ଧର୍ମପ୍ରାଣା ମହିଳାଙ୍କ ପରଲୋକ, କାନ୍ଧଦେଲେ ସମାଜସେବୀ ତ୍ରିଦେବ ବେହେରା
ଧର୍ମପ୍ରାଣା ମହିଳାଙ୍କ ପରଲୋକ, କାନ୍ଧଦେଲେ ସମାଜସେବୀ ତ୍ରିଦେବ ବେହେରା #ଟାଙ୍ଗୀ-ଚୌଦ୍ୱାର,୨୩।୯(ସ.ପ୍ର): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଜରିପଡ଼ା ପଞ୍ଚାୟତ ଟିକରା ଗ୍ରାମର ଜଣେ ଧର୍ମପ୍ରାଣା ମହିଳା ପ୍ରତିମା ସ୍ୱାଇଁଙ୍କ ପରଲୋକ ହୋଇଯାଇଛି। ଏହି ଦୁଃଖଦ ଖବର ପାଇବା କ୍ଷଣି ତାଙ୍କ ବାସ ଭବନରେ ଟେଟ୍ରୋହେଡ୍ରନ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ…

