୯ମ ଏଆଇଏଏମଏସ ଅଧ୍ୟକ୍ଷ ସମ୍ମିଳନୀ ପାଇଁ ଭୁବନେଶ୍ୱରରେ ଯୋଗଦେବେ ୧୮ଟି ରାଜ୍ୟରୁ ୧୫୦ ଜଣ ଶିକ୍ଷାବିତ୍
୯ମ ଏଆଇଏଏମଏସ ଅଧ୍ୟକ୍ଷ ସମ୍ମିଳନୀ ପାଇଁ ଭୁବନେଶ୍ୱରରେ ଯୋଗଦେବେ ୧୮ଟି ରାଜ୍ୟରୁ ୧୫୦ ଜଣ ଶିକ୍ଷାବିତ୍ #କଟକ (ଏନ୍.ଏମ୍.): ଅଲ ଇଣ୍ଡିଆ ଆସୋସିଏସନ୍ ଅଫ୍ ମଣ୍ଟଫୋର୍ଟ ସ୍କୁଲସର ୯ମ ଏଆଇଏଏମଏସ ଅଧ୍ୟକ୍ଷ ସମ୍ମିଳନୀ (ପ୍ରିନ୍ସିପାଲସ କନଫରେନ୍ସ) ଆସନ୍ତା ୧୧ ରୁ ୧୩ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀରେ ଭାରତର ୧୮ଟି ରାଜ୍ୟରୁ ୧୫୦ ଜଣ ଶିକ୍ଷାବିତ୍ ଏକତ୍ରିତ ହେବେ। ଉଦଘାଟନୀ…





