୨୦୨୨ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

୨୦୨୨ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି

୨୦୨୨ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ଭୁବନେଶ୍ୱର(ଏନ୍‌.ଏମ୍‌.):୨୦୨୨ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଆଜି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଶାସନ ସଚିବ, ଗୃହ ବିଭାଗଙ୍କ ଅଧ୍ୟକ୍ଷତାରେ ପୂର୍ବରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ଅନୁଯାୟୀ କୋଭିଡ୍ ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନ ସହ ଆଗାମୀ ଜାନୁଆରୀ ୨୬ ଉତ୍ସବ ପାଳନ କରାଯିବ । ଏହି ଉତ୍ସବରେ…

ନରାଜ ବ୍ରିଜ୍‌ରେ ବନ୍ଧୁକ ଦେଖାଇ ଲୁଟ ଘଟଣା:୨ଗିରଫ, ମାରଣାସ୍ତ୍ର ଜବତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ନରାଜ ବ୍ରିଜ୍‌ରେ ବନ୍ଧୁକ ଦେଖାଇ ଲୁଟ ଘଟଣା:୨ଗିରଫ, ମାରଣାସ୍ତ୍ର ଜବତ

ନରାଜ ବ୍ରିଜ୍‌ରେ ବନ୍ଧୁକ ଦେଖାଇ ଲୁଟ ଘଟଣା:୨ଗିରଫ, ମାରଣାସ୍ତ୍ର ଜବତ ଫଟୋ- ପଦ୍ମଲୋଚନ ମିଶ୍ର କଟକ(ଏନ୍‌.ଏମ୍‌.): ସିଡିଏ ଫେଜ -୨ ଥାନା ଅନ୍ତର୍ଗତ ନରାଜ ବ୍ରିଜ୍‌ରେ ବନ୍ଧୁକ ଦେଖାଇ ଗାଡିରୁ ଲୁଟ୍ କରିବା ଘଟଣାରେ ପୁଲିସ ୨ ଜଣ ଦୁର୍ଦ୍ଧାନ୍ତ ଲୁଟେରାଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ପୁଲିସ ଏୟାର ପିସ୍ତଲ,ଲୁହାରଡ,ନଗଦ ୨୦ ହଜାର ଟଙ୍କା ସହ ସେମାନେ ବ୍ୟବହାର କରୁଥିବା ଫୋନ ଓ ବାଇକ୍‌କୁ ଜବତ କରିଛି…

ବୋର୍ଡ଼ର ପ୍ରସ୍ତୁତି ଶେଷ: ପରୀକ୍ଷା ଦେବେ ରାଜ୍ୟରେ ୫ଲକ୍ଷ ୭୬ହଜାର ୩୮୭ ଛାତ୍ରଛାତ୍ରୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବୋର୍ଡ଼ର ପ୍ରସ୍ତୁତି ଶେଷ: ପରୀକ୍ଷା ଦେବେ ରାଜ୍ୟରେ ୫ଲକ୍ଷ ୭୬ହଜାର ୩୮୭ ଛାତ୍ରଛାତ୍ରୀ

ବୋର୍ଡ଼ର ପ୍ରସ୍ତୁତି ଶେଷ: ପରୀକ୍ଷା ଦେବେ ରାଜ୍ୟରେ ୫ଲକ୍ଷ ୭୬ହଜାର ୩୮୭ ଛାତ୍ରଛାତ୍ରୀ [caption id="attachment_3489" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ନୂତନ ପଦ୍ଧତିରେ ମାଟ୍ରିକ ପରୀକ୍ଷା କରାଯିବ । ଏଥିଲାଗି ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତ ଶେଷ ହୋଇଥିବା ବୋର୍ଡ଼ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଆସନ୍ତା କାଲି (ବୁଧବାର) ଠାରୁ ଦଶମ ସମ୍ମେଟିଭ ଆସୋସମେଣ୍ଟ-୧ ଆରମ୍ଭ ହେବ ।…

ବୈପାରିଗୁଡା ପ୍ରିମିୟର ଲିଗ (ବିପିଏଲ) ୨ୟ ସିଜିନର ପ୍ରସ୍ତୁତି ବୈଠକ
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବୈପାରିଗୁଡା ପ୍ରିମିୟର ଲିଗ (ବିପିଏଲ) ୨ୟ ସିଜିନର ପ୍ରସ୍ତୁତି ବୈଠକ

ବୈପାରିଗୁଡା ପ୍ରିମିୟର ଲିଗ (ବିପିଏଲ) ୨ୟ ସିଜିନର ପ୍ରସ୍ତୁତି ବୈଠକ ବୈପାରିଗୁଡା (ଏନ୍‌.ଏମ୍‌.): ବ୍ଲକସ୍ତରୀୟ କ୍ରିକେଟ ପ୍ରତିଯୋଗିତା ବୈପାରିଗୁଡା ପ୍ରିମିୟର ଲିଗ (ବିପିଏଲ) ୨ୟ ସିଜିନର ପ୍ରସ୍ତୁତି ବୈଠକ ବୈପାରିଗୁଡା ସ୍ଥିତ ପଶ୍ଚିମେଶ୍ୱର ମନ୍ଦିର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ୬ଟି ଦଳ ଖେଳିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସେହି ୬ଟି ଦଳର ଟିମ ମାଲିକଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି ।…

ସଂଗ୍ରାମ କେଶରୀ ସାମନ୍ତରାୟ ପାଇଲେ ଆଧ୍ୟାତ୍ମିକ କବି ଚେତନା ସମ୍ମାନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସଂଗ୍ରାମ କେଶରୀ ସାମନ୍ତରାୟ ପାଇଲେ ଆଧ୍ୟାତ୍ମିକ କବି ଚେତନା ସମ୍ମାନ

ସଂଗ୍ରାମ କେଶରୀ ସାମନ୍ତରାୟ ପାଇଲେ ଆଧ୍ୟାତ୍ମିକ କବି ଚେତନା ସମ୍ମାନ [caption id="attachment_3482" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] ଭଦ୍ରକ(ଏନ୍‌.ଏମ୍‌.): ଭଦ୍ରକାଳୀ ମ୍ୟୁଜିକ୍ ଏଣ୍ଡ ଆର୍ଟ ସ୍କୁଲର ଚତୃଦଶ ବାର୍ଷିକ ପାଳନ ଅବସରରେ ରାଜ୍ୟସ୍ତରୀୟ ସମର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସଂଗ୍ରାମ କେଶରୀ ସାମନ୍ତରାୟଙ୍କୁ ଆଧ୍ୟାତ୍ମିକ କବି ଚେତନା-୨୦୨୨ ପ୍ରଦାନ କରାଯାଇଥିଲା । ସମ୍ପ୍ରତି ସେ ଓଡ଼ିଶା ଅର୍ଥ ସେବା ଅଧିକାରୀ ରୂପେ କାର୍ଯ୍ୟରତ ।…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କୋଭିଡ ସମୀକ୍ଷା: ଜନସାଧାରଣଙ୍କ ଜୀବିକା ଉପରେ ପ୍ରଭାବ ନପକାଇ ଉଚିତ ମାତ୍ରାରେ କଟକଣା ଜାରି କରିବାକୁ ପରାମର୍ଶ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କୋଭିଡ ସମୀକ୍ଷା: ଜନସାଧାରଣଙ୍କ ଜୀବିକା ଉପରେ ପ୍ରଭାବ ନପକାଇ ଉଚିତ ମାତ୍ରାରେ କଟକଣା ଜାରି କରିବାକୁ ପରାମର୍ଶ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କୋଭିଡ ସମୀକ୍ଷା ଜନସାଧାରଣଙ୍କ ଜୀବିକା ଉପରେ ପ୍ରଭାବ ନପକାଇ ଉଚିତ ମାତ୍ରାରେ କଟକଣା ଜାରି କରିବାକୁ ପରାମର୍ଶ ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ରାଜ୍ୟର ବିଭିନ୍ନ ବିଭାଗର ମୁଖ୍ୟ ପଦାଧିକାରୀ ଓ ଜିଲ୍ଲାପାଳ ମାନଙ୍କ ସହିତ କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା କରି କୋଭିଡ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୦ଦିନ ମଧ୍ୟରେ ରାଜ୍ୟର ସରକାରୀ ତଥା…

ଭୁବନେଶ୍ୱର ଡିସିପି ଅଫିସରେ କରୋନା ପଜିଟିଭ: ସିଲ କଲା ବିଏମସି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଭୁବନେଶ୍ୱର ଡିସିପି ଅଫିସରେ କରୋନା ପଜିଟିଭ: ସିଲ କଲା ବିଏମସି

ଭୁବନେଶ୍ୱର ଡିସିପି ଅଫିସରେ କରୋନା ପଜିଟିଭ: ସିଲ କଲା ବିଏମସି ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜଧାନୀ ଭୁବନେଶ୍ୱରର ବାଣୀବିହାରସ୍ଥିତ ଡିସିପି ଅଫିସରେ ଏକାଧିକ କରୋନା ପଜିଟିଭ ଚିହ୍ନଟ ହୋଇଛି । ଅଫିସ କର୍ମଚାରୀଙ୍କ କରୋନା ପଜିଟିଭ ଥିବା ଜଣାପଡ଼ିବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଡିସିପି ଅଫିସକୁ ସିଲ୍ କରିଛି । ଦୁଇ ଦିନ ପାଇଁ ଏହି ଅଫିସକୁ ସିଲ୍ କରାଯାଇଥିବା ନେଇ ବିଏମସି ଦକ୍ଷିଣ ପୂର୍ବ ଜୋନାଲ୍ ଡେପୁଟି କମିଶନର…

ବୈପାରିଗୁଡା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଯୋଗଦେଲେ ଅଶ୍ୱିନୀ ପଟ୍ଟନାୟକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବୈପାରିଗୁଡା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଯୋଗଦେଲେ ଅଶ୍ୱିନୀ ପଟ୍ଟନାୟକ

ବୈପାରିଗୁଡା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଯୋଗଦେଲେ ଅଶ୍ୱିନୀ ପଟ୍ଟନାୟକ ବୈପାରିଗୁଡା(ଏନ୍‌.ଏମ୍‌.): କୋରାପୁଟ ଜିଲ୍ଲାର ବୈପାରିଗୁଡା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଅଶ୍ୱିନୀ ପଟ୍ଟନାୟକ ଯୋଗଦାନ କରିବା ସହ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ କୁନ୍ଦୁରା ଥାନାର ଜଣେ ଦକ୍ଷ ଅଧିକାରୀ ଭାବେ କାର୍ଯ୍ୟ ତୁଲାଉ ଥିବା ଜଣାପଡ଼ିଛି । ତେବେ ବୈପାରିଗୁଡା ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ସ୍ୱତନ୍ତ୍ର…

ଫାସରେ ପଡ଼ି ପ୍ରାଣ ହାରିଲା କଲରାପତରିଆ ବାଘ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଫାସରେ ପଡ଼ି ପ୍ରାଣ ହାରିଲା କଲରାପତରିଆ ବାଘ

ଫାସରେ ପଡ଼ି ପ୍ରାଣ ହାରିଲା କଲରାପତରିଆ ବାଘ [caption id="attachment_3468" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ଫାସରେ ପଡ଼ି ଗୋଟିଏ କଲରାପତରିଆ ବାଘର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । କଟକ ଜିଲ୍ଲା ତିଗିରିଆ ବ୍ଲକ ଅଞ୍ଚଳ ଫୁଲବାଡ଼ି ତୋଟା ଠାରେ ଏହି କଲରାପତରିଆ ବାଘର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା । ଖବର ପାଇ ବନବିଭାଗ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ…

ଟାଙ୍ଗୀ-ଚୌଦ୍ୱାର ଅଞ୍ଚଳରେ ପୁଣି ହାତୀ ଉପଦ୍ରବ: ଭାଙ୍ଗିଲେ ସ୍କୁଲ ପାଚେରୀ
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଟାଙ୍ଗୀ-ଚୌଦ୍ୱାର ଅଞ୍ଚଳରେ ପୁଣି ହାତୀ ଉପଦ୍ରବ: ଭାଙ୍ଗିଲେ ସ୍କୁଲ ପାଚେରୀ

ଟାଙ୍ଗୀ-ଚୌଦ୍ୱାର ଅଞ୍ଚଳରେ ପୁଣି ହାତୀ ଉପଦ୍ରବ: ଭାଙ୍ଗିଲେ ସ୍କୁଲ ପାଚେରୀ [caption id="attachment_3465" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.) : ଟାଙ୍ଗୀ-ଚୌଦ୍ୱାର ଅଞ୍ଚଳରେ ହାତୀ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି । ଏହି ଅଞ୍ଚଳରେ ହାତୀ ଗ୍ରାମାଭିମୁଖୀ ହେବା ସହ ବ୍ୟାପକ ଧନ ଜୀବନ କ୍ଷତି କରିଛନ୍ତି । ତେବେ ପୁଣି ହାତୀ ଉପଦ୍ରବ ବୃଦ୍ଧି ପାଇବା ଯୋଗୁଁ ଅଞ୍ଚଳରେ ଜନସାଧାରଣ ଆତଙ୍କିତ ହୋଇ ପଡ଼ିଛନ୍ତି ।…

ଚୌଦ୍ୱାରରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ମାରାଥନ ଶିଳାନ୍ୟାସ ଓ ଉଦ୍‌ଘାଟନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଚୌଦ୍ୱାରରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ମାରାଥନ ଶିଳାନ୍ୟାସ ଓ ଉଦ୍‌ଘାଟନ

ଚୌଦ୍ୱାରରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ମାରାଥନ ଶିଳାନ୍ୟାସ ଓ ଉଦ୍‌ଘାଟନ [caption id="attachment_3462" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ଚୌଦ୍ୱାର ପୌରପାଳିକା ସମେତ ବିଭିନ୍ନ ସ୍ଥାନରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ଗୃହ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ, ପାନୀୟ…

‘ଓଡ଼ିଶାରେ ଭତ୍ତା ହିତାଧିକାରୀଙ୍କୁ ୫ଶହ ଟଙ୍କା ପରିବର୍ତ୍ତେ ୧ହଜାର ଟଙ୍କା ଦେବାକୁ ଦାବି’
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

‘ଓଡ଼ିଶାରେ ଭତ୍ତା ହିତାଧିକାରୀଙ୍କୁ ୫ଶହ ଟଙ୍କା ପରିବର୍ତ୍ତେ ୧ହଜାର ଟଙ୍କା ଦେବାକୁ ଦାବି’

‘ଓଡ଼ିଶାରେ ଭତ୍ତା ହିତାଧିକାରୀଙ୍କୁ ୫ଶହ ଟଙ୍କା ପରିବର୍ତ୍ତେ ୧ହଜାର ଟଙ୍କା ଦେବାକୁ ଦାବି’ [caption id="attachment_3459" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ପଡ଼ୋଶୀ ରାଜ୍ୟ ଆନ୍ଧ୍ର ଓ ତେଲେଙ୍ଗାନାରେ ବୃଦ୍ଧ, ବିଧବା ଓ ଭିନ୍ନକ୍ଷମମାନଙ୍କୁ ୨୨୫୦ଟଙ୍କା ଭତ୍ତା ଦିଆ ଯାଉଥିବା ବେଳେ ଓଡ଼ିଶାରେ ମାତ୍ର ୫୦୦ ଟଙ୍କା ଦିଆଯିବା ଦୁର୍ଭାଗ୍ୟଜନକ ବୋଲି ଅଖିଳ ଓଡ଼ିଶା ବୃଦ୍ଧ, ବିଧବା, ଭିନ୍ନକ୍ଷମ ମହାସଂଘ ପକ୍ଷରୁ ଅଭିଯୋଗ ହୋଇଛି । ଏଥିରେ…

ଜଗତପୁରରେ ପୁଣି ନକଲି ସିମେଣ୍ଟ କାରଖାନା ଠାବ: ଟ୍ରକ ଜବତ, ଜଣେ ଅଟକ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜଗତପୁରରେ ପୁଣି ନକଲି ସିମେଣ୍ଟ କାରଖାନା ଠାବ: ଟ୍ରକ ଜବତ, ଜଣେ ଅଟକ

ଜଗତପୁରରେ ପୁଣି ନକଲି ସିମେଣ୍ଟ କାରଖାନା ଠାବ: ଟ୍ରକ ଜବତ, ଜଣେ ଅଟକ [caption id="attachment_3456" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଅଞ୍ଚଳରେ ପୁଣି ଏକ ନକଲି ସିମେଣ୍ଟ କାରଖାନା ଠାବ । ଏହି ଅଞ୍ଚଳରେ ପୂର୍ବରୁ ଏକାଧିକ ନକଲି ସିମେଣ୍ଟ କାରଖାନା ଚଢ଼ାଉ କରାଯାଇଥିଲେ ବି ଏହାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ପ୍ରଶାସନ ଅକ୍ଷମ ହୋଇଛି । ଯାହାଦ୍ୱାରା ଅସାଧୁ ବ୍ୟକ୍ତିମାନେ ବିଭିନ୍ନ…

ଔଷଧ ଖାଇବାକୁ ମନେପକାଇଦେବ ନୂଆ ଆପ ‘ନିମାଇ’
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଔଷଧ ଖାଇବାକୁ ମନେପକାଇଦେବ ନୂଆ ଆପ ‘ନିମାଇ’

ଔଷଧ ଖାଇବାକୁ ମନେପକାଇଦେବ ନୂଆ ଆପ ‘ନିମାଇ' [caption id="attachment_3453" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ଆଧୁନିକ ଯୁଗରେ ଚିକିତ୍ସା କ୍ଷେତ୍ରରେ ଆଉ ଏକ ସଫଳତା । ଔଷଧ ଖାଇବା ପାଇଁ ମନେପକାଇ ଦେବ ସ୍ୱତନ୍ତ୍ର ଆପ । ଏନେଇ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଆପ ‘ନିମାଇ' । ଯେ କୌଣସି ରୋଗ ହେଉନା କାହିଁକି ସଠିକ ସମୟରେ ଔଷଧ ଖାଇବାକୁ ସହାୟତା କରିବ ଏହି ଆପ…

ହାଇକୋର୍ଟରେ ଆଇଜୀବୀମାନେ ବିଚାରପତିଙ୍କୁ ଉପସର୍ଗ ନଲଗାଇ କେବଳ ସାର୍ ବୋଲି କହିପାରିବେ !
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ହାଇକୋର୍ଟରେ ଆଇଜୀବୀମାନେ ବିଚାରପତିଙ୍କୁ ଉପସର୍ଗ ନଲଗାଇ କେବଳ ସାର୍ ବୋଲି କହିପାରିବେ !

ହାଇକୋର୍ଟରେ ଆଇଜୀବୀମାନେ ବିଚାରପତିଙ୍କୁ ଉପସର୍ଗ ନଲଗାଇ କେବଳ ସାର୍ ବୋଲି କହିପାରିବେ ! କଟକ(ଏନ୍‌.ଏମ୍‌.): ଆଇନଜୀବୀମାନେ ହାଇକୋର୍ଟର ବିଚାରପତିଙ୍କୁ ଆଉ ମାଇଁ ଲର୍ଡ, ଇୟୋର ଲର୍ଡସିପ୍ ଓ ଇୟୋର ଅନର୍ ବୋଲି ସମ୍ବୋଧନ ନକରିବାକୁ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ପକ୍ଷରୁ ଅନୁରୋଧ କରାଯାଇଛି । ଏହା ବଦଳରେ ହାଇକୋର୍ଟରେ ମାମଲା ଶୁଣାଣି ସମୟରେ ବିଚାରପତିଙ୍କୁ ଆଇନଜୀବୀ ଓ ପକ୍ଷମାନେ ସାର ବୋଲି ସମ୍ବୋଧନ କରି ପାରିବେ । ନୂଆବର୍ଷ…

ଜଗତପୁର ତାଲା ଭାଙ୍ଗି ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟ ଘଟଣାର ଚତୁର୍ଥ ଅଭିଯୁକ୍ତ ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜଗତପୁର ତାଲା ଭାଙ୍ଗି ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟ ଘଟଣାର ଚତୁର୍ଥ ଅଭିଯୁକ୍ତ ଗିରଫ

ଜଗତପୁର ତାଲା ଭାଙ୍ଗି ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟ ଘଟଣାର ଚତୁର୍ଥ ଅଭିଯୁକ୍ତ ଗିରଫ [caption id="attachment_3447" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ଜଗତପୁର ଥାନା ଅନ୍ତର୍ଗତ ଗୁଞ୍ଜରପୁର ଗ୍ରାମର ସାଏରା ବିବିଙ୍କ ଘରୁ ତାଲା ଭାଙ୍ଗି ସୁନା ଅଳଙ୍କାର ଓ ଲକ୍ଷାଧିକ ଟଙ୍କା ଲୁଟ ଘଟଣାରେ ସମ୍ପୃକ୍ତ ଚତୁର୍ଥ ଫେରାର ଆସାମୀକୁ ଆଜି ଜଗତପୁର ଥାନା ପୁଲିସ ଗିରଫ କରିଛି । ଗିରଫ…

କଟକ ସହରର ବିଭିନ୍ନ ପ୍ରକଳ୍ପ ତଥା ସମସ୍ୟା ଓ ସମାଧନ ନେଇ ସମୀକ୍ଷା କଲେ ମନ୍ତ୍ରୀ ପ୍ରତାପ ଜେନା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କଟକ ସହରର ବିଭିନ୍ନ ପ୍ରକଳ୍ପ ତଥା ସମସ୍ୟା ଓ ସମାଧନ ନେଇ ସମୀକ୍ଷା କଲେ ମନ୍ତ୍ରୀ ପ୍ରତାପ ଜେନା

କଟକ ସହରର ବିଭିନ୍ନ ପ୍ରକଳ୍ପ ତଥା ସମସ୍ୟା ଓ ସମାଧନ ନେଇ ସମୀକ୍ଷା କଲେ ମନ୍ତ୍ରୀ ପ୍ରତାପ ଜେନା [caption id="attachment_3442" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ (ଏନ୍‌.ଏମ୍‌): କଟକ ସହରର ବିଭିନ୍ନ ପ୍ରକଳ୍ପ ତଥା ସମସ୍ୟା ଓ ସମାଧାନ ନେଇ ସମୀକ୍ଷା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ବିଶେଷ କରି କଟକ ସହରରେ ଜନସାଧାରଣ ବିଭିନ୍ନ ସମସ୍ୟାରେ ରହିଥିବା ବେଳେ ଏହାର…

ପୁଣି ବଦଳିଲା ନିଷ୍ପତ୍ତି ଖୋଲିବନି ପ୍ରାଥମିକ ସ୍କୁଲ୍‌
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ପୁଣି ବଦଳିଲା ନିଷ୍ପତ୍ତି ଖୋଲିବନି ପ୍ରାଥମିକ ସ୍କୁଲ୍‌

ପୁଣି ବଦଳିଲା ନିଷ୍ପତ୍ତି ଖୋଲିବନି ପ୍ରାଥମିକ ସ୍କୁଲ୍‌ ଭୁବନେଶ୍ୱର (ଏନ୍‌.ଏମ୍‌): ସମ୍ପ୍ରତି ରାଜ୍ୟରେ କରୋନା ଓ ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି । ତେବେ ପୂର୍ବ ନିର୍ଦ୍ଦେଶ ଅନୁସାରେ ଆସନ୍ତାକାଲି ଠାରୁ ପ୍ରାଥମିକ ସ୍କୁଲ ଖୋଲିବା ସହ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା ସ୍କୁଲକୁ ଯାଇଥାନ୍ତେ । କିନ୍ତୁ ଆଜି ଏହି ନିଷ୍ପତ୍ତିକୁ ସ୍ଥଗିତ…

ଅଣାୟତ ହେଉଛି କରୋନା: ଅସ୍ଥାୟୀ ହସପିଟାଲ ଖୋଲିବାକୁ କେନ୍ଦ୍ରର ପରାମର୍ଶ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଅଣାୟତ ହେଉଛି କରୋନା: ଅସ୍ଥାୟୀ ହସପିଟାଲ ଖୋଲିବାକୁ କେନ୍ଦ୍ରର ପରାମର୍ଶ

ଅଣାୟତ ହେଉଛି କରୋନା: ଅସ୍ଥାୟୀ ହସପିଟାଲ ଖୋଲିବାକୁ କେନ୍ଦ୍ରର ପରାମର୍ଶ ନୂଆଦିଲ୍ଲୀ (ଏଜେନ୍ସି): ସମ୍ପ୍ରତି ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଦ୍ରୁତ ଗତିରେ ସଂକ୍ରମଣ ବଢ଼ିବା ସହ ଅଣାୟତ ହେବାରେ ଲାଗିଛି । ଗତ ୭୦ ଦିନ ଭିତରେ ଦେଶରେ ଉଦବେଗଜନକ ଭାବେ ବଢ଼ିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ତେଣୁ ପରିସ୍ଥିତିକୁ ଦେଖି କେନ୍ଦ୍ର ଚିନ୍ତାପ୍ରକଟ କରିଛି । ଏଥିପାଇଁ କେନ୍ଦ୍ର ପକ୍ଷରୁ…

ରାଜ୍ୟସ୍ତରୀୟ ବୀରତା ଦିବସ: ଦେଶ ପାଇଁ ସହିଦ ମାଧୋ ସିଂଙ୍କ ବଳିଦାନ ଅତୁଳନୀୟ – ସୁଶାନ୍ତ ସିଂ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ରାଜ୍ୟସ୍ତରୀୟ ବୀରତା ଦିବସ: ଦେଶ ପାଇଁ ସହିଦ ମାଧୋ ସିଂଙ୍କ ବଳିଦାନ ଅତୁଳନୀୟ – ସୁଶାନ୍ତ ସିଂ

ରାଜ୍ୟସ୍ତରୀୟ ବୀରତା ଦିବସ ଦେଶ ପାଇଁ ସହିଦ ମାଧୋ ସିଂଙ୍କ ବଳିଦାନ ଅତୁଳନୀୟ - ସୁଶାନ୍ତ ସିଂ ଭୁବନେଶ୍ୱର(ଏନ୍‌.ଏମ୍‌.): ଦେଶର ସ୍ୱାଧୀନତା ପାଇଁ ବ୍ରିଟିଶ୍ ଶାସକଙ୍କ କବଳରୁ ଭାରତମାତାକୁ ରକ୍ଷା କରିବା ପାଇଁ ଅନେକ ବୀର ଜୀବନ ଦେଇଛନ୍ତି । ସେଥି ମଧ୍ୟରୁ ୧୮୫୭ ମସିହାରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଦ୍ୱାରା ବ୍ରିଟିଶ୍ ଶାସକଙ୍କ ବିରୋଧରେ ଚଳାଇଥିବା ସଂଗ୍ରାମରେ ତାଙ୍କୁ ବିଭିନ୍ନ ଅଞ୍ଚଳରୁ ଯେଉଁ ସହଯୋଗ…