଶନକାରୀ ସାମୁଦ୍ରିକ ଜିଲ୍ଲା’ ଭାବେ ପୁରସ୍କୃତ ହେଲା ବାଲେଶ୍ୱର ଜିଲ୍ଲା
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ସମଗ୍ର ଦେଶର ମତ୍ସ୍ୟ କ୍ଷେତ୍ରରେ ‘ଶ୍ରେଷ୍ଠ ପ୍ରଦର୍ଶନକାରୀ ସାମୁଦ୍ରିକ ଜିଲ୍ଲା’ ଭାବେ ପୁରସ୍କୃତ ହେଲା ବାଲେଶ୍ୱର ଜିଲ୍ଲା

ସମଗ୍ର ଦେଶର ମତ୍ସ୍ୟ କ୍ଷେତ୍ରରେ ‘ଶ୍ରେଷ୍ଠ ପ୍ରଦର୍ଶନକାରୀ ସାମୁଦ୍ରିକ ଜିଲ୍ଲା’ ଭାବେ ପୁରସ୍କୃତ ହେଲା ବାଲେଶ୍ୱର ଜିଲ୍ଲା ଭୁବନେଶ୍ୱର/ବାଲେଶ୍ୱର(ଏନ୍‌.ଏମ୍‌.): ଭୁବନେଶ୍ୱରଠାରେ ଭାରତ ସରକାରଙ୍କର ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଗୋପାଳନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ବିଶ୍ୱ ମତ୍ସ୍ୟ ଦିବସ-୨୦୨୧ ପାଳନ ଅବସରରେ ବାଲେଶ୍ୱର ଜିଲ୍ଲାକୁ ଶ୍ରେଷ୍ଠ ସାମୁଦ୍ରିକ ଜିଲ୍ଲା ଭାବେ ସମ୍ମାନ ପ୍ରଦାନ କରାଯାଇଛି । ଏହା ଫଳରେ ଓଡ଼ିଶା ମତ୍ସ୍ୟକ୍ଷେତ୍ରରେ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରି ଅନ୍ୟ…

କିଶୋରୀ ବାଳିକାମାନଙ୍କ ନିମନ୍ତେ ରାଜ୍ୟସ୍ତରୀୟ ‘ଅଦ୍ୱିକା’ ସମ୍ମିଳନୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

କିଶୋରୀ ବାଳିକାମାନଙ୍କ ନିମନ୍ତେ ରାଜ୍ୟସ୍ତରୀୟ ‘ଅଦ୍ୱିକା’ ସମ୍ମିଳନୀ

କିଶୋରୀ ବାଳିକାମାନଙ୍କ ନିମନ୍ତେ ରାଜ୍ୟସ୍ତରୀୟ ‘ଅଦ୍ୱିକା’ ସମ୍ମିଳନୀ ଭୁବନେଶ୍ୱର(ଏନ୍‌.ଏମ୍‌.): କିଶୋରୀ ବାଳିକାମାନଙ୍କ ସାମଗ୍ରିକ ବିକାଶ ଏବଂ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କ ମଧ୍ୟରେ ସାମାଜିକ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ୨୦୨୦ ମସିହା ଅକେଫାବର ୧୧ତାରିଖରେ ଆରମ୍ଭ ହୋଇଥିବା ‘ଅଦ୍ୱିକା’ କାର୍ଯ୍ୟକ୍ରମକୁ ଇତି ମଧ୍ୟରେ ଏକ ବର୍ଷ ପୂର୍ତ୍ତି ହୋଇଛି । ଏହି ପରିପ୍ରେକ୍ଷୀରେ ଶିଶୁ ଅଧିକାର ସପ୍ତାହର ଶେଷ ଦିନରେ ମହିଳା ଓ ଶିଶୁ…

ମୋଦିଙ୍କୁ ଚିଠି ଲେଖିଲେ ନବୀନ: ‘ଆହୁରି ୮ ମାସ ମାଗଣା ରାସନ ଦିଅ’
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମୋଦିଙ୍କୁ ଚିଠି ଲେଖିଲେ ନବୀନ: ‘ଆହୁରି ୮ ମାସ ମାଗଣା ରାସନ ଦିଅ’

ମୋଦିଙ୍କୁ ଚିଠି ଲେଖିଲେ ନବୀନ: ‘ଆହୁରି ୮ ମାସ ମାଗଣା ରାସନ ଦିଅ’ ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ)କୁ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଦେଇଛନ୍ତି । ପୂର୍ବ ଘୋଷଣା ମୁତାବକ ୭ ମାସ ମାଗଣା ରାସନ୍ ଦିଆଯାଇଥିବା ବେଳେ ଆହୁରି ୮ ମାସ ଏହାକୁ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ସମ୍ପ୍ରତି ରାଜ୍ୟରେ…