ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା : ବିନା ଫଳକରେ ଚାଲିଛି ପାଣି ଟାଙ୍କି ନିର୍ମାଣ
ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ବିନା ଫଳକରେ ଚାଲିଛି ପାଣି ଟାଙ୍କି ନିର୍ମାଣ @ଚୌଦ୍ୱାର(ଏନ୍.ଏମ୍.): ସରକାରୀ ପ୍ରକଳ୍ପ କାମରେ ରାଜସ୍ୱ ଆତ୍ମସାତ ହେବା ଭଳି ସଂଗୀନ ଅଭିଯୋଗ ଉଠିଛି। ଗ୍ରାମାଞ୍ଚଳରେ ଘରକୁ ଘର ଜଳ ଯୋଗାଣ ପାଇଁ ନିର୍ମାଣ ଚାଲିଥିବା ଓଭର ହେଡ ଟାଙ୍କି ଓ ଜଳ ବିଶୋଧନାଗାର କ୍ଷେତ୍ରରେ ସରକାରୀ ଅର୍ଥକୁ ବାଟମାରଣା କରାଯାଉଥିବା ଅଭିଯୋଗ ହେଉଛି। ଏପରିକି ବ୍ଲକ ଜେଇଙ୍କ ଠାରୁ ଆରମ୍ଭ କରି ଆରଡବ୍ଲଏସଏସ…

