ଶୁଭାରମ୍ଭ ହେଲା ଆଙ୍ଗନ କା ଉତ୍ସବ : ବଢ଼ିଲା ଅଙ୍ଗନୱାଡ଼ି କର୍ମୀଙ୍କ ଶାଢ଼ୀ ସହାୟତା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଶୁଭାରମ୍ଭ ହେଲା ଆଙ୍ଗନ କା ଉତ୍ସବ : ବଢ଼ିଲା ଅଙ୍ଗନୱାଡ଼ି କର୍ମୀଙ୍କ ଶାଢ଼ୀ ସହାୟତା

ଶୁଭାରମ୍ଭ ହେଲା ଆଙ୍ଗନ କା ଉତ୍ସବ ବଢ଼ିଲା ଅଙ୍ଗନୱାଡ଼ି କର୍ମୀଙ୍କ ଶାଢ଼ୀ ସହାୟତା @ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟରେ ଅଙ୍ଗନୱାଡ଼ି କର୍ମୀମାନଙ୍କ ପାଇଁ ଖୁସି ଖବର ଦେଇଛନ୍ତି ରାଜ୍ୟ ସରକାର। ପୂର୍ବ ଦର ଠାରୁ ଅଙ୍ଗନୱାଡ଼ି ଦିଦିଙ୍କ ଶାଢ଼ୀ ଟଙ୍କା ବୃଦ୍ଧି ପାଇଛି। ପୂର୍ବରୁ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କୁ ଶାଢ଼ୀ ପାଇଁ ୧୩୯୦ ଟଙ୍କା ମିଳୁଥିଲା। ମାତ୍ର ଏବେ ଏହି ରାଶିକୁ ୧୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଯାହା ଫଳରେ…