ଅନ୍ଦରପୁର ସରକାରୀ ଗୃହ ବେଆଇନ ବିକ୍ରି ଘଟଣା: ୧୪ଲକ୍ଷ ୯୦ହଜାର ଟଙ୍କା ଜବତ ଜଣେ ଗିରଫ
ଅନ୍ଦରପୁର ସରକାରୀ ଗୃହ ବେଆଇନ ବିକ୍ରି ଘଟଣା: ୧୪ଲକ୍ଷ ୯୦ହଜାର ଟଙ୍କା ଜବତ ଜଣେ ଗିରଫ [caption id="attachment_3813" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ (ଏନ୍.ଏମ୍.): କଟକ ମହାନଗର ନିଗମ ଅନ୍ତର୍ଗତ ୫୩ ନମ୍ବର ୱାର୍ଡ଼ରେ ଗରିବ ବସ୍ତିବାସିନ୍ଦାଙ୍କ ପାଇଁ ସରକାରଙ୍କ ପକ୍ଷରୁ ନିର୍ମାଣ ହୋଇଥିବା ଘରକୁ ବେଆଇନ ଭାବେ ବିକ୍ରି କରିବା ଘଟଣା ସହରରେ ଚର୍ଚ୍ଚା ହୋଇଥିବାବେଳେ ଠକାମୀର ଶିକାର ହୋଇଥିବା ବ୍ୟକ୍ତିମାନେ ଏହି ଘଟଣାକୁ…




















