କୋଣାର୍କ କଳା ଓ ସାହିତ୍ୟ ଉତ୍ସବ -୨୦୨୧ ଉଦ୍‌ଯାପିତ: ‘କୋଣାର୍କ ସ୍ଥାପତ୍ୟ କଳା ଓଡିଆ ସାହିତ୍ୟର ହୃତ୍‌ପିଣ୍ଡ’
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କୋଣାର୍କ କଳା ଓ ସାହିତ୍ୟ ଉତ୍ସବ -୨୦୨୧ ଉଦ୍‌ଯାପିତ: ‘କୋଣାର୍କ ସ୍ଥାପତ୍ୟ କଳା ଓଡିଆ ସାହିତ୍ୟର ହୃତ୍‌ପିଣ୍ଡ’

କୋଣାର୍କ କଳା ଓ ସାହିତ୍ୟ ଉତ୍ସବ -୨୦୨୧ ଉଦ୍‌ଯାପିତ: ‘କୋଣାର୍କ ସ୍ଥାପତ୍ୟ କଳା ଓଡିଆ ସାହିତ୍ୟର ହୃତ୍‌ପିଣ୍ଡ’ କୋଣାର୍କ(ଏନ୍‌.ଏମ୍‌.): ସମଗ୍ର ବିଶ୍ୱରେ ଉତ୍କଳୀୟ କଳା ଓ ସଂସ୍କୃତିର ବିଜୟ ବୈଜୟନ୍ତୀ ଉଡାଉଥିବା ବିଶ୍ୱଐତିହ୍ୟ କୋଣାର୍କର ସ୍ଥାପତ୍ୟ କଳା ଓଡିଆ ସାହିତ୍ୟର ହୃତପିଣ୍ଡ ବୋଲି ରବିବାର ଏଠାରେ ଆୟୋଜିତ କୋଣାର୍କ କଳା ଓ ସାହିତ୍ୟ ଉତ୍ସବ-୨୦୨୧ର ଉଦ୍‌ଯାପନୀ ଦିବସରେ ସାରସ୍ୱତ ସାଧକମାନେ ମତବ୍ୟକ୍ତ କରିଛନ୍ତି । ଶତାବ୍ଦୀବ୍ୟାପି ସୂର୍ଯ୍ୟମନ୍ଦିର ଗାତ୍ରରେ ପ୍ରକୀର୍ତ୍ତିତ…

ଜିଲ୍ଲାସ୍ତରୀୟ ବଲ ବ୍ୟାଡମିଟନ ପ୍ରତିଯୋଗିତା
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜିଲ୍ଲାସ୍ତରୀୟ ବଲ ବ୍ୟାଡମିଟନ ପ୍ରତିଯୋଗିତା

ଜିଲ୍ଲାସ୍ତରୀୟ ବଲ ବ୍ୟାଡମିଟନ ପ୍ରତିଯୋଗିତା କଟକ (ଏନ୍‌.ଏମ୍‌.): କଟକ ଜଗତପୁର ଗ୍ରାମ ଖେଳ ପଡ଼ିଆରେ କଟକ ଜିଲ୍ଲା ବଲ ବ୍ୟାଡମିଟନ ସଙ୍ଘ ଏବଂ ଜଗତପୁର ବଲ ବ୍ୟାଡମିଟନ କ୍ଲବ ମିଳିତ ଆନୁକୂଲ୍ୟରେ ୧୦ତମ ଜିଲ୍ଲା ସ୍ତରୀୟ କନିଷ୍ଠ ବାଳକ/ବାଳିକା ବଲ ବ୍ୟାଡମିଟନ ପ୍ରତିଯୋଗିତା ଅନୁଷ୍ଟିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଯୋଗ ଦେଇ ଉଦଘାଟନ କରିଥିଲେ । ସଂମ୍ମାନୀୟ ଅତିଥି…

ଭିଜିଲାନ୍ସ ଓ ପୁଲିସ ମୁଖ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଭିଜିଲାନ୍ସ ଓ ପୁଲିସ ମୁଖ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ

ଭିଜିଲାନ୍ସ ଓ ପୁଲିସ ମୁଖ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ କଟକ(ଏନ୍‌.ଏମ୍‌.): ଦେଶର ଏକତା ଅଖଣ୍ଡତା ଓ ସୁରକ୍ଷା ଅକ୍ଷୁର୍ଣ୍ଣ ରଖିବାରେ ଦେଶର ଅନ୍ୟତମ ରାଷ୍ଟ୍ରନିର୍ମାତା ସର୍ଦ୍ଦାର ବଲ୍ଲଭ ଭାଇ ପଟ୍ଟେଲଙ୍କ ବଳିଷ୍ଠ ଅବଦାନ ରହିଥିଲା ବୋଲି ତାଙ୍କ ଜୟନ୍ତୀ ଅବସରରେ ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ଆୟୋଜିତ ରାଷ୍ଟ୍ରୀୟ ଏକତା ଶପଥ ପାଠ ଉତ୍ସବରେ ମତପ୍ରକାଶ ପାଇଛି । ଏହି ଅବସରରେ ପୁଲିସ ମହାନିର୍ଦ୍ଦେଶକ(ଡିଜିପି) ଓ ଭିଜିଲାନ୍ସ ମୁଖ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ…

ସୂଚନା ଓ ଲୋକ ସଂପର୍କ ବିଭାଗରେ ରାଷ୍ଟ୍ରୀୟ ଏକତା ଶପଥ ପାଠ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ସୂଚନା ଓ ଲୋକ ସଂପର୍କ ବିଭାଗରେ ରାଷ୍ଟ୍ରୀୟ ଏକତା ଶପଥ ପାଠ

ସୂଚନା ଓ ଲୋକ ସଂପର୍କ ବିଭାଗରେ ରାଷ୍ଟ୍ରୀୟ ଏକତା ଶପଥ ପାଠ ଭୁବନେଶ୍ୱର (ଏନ୍‌.ଏମ୍‌.): ଦେଶର ଏକତାକୁ ଅକ୍ଷୁର୍ଣ୍ଣ ରଖିବାରେ ଅନ୍ୟତମ ରାଷ୍ଟ୍ରନିର୍ମାତା ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ବଳିଷ୍ଠ ଅବଦାନ ରହିଥିଲା । ତାଙ୍କର ଆଜି ପବିତ୍ର ଜୟନ୍ତୀ ଅବସରରେ ସମଗ୍ର ଦେଶ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରୁଥିବା ବେଳେ ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ଣରେ ସ୍ଥାନୀୟ ଜୟଦେବ ଭବନଠାରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ…

ଏସସିବି ମେଡ଼ିକାଲ କର୍ମଚାରୀ ସଂଘ ପକ୍ଷରୁ ବନ୍ଧୁ ମିଳନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଏସସିବି ମେଡ଼ିକାଲ କର୍ମଚାରୀ ସଂଘ ପକ୍ଷରୁ ବନ୍ଧୁ ମିଳନ

ଏସସିବି ମେଡ଼ିକାଲ କର୍ମଚାରୀ ସଂଘ ପକ୍ଷରୁ ବନ୍ଧୁ ମିଳନ କଟକ(ଏନ୍‌.ଏମ୍‌.): ଓଡ଼ିଶା ସମସ୍ତ ଜିଲ୍ଲା ମେଡିକାଲ ମେଡିକାଲ କଲେଜ ଜୋନ ମେଡିକାଲର ସମ୍ପାଦକ ଓ ଜିଲ୍ଲା ଓ ରାଜ୍ୟର ସମସ୍ତ ସଭ୍ୟ ସଭ୍ୟ ଓ କର୍ମକର୍ତ୍ତାମାନଙ୍କ ମଧ୍ୟରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଏସସିବି ମେଡିକାଲ କର୍ମଚାରୀ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଶିଖରପୁରସ୍ଥିତ ହାରାମଣି ମଣ୍ଡପରେ ରାଜ୍ୟର ୩୦ଗୋଟି ଜିଲ୍ଲା ମେଡିକାଲ, ରାଜ୍ୟର ସମସ୍ତ ମେଡିକାଲ…

ଜୟଦେବ ଭବନ ଠାରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ସଂକଳ୍ପ ଦିବସ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଜୟଦେବ ଭବନ ଠାରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ସଂକଳ୍ପ ଦିବସ

ଜୟଦେବ ଭବନ ଠାରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ସଂକଳ୍ପ ଦିବସ ଭୁବନେଶ୍ୱର (ଏନ୍‌.ଏମ୍‌.): ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରାଗାନ୍ଧିଙ୍କ ତିରୋଧାନ ଦିବସ ପରିପ୍ରେକ୍ଷୀରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ସଂକଳ୍ପ ଦିବସ ସ୍ଥାନୀୟ ଜୟଦେବ ଭବନଠାରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଅତିଥିମାନେ ସ୍ୱର୍ଗୀୟ ଇନ୍ଦିରାଗାନ୍ଧିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଉଭୟ ମଞ୍ଚ ଓ ଆଭାସୀ…

ରାଜ ଭବନରେ ସ୍ୱର୍ଣ୍ଣିମ ବିଜୟ ମଶାଲ : ଭାରତମାତା ହେଉଛନ୍ତି ଜୀବନ୍ତ ଦେବୀ- ରାଜ୍ୟପାଳ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ରାଜ ଭବନରେ ସ୍ୱର୍ଣ୍ଣିମ ବିଜୟ ମଶାଲ : ଭାରତମାତା ହେଉଛନ୍ତି ଜୀବନ୍ତ ଦେବୀ- ରାଜ୍ୟପାଳ

ରାଜ ଭବନରେ ସ୍ୱର୍ଣ୍ଣିମ ବିଜୟ ମଶାଲ : ଭାରତମାତା ହେଉଛନ୍ତି ଜୀବନ୍ତ ଦେବୀ- ରାଜ୍ୟପାଳ ଭୁବନେଶ୍ୱର (ଏନ୍‌.ଏମ୍‌.): ୧୯୭୧ ମସିହାରେ ସଂଘଠିତ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତର ନିର୍ଣ୍ଣାୟକ ଏା÷ତିହାସିକ ବିଜୟପ୍ରାପ୍ତିର ୫୦ବର୍ଷ ପୂର୍ତ ଉପଲକ୍ଷେ ଓଡିଶା ପରିକ୍ରମା କରୁଥିବା ସ୍ୱର୍ଣ୍ଣିମ ବିଜୟ ମଶାଲକୁ ଆଜି ଅପରାହ୍ଣରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜ ଭବନରେ ସମ୍ମାନ ସହ ସ୍ୱାଗତ କରିଛନ୍ତି । ଏହି ଉପଲକ୍ଷେ ଆୟୋଜିତ ଏକ ଉତ୍ସବରେ…

୧୯୭୧ ଯୁଦ୍ଧ ବୀର ଯବାନଙ୍କ ଘରେ ବିଜୟ ମଶାଲକୁ ସ୍ୱାଗତ ସମ୍ବର୍ଦ୍ଧନା : ଯୁଦ୍ଧରେ ଅଂଶଗ୍ରହଣର କାହାଣୀ ବର୍ଣ୍ଣନା କରି ହେଲେ ଭାବ ବିହ୍ୱଳ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

୧୯୭୧ ଯୁଦ୍ଧ ବୀର ଯବାନଙ୍କ ଘରେ ବିଜୟ ମଶାଲକୁ ସ୍ୱାଗତ ସମ୍ବର୍ଦ୍ଧନା : ଯୁଦ୍ଧରେ ଅଂଶଗ୍ରହଣର କାହାଣୀ ବର୍ଣ୍ଣନା କରି ହେଲେ ଭାବ ବିହ୍ୱଳ

୧୯୭୧ ଯୁଦ୍ଧ ବୀର ଯବାନଙ୍କ ଘରେ ବିଜୟ ମଶାଲକୁ ସ୍ୱାଗତ ସମ୍ବର୍ଦ୍ଧନା : ଯୁଦ୍ଧରେ ଅଂଶଗ୍ରହଣର କାହାଣୀ ବର୍ଣ୍ଣନା କରି ହେଲେ ଭାବ ବିହ୍ୱଳ ଭୁବନେଶ୍ୱର (ଏନ୍‌.ଏମ୍‌.): ୧୯୭୧ ମସିହାରେ ସଂଘଠିତ ପାକିସ୍ତାନ ଉପରେ ଭାରତର ବିଜୟ ଲାଭର ୫୦ ବର୍ଷ ପୂର୍ତି ପାଳନ ଉପଲକ୍ଷେ ଗତକାଲି ଭୁବନେଶ୍ୱରରେ ପହଁଚିଥିବା ସ୍ୱର୍ଣ୍ଣିମ ବିଜୟ ମଶାଲ ଆଜି ସକାଳେ ଏହି ଯୁଦ୍ଧରେ ଅଂଶଗ୍ରହଣ କରିଥିବା ବୀର ଯବାନଙ୍କ ଘରକୁ ଗସ୍ତ କରିଥିଲା…

ଆରପାରିରେ ବିଶିିଷ୍ଟ ସମାଜସେବୀ ତଥା ରାଜନୈତିଜ୍ଞ ଜଗଦୀଶ କାନୁନଗୋ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଆରପାରିରେ ବିଶିିଷ୍ଟ ସମାଜସେବୀ ତଥା ରାଜନୈତିଜ୍ଞ ଜଗଦୀଶ କାନୁନଗୋ

ଆରପାରିରେ ବିଶିିଷ୍ଟ ସମାଜସେବୀ ତଥା ରାଜନୈତିଜ୍ଞ ଜଗଦୀଶ କାନୁନଗୋ ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଶାଳଗାଁ ପଞ୍ଚାୟତର ବରିଷ୍ଠ ମୁରବୀ ଜଗଦୀଶ କାନୁନଗୋ ଆଉ ନାହାନ୍ତି । ମୃତ୍ୟୁବେଳକୁ ତାଙ୍କୁ ୮୨ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନୀତ ରୋଗରେ ପୀଡ଼ିତ ଥିଲେ । ତାଙ୍କର ପରଲୋକଗତ ଖବର ପାଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସ୍ୱର୍ଗତ କାନୁନଗୋ ତତ୍‌କାଳନୀ କଂଗ୍ରେସର ଛାମୁଆ…

ଛାତରୁ ଦୁଇ କାନ୍ଥ ସନ୍ଧିରେ ଖସିପଡ଼ିଥିବା ଶିଶୁ କନ୍ୟା ଉଦ୍ଧାର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଛାତରୁ ଦୁଇ କାନ୍ଥ ସନ୍ଧିରେ ଖସିପଡ଼ିଥିବା ଶିଶୁ କନ୍ୟା ଉଦ୍ଧାର

ଛାତରୁ ଦୁଇ କାନ୍ଥ ସନ୍ଧିରେ ଖସିପଡ଼ିଥିବା ଶିଶୁ କନ୍ୟା ଉଦ୍ଧାର: ୬ ଇଞ୍ଚ ଫାଙ୍କରେ ୧୫ଫୁଟ ତଳେ ଫସିଥିଲା କାନ୍ଥ କାଟି ବାହାରକଲେ ଲୋକେ ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ପୌରାଞ୍ଚଳ ଅନ୍ତର୍ଗତ ତଳବଜାର ଠାରେ ଛାତ ଉପରେ ଖେଳୁଥିବା ବେଳେ ଜଣେ ଶିଶୁ ଦୁଇ କାନ୍ଥ ସନ୍ଧିରେ ଖସି ପଡ଼ିବା ଭଳି ଅଭାବନୀୟ ଘଟଣା ଘଟିଛି । ତେବେ ଦୀର୍ଘ ସମୟ ଧରି ସ୍ଥାନୀୟ ଅଞ୍ଚଳବାସୀ ଓ ଅଗ୍ନିଶମ ବାହିନୀର ଉଦ୍ୟମ…

କାର୍ତ୍ତିକ ମାସର ଦ୍ୱିତୀୟ ଶନିବାର ନବଗ୍ରହପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କାର୍ତ୍ତିକ ମାସର ଦ୍ୱିତୀୟ ଶନିବାର ନବଗ୍ରହପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

କାର୍ତ୍ତିକ ମାସର ଦ୍ୱିତୀୟ ଶନିବାର ନବଗ୍ରହପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ କୋଣାର୍କ (ଏନ୍‌.ଏମ୍‌.): ପବିତ୍ର କାର୍ତ୍ତିକ ମାସର ଦ୍ୱିତୀୟ ଶନିବାର । ଏଥିପାଇଁ ବିଶ୍ୱ ଐତିହ୍ୟ କେଣାର୍କ ସୂର୍ଯ୍ୟମନ୍ଦିର ବେଢ଼ା ନିକଟରେ ଥିବା ନବଗ୍ରହ ମନ୍ଦିର ପରିସରରେ ଦିନତମାମ ଲକ୍ଷାଧିକ ଶ୍ରଦ୍ଧାଳୁ ନବଗ୍ରହଙ୍କୁ ଦର୍ଶନ କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ମାନସିକ ଧାରି ଶ୍ରଦ୍ଧାଳୁମାନେ ଗ୍ରହ ପିଡ଼ାରୁ ମୁକ୍ତି ପାଇଁ ପ୍ରତ୍ୟୁଶରୁ ପରମ୍ପରାନୁଯାୟୀ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀ ଓ…

ପ୍ରଫେସର ଡାକ୍ତର ସିବିକେ ମହାନ୍ତିଙ୍କ ପରେ ନୂଆ ଡିଏମଇଟି ହେବେ ପ୍ରଫେସର ଡାକ୍ତର ରମାରମଣ ମହାନ୍ତି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ପ୍ରଫେସର ଡାକ୍ତର ସିବିକେ ମହାନ୍ତିଙ୍କ ପରେ ନୂଆ ଡିଏମଇଟି ହେବେ ପ୍ରଫେସର ଡାକ୍ତର ରମାରମଣ ମହାନ୍ତି

ପ୍ରଫେସର ଡାକ୍ତର ସିବିକେ ମହାନ୍ତିଙ୍କ ପରେ ନୂଆ ଡିଏମଇଟି ହେବେ ପ୍ରଫେସର ଡାକ୍ତର ରମାରମଣ ମହାନ୍ତି ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ମେଡିକାଲ ଏଜୁକେସନ୍ ଆଣ୍ଡ ଟ୍ରେନିଂ(ଡିଏମଇଟି) ନିର୍ଦ୍ଦେଶକ ଭାବେ ଡାକ୍ତର ରମାରମଣ ମହାନ୍ତିଙ୍କୁ ନିଯୁକ୍ତି ମିଳିଛି । ଡିଏମଇଟି ପ୍ରଫେସର ଡାକ୍ତର ଚିନ୍ମୟ ବିଜୟ କୁମାର ମହାନ୍ତି (ସିବିକେ ମହାନ୍ତି ) ଆସନ୍ତା ୩୧ ତାରିଖରେ ଚାକିରିରୁ ଅବସର ନେଉଥିବାରୁ ତାଙ୍କ ସ୍ଥାନରେ ରମାରମଣଙ୍କୁ ନିଯୁକ୍ତି ମିଳିଛି । ରାଜ୍ୟ ସ୍ୱାସ୍ଥ୍ୟ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ; ତାଙ୍କ ସହ ରେଳ ରାଷ୍ଟ୍ରମନ୍ତ୍ରୀ ରାଓ ସାହେବ ଦାନବେ ମଧ୍ୟ ଉପସ୍ଥିତଥିଲେ । ତେବେ ଏହି ସାକ୍ଷାତ ଆଲୋଚନା ବେଳେ ସୁନ୍ଦରଗଡ଼ରେ ଏମ୍‌ସ ପ୍ରତିଷ୍ଠା ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି…

ବଜାରଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡ଼ି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବଜାରଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡ଼ି

ବଜାରଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି ଭୁବନେଶ୍ୱର(ଏନ୍‌.ଏମ୍‌.): ଗୋଟିଏ ପଟେ ସାରା ରାଜ୍ୟରେ ଏବେ ମମିତା ମେହେର ହତ୍ୟା ଘଟଣାକୁ ନେଇ କଂଗ୍ରେସ ଓ ବିଜେପି ଆନ୍ଦୋଳନ କରୁଥିବାବେଳେ ଅନ୍ୟପକ୍ଷରେ ବିଜେଡି ମଧ୍ୟ ଖୁବ ଶିଘ୍ର ରାସ୍ତାକୁ ଓହ୍ଲାଇବ ବୋଲି ଘୋଷଣା କରିଛି । ଗୋଟିଏ ପଟେ ମମିତା ହତ୍ୟାକାଣ୍ଡ ଘଟଣାକୁ ନେଇ ବିଜେଡି ଦୁଃଖ ପ୍ରକାଶ କରିଥିବାବେଳେ ଏ ନେଇ ତଦନ୍ତ ଚାଲିଛି ଓ ଅପରାଧୀ ଆଇନ…

ମମିତାଙ୍କ ପରିବାରକୁ ଭେଟିବା ପରେ ବିଜେପି ମହିଳା ମୋର୍ଚ୍ଚାର ବିବୃତ୍ତି- ‘ମନ୍ତ୍ରୀ ଦିବ୍ୟଶଙ୍କର ଇସ୍ତଫା ଦେଇ ତଦନ୍ତର ସମ୍ମୁଖୀନ ହୁଅନ୍ତୁ’
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ମମିତାଙ୍କ ପରିବାରକୁ ଭେଟିବା ପରେ ବିଜେପି ମହିଳା ମୋର୍ଚ୍ଚାର ବିବୃତ୍ତି- ‘ମନ୍ତ୍ରୀ ଦିବ୍ୟଶଙ୍କର ଇସ୍ତଫା ଦେଇ ତଦନ୍ତର ସମ୍ମୁଖୀନ ହୁଅନ୍ତୁ’

ମମିତାଙ୍କ ପରିବାରକୁ ଭେଟିବା ପରେ ବିଜେପି ମହିଳା ମୋର୍ଚ୍ଚାର ବିବୃତ୍ତି- ‘ମନ୍ତ୍ରୀ ଦିବ୍ୟଶଙ୍କର ଇସ୍ତଫା ଦେଇ ତଦନ୍ତର ସମ୍ମୁଖୀନ ହୁଅନ୍ତୁ’ ଭୁବନେଶ୍ୱର(ଏନ୍‌.ଏମ୍‌.): ଦିବ୍ୟଶଙ୍କର ମିଶ୍ର ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି । ସେ ରାଜ୍ୟର ଗୃହ ରାଷ୍ଟ୍ର ମନ୍ତ୍ରୀ । ମମିତା ହତ୍ୟା ମାମଲାରେ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ ଆସୁଛି । ତେଣୁ ମନ୍ତ୍ରୀ ଇସ୍ତଫା ଦେଇ ତଦନ୍ତର ସାମ୍ନା କରନ୍ତୁ ବୋଲି ବିଜେପି ମହିଳା ମୋର୍ଚ୍ଚା କହିଛି…

ବିନା ଟେଣ୍ଡରରେ ସିଏମସିର ନିମ୍ନମାନର ମଶାତେଲ କିଣା ନେଇ ରାଷ୍ଟ୍ରୀୟ ପଛୁଆବର୍ଗ ମହାସଂଘ ପକ୍ଷରୁ ଦୁର୍ନୀତି ନିବାରଣ ବିଭାଗକୁ ଦାବିପତ୍ର
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ବିନା ଟେଣ୍ଡରରେ ସିଏମସିର ନିମ୍ନମାନର ମଶାତେଲ କିଣା ନେଇ ରାଷ୍ଟ୍ରୀୟ ପଛୁଆବର୍ଗ ମହାସଂଘ ପକ୍ଷରୁ ଦୁର୍ନୀତି ନିବାରଣ ବିଭାଗକୁ ଦାବିପତ୍ର

ବିନା ଟେଣ୍ଡରରେ ସିଏମସିର ନିମ୍ନମାନର ମଶାତେଲ କିଣା ନେଇ ରାଷ୍ଟ୍ରୀୟ ପଛୁଆବର୍ଗ ମହାସଂଘ ପକ୍ଷରୁ ଦୁର୍ନୀତି ନିବାରଣ ବିଭାଗକୁ ଦାବିପତ୍ର କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମରେ ଗୋଟିଏ ପରେ ଗୋଟିଏ ଦୁର୍ନୀତି ଖୋଲୁଛି । ସିଏମସି ଦୁର୍ନୀତିର ଗନ୍ତାଘର ପାଲଟି ଯାଇଥିବା ଅଭିଯୋଗ ଉଠିଛି । ଅତୀତରେ ବହୁ ଦୁର୍ନୀତିର ପର୍ଦ୍ଦାଫାସ ହୋଇଥିବାବେଳେ ଏବେ ବିନା ଟେଣ୍ଡରରେ ନିମ୍ନମାନର ମଶା ତେଲ ପକାଯାଉଥିବା ଅଭିଯୋଗ କରି ଏହାର ତଦନ୍ତ କରିବାକୁ…

ଭୁବନେଶ୍ୱରରେ ପହଁଚିଲା ‘ବିଜୟ ମଶାଲ’ :୧୨୦ ବାଟାଲିୟନ ସୂର୍ଯ୍ୟଦ୍ୱାର ଠାରେ ସ୍ୱାଗତ ଜଣାଇଲେ ସେନା ବାହିନୀ ଓ ଶତାଧିକ ଛାତ୍ରଛାତ୍ରୀ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଭୁବନେଶ୍ୱରରେ ପହଁଚିଲା ‘ବିଜୟ ମଶାଲ’ :୧୨୦ ବାଟାଲିୟନ ସୂର୍ଯ୍ୟଦ୍ୱାର ଠାରେ ସ୍ୱାଗତ ଜଣାଇଲେ ସେନା ବାହିନୀ ଓ ଶତାଧିକ ଛାତ୍ରଛାତ୍ରୀ

ଭୁବନେଶ୍ୱରରେ ପହଁଚିଲା ‘ବିଜୟ ମଶାଲ’ ୧୨୦ ବାଟାଲିୟନ ସୂର୍ଯ୍ୟଦ୍ୱାର ଠାରେ ସ୍ୱାଗତ ଜଣାଇଲେ ସେନା ବାହିନୀ ଓ ଶତାଧିକ ଛାତ୍ରଛାତ୍ରୀ ଭୁବନେଶ୍ୱର (ଏନ୍‌.ଏମ୍‌.): ୧୯୭୧ ମସିହାରେ ସଂଘଠିତ ପାକିସ୍ତାନ ଉପରେ ଭାରତର ବିଜୟ ଲାଭର ୫୦ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଯାତ୍ରା କରୁଥିବା ସ୍ୱର୍ଣ୍ଣିମ ବିଜୟ ମଶାଲ ଆଜି ୨୯ ତାରିଖରେ ଭୁବନେଶ୍ୱରରେ ପହଁଚିଛି । ପୂର୍ବ ପ୍ରସ୍ତୁତି ଅନୁସାରେ ଏହି ବିଜୟ ମଶାଲ ଆଜି ସକାଳୁ ଆଇ.ଏନ.ଏସ୍…

ନୂଆପଡା ଗ୍ୟାଙ୍ଗୱାର ଘଟଣା : ୪ ଅଭିଯୁକ୍ତ ଅଟକ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ନୂଆପଡା ଗ୍ୟାଙ୍ଗୱାର ଘଟଣା : ୪ ଅଭିଯୁକ୍ତ ଅଟକ

ନୂଆପଡା ଗ୍ୟାଙ୍ଗୱାର ଘଟଣା : ୪ ଅଭିଯୁକ୍ତ ଅଟକ #କେନ୍ଦ୍ରାପଡ଼ା(ଆହ୍ଲାଦ ମହାନ୍ତି): ପାଟକୁରା ଥାନା ଅଧୀନ ନୂଆପଡା ବଜାରରେ ଗୁରୁବାର ସଂଗଠିତ ଗୋଷ୍ଠୀ ସଂଘର୍ଷ ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି । ୨୪ଘଂଟା ନପୂରୁଣୁ ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳତା ପାଇଛି । ସେହିଭଳି ଗୋଟିଏ ଗୋଷ୍ଠୀ ଘଟଣାସ୍ଥଳକୁ ଆଣିଥିବା କାର୍‌ଟିକୁ ମଧ୍ୟ ପୋଲିସ ଜବତ କରିଛି । ଅନ୍ୟପକ୍ଷରେ ସଂଘର୍ଷରେ ଗୁରୁତର ଆହତ ହୋଇଥିବା ୨…

ରାଜରାସ୍ତାକୁ ଓହ୍ଲାଇଲା ଓଡ଼ିଶା ଡ୍ରାଇଭର ମହାସଂଘ: କରୋନା ଯୋଦ୍ଧା ସହ ସାମାଜିକ ସୁରକ୍ଷା ପାଇଁ ଦାବି, ନବୀନ ନିବାସ ସମ୍ମୁଖରେ ବିକ୍ଷୋଭ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ରାଜରାସ୍ତାକୁ ଓହ୍ଲାଇଲା ଓଡ଼ିଶା ଡ୍ରାଇଭର ମହାସଂଘ: କରୋନା ଯୋଦ୍ଧା ସହ ସାମାଜିକ ସୁରକ୍ଷା ପାଇଁ ଦାବି, ନବୀନ ନିବାସ ସମ୍ମୁଖରେ ବିକ୍ଷୋଭ

ରାଜରାସ୍ତାକୁ ଓହ୍ଲାଇଲା ଓଡ଼ିଶା ଡ୍ରାଇଭର ମହାସଂଘ କରୋନା ଯୋଦ୍ଧା ସହ ସାମାଜିକ ସୁରକ୍ଷା ପାଇଁ ଦାବି, ନବୀନ ନିବାସ ସମ୍ମୁଖରେ ବିକ୍ଷୋଭ #କଟକ/ଭୁବନେଶ୍ୱର(ଏନ୍‌.ଏମ୍‌.): ଦୀର୍ଘ ୨ ମାସ ହେବ ୧୦ ଦଫା ଦାବି ପୂରଣ ପାଇଁ ଦାବିପତ୍ର ଦିଆଯାଇଥିବା ବେଳେ ଏହାକୁ ସରକାର କର୍ଣ୍ଣପାତ କରୁ ନଥିବା ପ୍ରତିବାଦରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରାରେ ନବୀନ ନିବାସ ପର୍ଯ୍ୟନ୍ତ ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି…

ପାଟକୁରା ନୂଆପଡା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୩ ଗୁରୁତ୍ୱର
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପାଟକୁରା ନୂଆପଡା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୩ ଗୁରୁତ୍ୱର

ପାଟକୁରା ନୂଆପଡା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୩ ଗୁରୁତ୍ୱର #କେନ୍ଦ୍ରାପଡ଼ା (ଏନ୍‌.ଏମ୍‌.): ପାଟକୁରା ଥାନା ଅଧୀନ ନୂଆପଡା ବଜାରରେ ଆଜି ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ଘଟିଛି । ଏହି ସଂଘର୍ଷରେ ଗୋଟିଏ ଗୋଷ୍ଠୀର ୩ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ତେବେ ପୁଲିସ ଏ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦେଇ ନଥିବାବେଳେ ଆହତମାନଙ୍କ ସମ୍ପର୍କରେ ମଧ୍ୟ କୌଣସି ସୂଚନା ମିଳି…